Base Word
מָצוּד
Short Definitiona net, or (abstractly) capture
Long Definitionnet, prey, net prey
Derivationor (feminine) מְצוּדָה; or מְצֻדָה; for H4685
International Phonetic Alphabetmɔːˈt͡sˤuːd̪
IPA modmɑːˈt͡sud
Syllablemāṣûd
Dictionmaw-TSOOD
Diction Modma-TSOOD
Usagecastle, defense, fort(-ress), (strong) hold, be hunted, net, snare, strong place
Part of speechn-f
Base Word
מָצוּד
Short Definitiona fastness
Long Definitionnet, prey, net prey
Derivationor (feminine) מְצוּדָה; or מְצֻדָה; for H4685
International Phonetic Alphabetmɔːˈt͡sˤuːd̪
IPA modmɑːˈt͡sud
Syllablemāṣûd
Dictionmaw-TSOOD
Diction Modma-TSOOD
Usagecastle, defense, fort(-ress), (strong) hold, be hunted, net, snare, strong place
Part of speechn-f

1 Samuel 22:4
ତେଣୁ ଦାଉଦ ତାଙ୍କର ପିତାମାତାଙ୍କୁ ମାୟୋବର ରାଜାଙ୍କ ନିକଟରେ ଛାଡି ଗଲେ। ଯେତଦେିନ ୟାଏ ଦାଉଦ ସହେି ଦକ୍ସ୍ଟର୍ଗ ରେ ବାସ କଲେ, ସେ ପର୍ୟ୍ଯନ୍ତ ସମାନେେ ମାୟୋବର ରାଜାଙ୍କ ସହିତ ରହିଲେ।

1 Samuel 22:5
କିନ୍ତୁ ଭବିଷ୍ଯଦ୍ବକ୍ତା ଗାଦ ଦାଉଦଙ୍କକ୍ସ୍ଟ କହିଲେ, ତୁମ୍ଭେ ଏହି ଦକ୍ସ୍ଟର୍ଗ ରେ ରକ୍ସ୍ଟହ ନାହିଁ। ତୁମ୍ଭେ ୟିହକ୍ସ୍ଟଦାକକ୍ସ୍ଟ ୟାଅ। ତେଣୁ ଦାଉଦ ସେସ୍ଥାନ ପରିତ୍ଯାଗ କରି ହରେତ୍ ବଣକକ୍ସ୍ଟ ଗଲେ।

1 Samuel 24:22
ତେଣୁ ଦାଉଦ ଶାଉଲଙ୍କ ନିକଟରେ ପ୍ରତିଜ୍ଞା କଲେ। ଦାଉଦ ପ୍ରତିଜ୍ଞା କରି କହିଲେ ସେ କଦାପି ଶାଉଲଙ୍କ ପରିବାରକକ୍ସ୍ଟ ଧ୍ବଂସ କରିବ ନାହିଁ। ତା'ପରେ ଶାଉଲ ଗୃହକକ୍ସ୍ଟ ଫରେିଲେ। ଦାଉଦ ଓ ତାଙ୍କର ଲୋକମାନେ ଦକ୍ସ୍ଟର୍ଗକକ୍ସ୍ଟ ପଳାଇଗଲେ।

2 Samuel 5:7
ତଥାପି ଦାଉଦ ସିୟୋନର ଦୃଢ ଗଡ ଅଧିକାର କଲେ। ତାହା ହେଲା ଦାଉଦ ନଗର।

2 Samuel 5:9
ଦାଉଦ ସହେି ଦକ୍ସ୍ଟର୍ଗ ରେ ବାସ କଲେ, ଏବଂ ସହେି ସହରକକ୍ସ୍ଟ, ଦାଉଦ ସହର ନାମ ରେ ନାମିତ କଲେ। ଦାଉଦ ମିଲ୍ଲୋ ସ୍ଥାନକକ୍ସ୍ଟ ନିର୍ମାଣ କରିବାକୁ ଆରମ୍ଭ କଲେ। ସେ ମଧ୍ଯ ନଗର ଭିତ ରେ ବହକ୍ସ୍ଟତ ପକ୍କାଘର ନିର୍ମାଣ କଲେ।

2 Samuel 5:17
ପଲେଷ୍ଟୀୟମାନେ ଜାଣିବାକକ୍ସ୍ଟ ପାଇଲେ ଯେ, ସମଗ୍ର ଇଶ୍ରାୟେଲୀୟମାନଙ୍କ ରାଜା ଭାବରେ ଦାଉଦଙ୍କକ୍ସ୍ଟ ବଚ୍ଛା ୟାଇଛି। ତେଣୁ ଦାଉଦଙ୍କକ୍ସ୍ଟ ମାରିବା ପାଇଁ ସମସ୍ତ ପଲେଷ୍ଟୀୟ ଦାଉଦଙ୍କକ୍ସ୍ଟ ଖାଜେିଲେ। ତେଣୁ ଦାଉଦ ଏହା ଜାଣିପାରି ୟିରକ୍ସ୍ଟଶାଲମ ରେ ଥିବା ଗଡ ଭିତ ରେ ୟାଇ ଲକ୍ସ୍ଟଚିଲେ।

2 Samuel 22:2
ସଦାପ୍ରଭୁ ମାରେ ଶୈଳ ଏବଂ ମାରେ ଦକ୍ସ୍ଟର୍ଗ, ମାରେ ନିରାପଦସ୍ଥାନ।

2 Samuel 23:14
ଅନ୍ୟ ସମୟରେ ଦାଉଦ ଦକ୍ସ୍ଟର୍ଗ ରେ ଥିଲେ ଓ ପଲେଷ୍ଟୀୟମାନଙ୍କ ପ୍ରହରୀ ସୈନ୍ଯଦଳ ବୈଥ୍ଲହମେ ରେ ଥିଲେ।

1 Chronicles 11:5
ୟିବୂଷ ରେ ବାସ କରୁଥିବା ଲୋକମାନେ ଦାଉଦଙ୍କୁ କହିଲେ, ତୁମ୍ଭେ ଆମ୍ଭମାନଙ୍କ ନଗର ମଧିଅରେ ପ୍ରବେଶ କରିପାରିବ ନାହିଁ। କିନ୍ତୁ ଦାଉଦ ସମାନଙ୍କେୁ ପରାସ୍ତ କରି ଦେଲେ। ଦାଉଦ ସିୟୋନ ଦୁର୍ଗକୁ ଅଧିକାର କରି ନେଲେ। ଯାହା ଦାଉଦଙ୍କ ନଗର ନାମ ରେ ଜଣାଗଲା।

1 Chronicles 11:16
ଆଉଥରେ, ଦାଉଦ ଦୁର୍ଗ ମଧିଅରେ ଥିଲେ ଓ ପଲେଷ୍ଟୀୟ ସୈନ୍ଯମାନଙ୍କର ଏକ ଦଳ ବୈଥଲହମେ ରେ ଥିଲେ।

Occurences : 23

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்