Base Word
מַעֲמָק
Short Definitiona deep
Long Definitiondepths
Derivationfrom H6009
International Phonetic Alphabetmɑ.ʕə̆ˈmɔːk’
IPA modmɑ.ʕə̆ˈmɑːk
Syllablemaʿămāq
Dictionma-uh-MAWK
Diction Modma-uh-MAHK
Usagedeep, depth
Part of speechn-m

Psalm 69:2
ଯେଉଁଠାରେ ମୁଁ ଠିଆ ହାଇେ ପାରିବି ଏପରି କୌଣସି ବସ୍ତୁ ନାହିଁ। ମୁଁ ଗଭୀର ପଙ୍କ ଭିତରକୁ ଭାସି ଯାଉଛି। ମୁଁ ଅଗାଧ ଜଳରେ ଅଛି ଓ ମାରେ ଚତୁଃପାଶର୍‌ବରେ ଲହଡ଼ି ଭାଙ୍ଗୁଛି। କବଳେ ମୁଁ ବୁଡ଼ିୟିବା ଉପରେ।

Psalm 69:14
ମାେତେ ପଙ୍କ ସ୍ଥାନରୁ ବଞ୍ଚାଅ। ମାେତେ ପଙ୍କ ମଧ୍ୟରେ ବୁଡ଼ିବାକୁ ଦିଅ ନାହିଁ। ଯେଉଁମାନେ ମାେତେ ଘୃଣା କରନ୍ତି, ସମାନଙ୍କେଠାରୁ ମାେତେ ରକ୍ଷା କର। ମାେତେ ଏହି ଗଭୀର ପାଣିରୁ ବଂଚାଅ।

Psalm 130:1
ହେ ସଦାପ୍ରଭୁ, ମୁଁ ଘୋର ବିପତ୍ତିରେ ଅଛି। ତଣେୁ ମୁଁ ତୁମ୍ଭକୁ ସାହାୟ୍ଯ ପାଇଁ ଡ଼ାକୁଛି।

Isaiah 51:10
ଯେ ସମୁଦ୍ରକୁ ଓ ଗଭୀରତମ ବାରିଧିର ଜଳରାଶିକୁ ଶୁଷ୍କ କଲେ, ଯେ ମୁକ୍ତିପ୍ରାପ୍ତ ଲୋକମାନଙ୍କର ପାର ହବୋ ପାଇଁ ସମୁଦ୍ରର ଗଭୀରତମ ସ୍ଥାନ ପଥ କଲେ, ସହେି ପ୍ରଭୁ ତୁମ୍ଭେ ନୁହଁ କି ?

Ezekiel 27:34
କିନ୍ତୁ ତୁମ୍ଭେ ବର୍ତ୍ତମାନ ସମୁଦ୍ରର ଗଭୀର ଜଳ ରେ ଭଗ୍ନ ହବୋ ଯୋଗୁଁ ତୁମ୍ଭର ସମସ୍ତ ବାଣିଜ୍ଯ ଦ୍ରବ୍ଯ ଓ ତୁମ୍ଭର ସମସ୍ତ ସମାଜ ତୁମ୍ଭ ମଧିଅରେ ପତିତ ହେଲେ।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்