Base Word
אֲבִירָם
Short DefinitionAbiram, the name of two Israelites
Long Definitiona Reubenite, son of Eliab in exodus
Derivationfrom H0001 and H7311; father of height (i.e., lofty)
International Phonetic Alphabetʔə̆.bɪi̯ˈrɔːm
IPA modʔə̆.viːˈʁɑːm
Syllableʾăbîrām
Dictionuh-bee-RAWM
Diction Moduh-vee-RAHM
UsageAbiram
Part of speechn-pr-m

Numbers 16:1
ଲବେୀୟ ଏକ ବଂଶଧର କୋରହ, କୋରହ ୟିଷହରର ପୁତ୍ର, ତା'ର ପିତା କହାତ ଏବଂ ରୂବନରେ ତିନିଜଣ ମଧ୍ଯରୁ ଦାଥନ ଓ ଅବୀରାମ, ଇଲିଯାବର ଦୁଇ ପୁତ୍ର ପଲତରେ ପୁତ୍ର ଓନ୍।

Numbers 16:12
ତା'ପରେ ମାଶାେ ଇଲୀଯାବର ପୁତ୍ର ଦାଥନକୁ ଓ ଅବୀରାମକୁ ଡାକିବାକୁ ଲୋକ ପଠାଇଲେ; ମାତ୍ର ସମାନେେ କହିଲେ, ଆମ୍ଭମାନେେ ୟିବା ନାହିଁ।

Numbers 16:24
ତୁମ୍ଭେ ମଣ୍ତଳୀକୁ କୁହ, କୋରହ, ଦାଥନ ଓ ଅବୀରାମର ତମ୍ବୁଠାରୁ ଚାଲି ୟାଆନ୍ତୁ।

Numbers 16:25
ମାଶାେ ଉଠି ଦାଥନ ଓ ଅବୀରାମ ନିକଟକୁ ଗଲେ। ଇଶ୍ରାୟେଲର ନତେୃବର୍ଗ ସମାନଙ୍କେୁ ଅନୁସରଣ କଲେ।

Numbers 16:27
ଏଥି ରେ ଲୋକମାନେ କୋରହ, ଦାଥନ ଓ ଅବୀରାମର ପବିତ୍ର ତମ୍ବୁ ଠାରୁ ଚାଲିଗଲେ। ଦାଥନ ଓ ଅବୀରାମ ବାହାରକୁ ଆସି ନିଜ ନିଜ ସ୍ତ୍ରୀ, ପୁତ୍ର ଓ ପାଲାମାନଙ୍କ ସହିତ ନିଜ ନିଜ ତମ୍ବୁର ଫାଟକରେ ଠିଆ ହେଲେ।

Numbers 16:27
ଏଥି ରେ ଲୋକମାନେ କୋରହ, ଦାଥନ ଓ ଅବୀରାମର ପବିତ୍ର ତମ୍ବୁ ଠାରୁ ଚାଲିଗଲେ। ଦାଥନ ଓ ଅବୀରାମ ବାହାରକୁ ଆସି ନିଜ ନିଜ ସ୍ତ୍ରୀ, ପୁତ୍ର ଓ ପାଲାମାନଙ୍କ ସହିତ ନିଜ ନିଜ ତମ୍ବୁର ଫାଟକରେ ଠିଆ ହେଲେ।

Numbers 26:9
ଆଉ ଇଲୀଯାବର ତିନିପୁତ୍ର ଯଥା: ନମୂଯଲେ, ଦାଥନ୍ ଓ ଅବୀରାମ। କୋରହର ଦଳୀଯ ଲୋକମାନେ ଯେତବେେଳେ ସଦାପ୍ରଭୁଙ୍କ ପ୍ରତିକୂଳ ରେ ବିବାଦ କଲେ, ସେତବେେଳେ ଦାଥନ୍ ଓ ଅବୀରାମ ଦୁଇ ଅଧିପତି ମାଶାେ ଓ ହାରୋଣଙ୍କ ବିରୁଦ୍ଧ ରେ ୟାଇଥିଲେ।

Numbers 26:9
ଆଉ ଇଲୀଯାବର ତିନିପୁତ୍ର ଯଥା: ନମୂଯଲେ, ଦାଥନ୍ ଓ ଅବୀରାମ। କୋରହର ଦଳୀଯ ଲୋକମାନେ ଯେତବେେଳେ ସଦାପ୍ରଭୁଙ୍କ ପ୍ରତିକୂଳ ରେ ବିବାଦ କଲେ, ସେତବେେଳେ ଦାଥନ୍ ଓ ଅବୀରାମ ଦୁଇ ଅଧିପତି ମାଶାେ ଓ ହାରୋଣଙ୍କ ବିରୁଦ୍ଧ ରେ ୟାଇଥିଲେ।

Deuteronomy 11:6
ତୁମ୍ଭମାନେେ ଦେଖିଛ ରୂବନରେ ପକ୍ସ୍ଟତ୍ର ଇଲୀଯାବର ସନ୍ତାନ ଦାଥନକ୍ସ୍ଟ ଓ ଅବୀରାମ ପ୍ରତି ଯାହା ଯାହା ସବୁ ସେ କରିଛନ୍ତି, ପୃଥିବୀ ଯେପରି ଆପଣା ମକ୍ସ୍ଟଖ ବିସ୍ତାର କରି ସମସ୍ତ ଇଶ୍ରାୟେଲ ମଧ୍ଯବର୍ତ୍ତୀ ସମାନଙ୍କେୁ ଓ ସମାନଙ୍କେ ପରିଜନବର୍ଗଙ୍କକ୍ସ୍ଟ ଓ ସମାନଙ୍କେ ତମ୍ବୁ ଓ ସମାନଙ୍କେ ପଶ୍ଚାତବର୍ତ୍ତୀ ସମସ୍ତ ପ୍ରାଣୀକକ୍ସ୍ଟ ଗ୍ରାସ କଲା, ଏ ସମସ୍ତ ତୁମ୍ଭର ପିଲାମାନେ ଦେଖି ନାହାଁନ୍ତି।

1 Kings 16:34
ତାଙ୍କ ସମୟରେ ବୈଥଲେୀର ହୀଯଲେ ଯିରୀହାେ ନଗର ପୁନର୍ବାର ନିର୍ମାଣ କଲେ। ସଦାପ୍ରଭୁ ନୂନର ପୁତ୍ର ଯିହାଶୂେୟଙ୍କ ଦ୍ବାରା ଯାହା କହିଥିଲେ ତାହା ହିଁ ଘଟିଲା। ଯେତବେେଳେ ସେ ନଗର ରେ ଭିତ୍ତିମୂଳ ସ୍ଥାପନ କଲେ ତାଙ୍କର ପ୍ରଥମପୁତ୍ର ଅବୀରାମ ମଲା ଓ ଯେତବେେଳେ ନଗରର ଫାଟକ ସ୍ଥାପିତ ହେଲା। ତାଙ୍କର ସାନ ପୁତ୍ର ସଗୂବର ମୃତ୍ଯୁ ହେଲା।

Occurences : 11

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்