Base Word
מַעֲשֵׂיָה
Short DefinitionMaasejah, the name of sixteen Israelites
Long Definitiona descendant of Jeshua who had taken a foreign wife in the time of Ezra
Derivationor מַעֲשֵׂיָהוּ; from H4639 and H3050; work of Jah
International Phonetic Alphabetmɑ.ʕə̆.ɬeˈjɔː
IPA modmɑ.ʕə̆.seˈjɑː
Syllablemaʿăśēyâ
Dictionma-uh-say-YAW
Diction Modma-uh-say-YA
UsageMaaseiah
Part of speechn-pr-m

1 Chronicles 15:18
ସହେି ଲବେୀୟମାନଙ୍କର ଆଉ ଏକ ଦ୍ବିତୀୟ ଦଳ ମଧ୍ଯ ଥିଲେ। ସମାନେେ ଥିଲେ ଜିଖରିଯ, ବନେ, ୟାସୀଯଲେ, ଶମୀରାମାେତ, ୟିହୀଯଲେ, ଉନ୍ନିକି, ଇଲୀଯାବ, ବନାଯ, ମା ସଯେ, ମତ୍ତଥିଯ, ଇଲୀଫଲହେୁ, ମିକ୍ନଯେ, ଓବଦେ-ଇଦୋମ ଓ ୟିଯୁଯଲେ। ଏହିମାନେ ଦ୍ବାରପାଳ ଥିଲେ।

1 Chronicles 15:20
ଜିଖରିଯ, ଅସୀଯଲେ, ଶମୀରାମାେତ୍, ୟିହିଯଲେ, ଉନ୍ନି, ଇଲୀଯାବ, ମା ସଯେ ଓ ବନାଯ ଅଲାମାେତ୍ ବୀଣା ବଜାଉଥିଲେ।

2 Chronicles 23:1
ଛଅ ବର୍ଷ ପରେ, ଯିହାୟୋଦାରଦା ତାଙ୍କ ଶକ୍ତିର ପ୍ରଦର୍ଶନ କଲେ। ସେ ପ୍ରେତ୍ୟକକଙ୍କର 100 ଜଣ ସୈନ୍ଯ ଥିବା କପ୍ତାନଙ୍କର ସହିତ ଏକ ଚୁକ୍ତି କଲେ। ସହେି କପ୍ତାନମାନେ ଥିଲେ : ୟିରୋହାମ୍ଙ୍କ ପୁତ୍ର ଅସରିଯ, ଯିହାୟୋଦାରନାଙ୍କ ପୁତ୍ର ଇଶ୍ମାଯଲେ, ଅସରିଯଙ୍କ ପୁତ୍ର ଓବେଦ୍, ଅଦାଯାଙ୍କ ପୁତ୍ର ମା ସଯେ ଓ ସିଖ୍ରିଙ୍କ ପୁତ୍ର ଇଲୀଶାଫଟ୍।

2 Chronicles 26:11
ଉଷିୟଙ୍କର ତାଲିମପ୍ରାପ୍ତ ସୈନିକମାନଙ୍କର ଏକ ସୈନ୍ଯଦଳ ଥିଲା। ସହେି ସୈନିକମାନେ ସଚିବ ୟିଯୁଯଲେଲ୍ ଓ ପଦାଧିକାରୀ ମା ସଯଙ୍କେ ଦ୍ବାରା ବିଭିନ୍ନ ଦଳ ରେ ଭର୍ତ୍ତି କରାୟାଇ ଥିଲେ। ହାନାନୀଯ ସମାନଙ୍କେର ନେତା ଥିଲେ। ୟିଯୂଯେଲ୍ ଓ ମା ସଯେ ସହେି ସୈନିକମାନଙ୍କୁ ଗଣନା କରୁଥିଲେ ଓ ବିଭିନ୍ନ ଦଳଭୁକ୍ତ କରୁଥିଲେ। ହାନାନୀଯ ରାଜାଙ୍କର ଜଣେ ପଦାଧିକାରୀ ଥିଲେ।

2 Chronicles 28:7
ସିଖ୍ରି ଇଫ୍ରଯିମର ଜଣେ ସାହସୀ ସୈନିକ ଥିଲେ। ସିଖ୍ରି ଆହସଙ୍କ ପୁତ୍ର ମା ସଯଙ୍କେୁ, ରାଜ ପ୍ରାସାଦର ଅଧିକାରୀ ଦାଯିତ୍ବ ରେ ଥିବା ଅସ୍ରିକାମଙ୍କୁ ଏବଂ ଇଲ୍କାନା, (ୟିଏକି ରାଜାଙ୍କ ପରେ ଦ୍ବିତୀୟ ସ୍ଥାନ ରେ ଥିବା ଅଧିକାରୀଙ୍କୁ) ହତ୍ଯା କଲେ।

2 Chronicles 34:8
ତାଙ୍କର ରାଜତ୍ବର ଅଷ୍ଟାଦଶ ବର୍ଷା ରେ ସେ ସବୁ ସ୍ଥାନ ଓ ମନ୍ଦିର ପବିତ୍ର କଲାପରେ, ଯୋଶିୟଯ, ଶାଫନ୍, ମା ସଯେ ଏବଂ ୟୋଯାହଙ୍କୁ ସଦାପ୍ରଭୁ ପରମେଶ୍ବରଙ୍କର ମନ୍ଦିର ମରାମତି ପାଇଁ ପଠାଇଲେ। ଶାଫାନ୍ଙ୍କ ପିତାଙ୍କର ନାମ ଥିଲା ଅତ୍ସଲିଯ। ମା ସଯେ ନଗରର ନେତା ଥିଲେ ଓ ୟୋଯାହଙ୍କ ପିତାଙ୍କର ନାମ ଥିଲା ୟୋଯାହସ। ୟୋଯାହ ବିତରଣ ରକ୍ଷକ ଥିଲେ।

Ezra 10:18
ଯାଜକମାନଙ୍କ ବଂଶଗଣ ମଧ୍ଯରୁ ଯେଉଁମାନେ ଅନ୍ୟ ଦେଶୀଯା ସ୍ତ୍ରୀମାନଙ୍କୁ ବିବାହ କରିଥିଲେ, ସମାନେେ ହେଲ ଯଥା:

Ezra 10:21
ହାରିମର ବଂଶଧରମାନଙ୍କ ମଧ୍ଯରୁ ମା ସଯେ ଓ ଏଲୀଯ ଓ ଶମଯିଯ ୟିହୀଯଲେ ଓ ଉଷିୟ।

Ezra 10:22
ପଶହୂରର ସନ୍ତାନମାନଙ୍କର ମଧ୍ଯରୁ ଇଲଯୋ-ଐନଯ, ମା ସଯେ, ଇଶ୍ମାଯଲେ, ନଥନଲେ, ୟୋଷାବଦ୍ ଓ ଇଲିଯାସା,

Ezra 10:30
ଆଉ ପହତ୍ ମାୟୋବର ବଂଶଧରଗଣ ମଧ୍ଯରୁ ଅଦନ ଓ କଲାଲ୍, ବନାଯ, ମା ସଯେ, ମତ୍ତିନିଯ, ବତ୍ସଲଲେ ଓ ବିନ୍ନୁଯୀ ଓ ମନଶି।

Occurences : 23

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்