Base Word
אֱלִישָׁמָע
Short DefinitionElishama, the name of seven Israelites
Long Definitionan Ephraimite chief in the wilderness
Derivationfrom H0410 and H8085; God of hearing
International Phonetic Alphabetʔɛ̆.lɪi̯.ʃɔːˈmɔːʕ
IPA modʔĕ̞.liː.ʃɑːˈmɑːʕ
Syllableʾĕlîšāmāʿ
Dictioneh-lee-shaw-MAW
Diction Moday-lee-sha-MA
UsageElishama
Part of speechn-pr-m

Numbers 1:10
ଇଫ୍ରଯିମ ଗୋ୍ଟିର, ଅମ୍ମୀହୂଦର ପୁତ୍ର ଇଲୀଶାମା।

Numbers 2:18
ଇଫ୍ରଯିମ ବିଭାଗର ଛାଉଣୀର ଧ୍ବଜା ପଶ୍ଚିମ ଦିଗକୁ ରହିବ। ପୁଣି ଅମ୍ମୀହୂଦର ପୁତ୍ର ଇଲୀଶାମା ଇଫ୍ରଯିମ ଲୋକମାନଙ୍କର ଅଧିପତି ହବେ।

Numbers 7:48
ସପ୍ତମ ଦିନ ଇଫ୍ରୟିମ ଲୋକଗଣର ଅଧିପତି ଅମ୍ମୀହୁଦର ପୁତ୍ର ଇଲୀଶାମା ଆପଣା ଉପହାର ଆଣିଲା।

Numbers 7:53
ପ୍ରତ୍ୟେକ ଅଧିପତି ପାପ ପାଇଁ ଗୋଟିଏ ଛାଗ ଉତ୍ସର୍ଗ କଲେ, ପ୍ରତ୍ୟେକ ଅଧିପତି ଶାନ୍ତି ବଳରୂପେ ଦୁଇଟି ଗୋରୁ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକବର୍ଷୀୟ ପାଞ୍ଚ ମେଷବତ୍ସ ଉତ୍ସର୍ଗ କଲେ।

Numbers 10:22
ଏଥିଉତ୍ତା ରେ ଇଫ୍ରଯିମ ଗୋଷ୍ଠୀର ବିଭାଗର ଧ୍ବଜା ଚଳିଲା। ଅମ୍ମୀହୂଦର ପୁତ୍ର ଇଲୀଶାମା ସମାନଙ୍କେ ସୈନ୍ଯର ଅଧିନାଯକ ଥିଲେ।

2 Samuel 5:16
ଇଲୀଶାମା, ଇଲୀଯାଦା ଓ ଇଲୀଫଲଟେ ନାମ ରେ ଜଣା।

2 Kings 25:25
ମାତ୍ର ସପ୍ତମ ମାସ ରେ ରାଜବଂଶ ଜାତ ଇଲୀଶାମାର ପୌତ୍ର ନଥନିଯର ପୁତ୍ର ଇଶ୍ମାଯଲେ, ୟିଏ ରାଜା ପରିବାରରୁ ଥିଲେ। ସେ ଓ ତାଙ୍କର ଦଶଜଣ ସଙ୍ଗୀ ଗଦଲୀଯକୁ, ୟିହୁଦୀଯମାନଙ୍କୁ ଓ ମିସ୍ପା ରେ ଥିବା କଲଦୀଯମାନଙ୍କୁ ବଧ କଲେ।

1 Chronicles 2:41
ଶଲ୍ଲୁମ୍ ୟିକମିଯଙ୍କ ପିତା ଥିଲେ ଏବଂ ୟିକମିଯ ଇଲୀଶାମଙ୍କର ପିତା ଥିଲେ।

1 Chronicles 3:6
ଅନ୍ୟ ନଅ ଜଣ ପୁତ୍ର ହେଲେ :

1 Chronicles 3:8
ନଫେଗ୍, ୟାଫୀଯ, ଇଲୀଯାଦା, ଇଲୀଶାମା ଓ ଇଲୀଫଲେଟ୍।

Occurences : 17

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்