Base Word
מָן
Short Definitionliterally a whatness (so to speak), i.e., manna (so called from the question about it)
Long Definitionmanna
Derivationfrom H4100
International Phonetic Alphabetmɔːn̪
IPA modmɑːn
Syllablemān
Dictionmawn
Diction Modmahn
Usagemanna
Part of speechn-m
Base Word
מָן
Short Definitionliterally a whatness (so to speak), i.e., manna (so called from the question about it)
Long Definitionmanna
Derivationfrom H4100
International Phonetic Alphabetmɔːn̪
IPA modmɑːn
Syllablemān
Dictionmawn
Diction Modmahn
Usagemanna
Part of speechn-m

Exodus 16:15
ଇଶ୍ରାୟେଲର ଲୋକମାନେ ଏହାକୁ ଦେଖି କଥାବର୍ତ୍ତା ହେଲେ। ଏଗୁଡିକ କ'ଣ? ସମାନେେ ଏପରି କହିଲେ କାରଣ ସମାନେେ ଜାଣି ନଥିଲେ ଏଗୁଡିକ କ'ଣ ଥଲା। ତେଣୁ ସମାନେେ ମାଶାଙ୍କେୁ ପଚାରିଲେ, ତେଣୁ ମାଶାେ ସମାନଙ୍କେୁ କହିଲେ, ଏଗୁଡିକ ଖାଦ୍ୟ, ତୁମ୍ଭମାନଙ୍କ ପାଇଁ ସଦାପ୍ରଭୁଙ୍କର ଦାନ।

Exodus 16:31
ତେଣୁ ଇଶ୍ରାୟେଲର ଲୋକମାନେ ସହେି ଖାଦ୍ୟର ନାମ ମାନ୍ନା ଦେଲେ। ତାହା ଧନିଆ ପରି ଶୁକ୍ଲବର୍ଣ୍ଣ ଓ ତାହାର ସ୍ବାଦ ମଧୁ ମିଶ୍ରିତ ପିଷ୍ଟକ ତୁଲ୍ଯ ଥିଲା।

Exodus 16:33
ତେଣୁ ମାଶାେ ହାରୋଣଙ୍କୁ କହିଲେ, ତୁମ୍ଭେ ଏକ ପାତ୍ର ନଇେ ଏକ ଓମର ମାନ୍ନା ପୂର୍ଣ୍ଣ କରି ସଦାପ୍ରଭୁଙ୍କ ସମ୍ମୁଖ ରେ ରଖ। ତାହା ତୁମ୍ଭମାନଙ୍କ ପୂର୍ବପୁରୁଷ ପରମ୍ପରା ନିମନ୍ତେ ରଖାୟିବ।

Exodus 16:35
ଲୋକମାନେ ଚାଳିଷ ବର୍ଷ ପର୍ୟ୍ଯନ୍ତ ଏହି ମାନ୍ନା ଖାଇଲେ। ସମାନେେ ଏହି ମାନ୍ନା ବସତିଦେଶ ରେ ଉପସ୍ଥିତ ନ ହବୋ ୟାଏ ଏହିପରି ଭୋଜନ କଲେ। କିଣାନ ଦେଶର ସୀମା ରେ ପହଁଞ୍ଚିବା ପର୍ୟ୍ଯନ୍ତ ସମାନେେ ମାନ୍ନା ଖାଇଲେ।

Exodus 16:35
ଲୋକମାନେ ଚାଳିଷ ବର୍ଷ ପର୍ୟ୍ଯନ୍ତ ଏହି ମାନ୍ନା ଖାଇଲେ। ସମାନେେ ଏହି ମାନ୍ନା ବସତିଦେଶ ରେ ଉପସ୍ଥିତ ନ ହବୋ ୟାଏ ଏହିପରି ଭୋଜନ କଲେ। କିଣାନ ଦେଶର ସୀମା ରେ ପହଁଞ୍ଚିବା ପର୍ୟ୍ଯନ୍ତ ସମାନେେ ମାନ୍ନା ଖାଇଲେ।

Numbers 11:6
ମାତ୍ର ଏବେ ଆମ୍ଭମାନେେ ଦୁର୍ବଳ ହାଇେ ଯାଉଅଛୁ, ଏଠି ଖାଇବାକୁ କିଛି ନାହିଁ, ଏହି ମାନ୍ନା ଛଡା ଆଉ ଦେଖିବାକୁ କିଛି ନାହିଁ,।

Numbers 11:7
ଆଉ ସହେି ମାନ୍ନା ଧନିଆ ବୀଜଗୁଡିକ ସଦୃଶ ହବେ।

Numbers 11:9
ରାତ୍ରି ରେ ଛାଉଣୀ ଉପରେ କାକର ପଡିଲା ବେଳେ ତା ସହିତ ମାନ୍ନା ଝଡିଲା।

Deuteronomy 8:3
ମନକ୍ସ୍ଟଷ୍ଯ ଯେ କବଳେ ରୋଟୀ ରେ ବଞ୍ଚେ ନାହିଁ, ମାତ୍ର ସଦାପ୍ରଭୁଙ୍କ ମକ୍ସ୍ଟଖରକ୍ସ୍ଟ ଯାହା ନିର୍ଗତ ହକ୍ସ୍ଟଏ, ତହିଁରେ ବଞ୍ଚେ। ଏହା ତୁମ୍ଭମାନଙ୍କୁ ଜଣାଇବା ପାଇଁ ସେ ତୁମ୍ଭମାନଙ୍କୁ ନମ୍ର ଓ କ୍ଷକ୍ସ୍ଟଧିତ କରି ଅଛନ୍ତି, ସେ ତୁମ୍ଭକୁ ଓ ତକ୍ସ୍ଟମ୍ଭ ପୂର୍ବପୁରୁଷଗଣଙ୍କକ୍ସ୍ଟ ଅଜ୍ଞାତ ମାନ୍ନା ଦଇେ ପ୍ରତିପାଳନ କରିଅଛନ୍ତି।

Deuteronomy 8:16
ସେ ତକ୍ସ୍ଟମ୍ଭ ପୁର୍ବପୁରୁଷମାନଙ୍କ ମାନ୍ନାଦ୍ବାରା ଅଜ୍ଞାତ ପ୍ରାନ୍ତର ରେ ତୁମ୍ଭକୁ ପ୍ରତିପାଳନ କଲେ। ଏହିପରି ଭାବେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବରଙ୍କୁ ତୁମ୍ଭେ ସ୍ମରଣ କର।

Occurences : 14

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்