Base Word
אֲבִיעֶזֶר
Short DefinitionAbiezer, the name of two Israelites
Long Definitiona Manassite, called "son" of Gilead, also son of Gilead's sister
Derivationfrom H0001 and H5829; father of help (i.e., helpful)
International Phonetic Alphabetʔə̆.bɪi̯.ʕɛˈd͡zɛr
IPA modʔə̆.viː.ʕɛˈzɛʁ
Syllableʾăbîʿezer
Dictionuh-bee-eh-DZER
Diction Moduh-vee-eh-ZER
UsageAbiezer
Part of speechn-pr-m

Joshua 17:2
ଏହି ଭୂମି ମଧ୍ଯ ମନଃଶିର ଅନ୍ୟ ବଂଶଧରମାନେ ପାଇଲେ। ସେ ବଂଶଧରମାନେ ଥିଲେ, ଅବୀଯଷେର ସନ୍ତାନଗଣ, ହେଲକ ସନ୍ତାନଗଣ, ଅସ୍ତ୍ରୀଯଲେ ସନ୍ତାନଗଣ, ଶେଖମ ସନ୍ତାନଗଣ, ହଫରେ ସନ୍ତାନଗଣ ଓ ଶମୀଦା ସନ୍ତାନଗଣମାନେ ବାଣ୍ଟି ନେଲେ। ଏମାନେ ସମାନଙ୍କେର ନିଜ ନିଜ ବଂଶାନକ୍ସ୍ଟସା ରେ ଯୋଷଫେର ପକ୍ସ୍ଟତ୍ର ମନଃଶିର ପକ୍ସ୍ଟତ୍ର ସନ୍ତାନମାନେ ଥିଲେ।

Judges 6:34
ଯେ ହତେକ୍ସ୍ଟ ସଦାପ୍ରଭୁଙ୍କର ଆତ୍ମା ଗିଦ୍ଦିୟୋନ ଉପରେ ଅବତରଣ ହେଲା। ସେ ତୂରୀ ବଜାଇଲା, ଅବୀଯେଷ୍ରୀଯର ଲୋକମାନେ ନିବିଡ ଭାବରେ ତାକକ୍ସ୍ଟ ଅନକ୍ସ୍ଟସରଣ କଲେ।

Judges 8:2
କିନ୍ତୁ ଗିଦ୍ଦିୟୋନ ସମାନଙ୍କେୁ କହିଲେ, ତକ୍ସ୍ଟମ୍ଭ ତକ୍ସ୍ଟଳନା ରେ ମୁ କଣ ପାଇଛି? ଏହା ସତ୍ଯ ନକ୍ସ୍ଟ ହେଁ କି, ତୁମ୍ଭେ ମାରେ ପରିବାର ଅବୀଯସରେ ଯେତେ ଦ୍ରାକ୍ଷାଫଳ ସଂଗ୍ରହ କଲେ ତାଠାରକ୍ସ୍ଟ ଅଧିକ ଦ୍ରାକ୍ଷା ତୁମ୍ଭମାନେେ ଜମି ରେ ଛାଡିଛ?

2 Samuel 23:27
ଅନାଥୋତୀଯ ଅବୀଯଷେର, ହୂଶାତୀଯ ମବକ୍ସ୍ଟନ୍ନଯ,

1 Chronicles 7:18
ମାଖୀରଙ୍କ ଭଉଣୀ ହମ୍ମୋଲକେତ୍ ଈଶହୋଦ୍, ଅବୀଯଷେର ଓ ମହଲାଙ୍କୁ ଜନ୍ମ ଦେଲେ।

1 Chronicles 11:28
ତକୋୟିୟ, ଇକ୍କୋଶର ପୁତ୍ର ଇରା, ଅନାେଥାତୀଯ ଅବୀୟେଷର ;

1 Chronicles 27:12
ଅବୀଯଷେର ନମମ ସନୋଧ୍ଯକ୍ଷ ଥିଲେ। ଅବୀଯଷେର ନବମ ମାସର ସନୋଧ୍ଯକ୍ଷ ଥିଲେ। ଅବୀଯଷେର୍ ଅନାଥୋଥ୍ ସହରରୁ ଆସିଥିଲେ। ଅବୀଯଷେର ବିନ୍ଯାମୀନ ଗୋଷ୍ଠୀରୁ ଆସିଥିଲେ ଅବୀଯଷେରଙ୍କ ଦଳ ରେ 24,000 ଲୋକ ଥିଲେ।

Occurences : 7

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்