Base Word
מֵיתָר
Short Definitiona cord (of a tent); or the string (of a bow)
Long Definitioncord, string
Derivationfrom H3498; (compare H3499)
International Phonetic Alphabetmei̯ˈt̪ɔːr
IPA modmei̯ˈtɑːʁ
Syllablemêtār
Dictionmay-TAWR
Diction Modmay-TAHR
Usagecord, string
Part of speechn-m

Exodus 35:18
ତମ୍ବୁର ମେଖ, ପ୍ରାଙ୍ଗଣର ଖିଲ ଓ ଉଭୟର ରଜ୍ଜୁ।

Exodus 39:40
ପ୍ରାଙ୍ଗଣର ପରଦା, ତହିଁର ସ୍ତମ୍ଭ ଓ ଆଧାର ଓ ପ୍ରାଙ୍ଗଣ ଦ୍ବାରର ପରଦା ତହିଁର ରଜ୍ଜୁ ଓ ଖିଲ ଓ ସମାଗମ ତମ୍ବୁ ନିମନ୍ତେ ବ୍ଯବହୃତ ହେଉଥିବା ସମସ୍ତ ଆସବାବ ପତ୍ର।

Numbers 3:26
ସମାନେେ ପବିତ୍ର ତମ୍ବୁର ପ୍ରାଙ୍ଗଣ ରେ ଓ ବଦେୀ ରେ ଥିବା ପରଦାର, ପ୍ରାଙ୍ଗଣର ପ୍ରବେଶ ଫାଟକର ଏବଂ ସମସ୍ତ ରଜ୍ଜୁର ଯତ୍ନ ନେଲେ।

Numbers 3:37
ସମାନେେ ମଧ୍ଯ ସ୍ତମ୍ଭ, ଭିତ୍ତିମୂଳ, ଖିଲ ଏବଂ ରଜ୍ଜୁ ଯାହା ପ୍ରାଙ୍ଗଣ ରେ ବ୍ଯବହାର ହୁଏ ଏହି ସମସ୍ତର ଦାଯିତ୍ବ ନବେେ।

Numbers 4:26
ଆଉ ପ୍ରାଙ୍ଗଣର ପରଦା ଯାହା ପବିତ୍ର ତମ୍ବୁକୁ ଆଚ୍ଛାଦନ କରେ ଏବଂ ୟଜ୍ଞବଦେୀ, ପ୍ରବେଶ ଫାଟକର ପରଦା ତହିଁର ରଜ୍ଜୁ ଓ ତହିଁର ସବୋର୍ଥକ ସମସ୍ତ ଦ୍ରବ୍ଯ ବହନ କରିବେ ଓ ସହେି ସବୁ ରେ ଯେଉଁ କାର୍ୟ୍ଯ କରିବାକୁ ହୁଏ ତାହାସବୁ କରିବା ଉଚିତ୍।

Numbers 4:32
ସମାନେେ ପ୍ରାଙ୍ଗଣର ବାଡର ଖମ୍ବକୁ, ସଗେୁଡିକର ଭିତ୍ତିକୁ, ସଗେୁଡିକର ଖିଲକୁ, ସଗେୁଡିକର ରଜ୍ଜକୁ, ତାହା ସହିତ ସଂୟୁକ୍ତ ସମସ୍ତ ବସ୍ତୁକୁ ବହନ କରିବା ଉଚିତ୍। ତୁମ୍ଭେ ପ୍ରେତ୍ୟକକ ବ୍ଯକ୍ତିକୁ ନିର୍ଦ୍ଧିଷ୍ଟ କାର୍ୟ୍ଯଭାର ବହନ କରିବାକୁ ଦବୋ ଉଚିତ୍।

Psalm 21:12
ହେ ସଦାପ୍ରଭୁ, ତୁମ୍ଭେ ସହେି ଲୋକମାନଙ୍କୁ ତୁମ୍ଭର ଦାସ କରିଛ। ସମାନଙ୍କେୁ ତୁମ୍ଭେ ରଶିରେ ବାନ୍ଧି ପକାଇଛ। ତୁମ୍ଭେ ରଶିରେ ସମାନଙ୍କେର ବକେକୁ ଫାଶ କରି ବସାଇ ଦଇେଛ। ତୁମ୍ଭେ ସମାନଙ୍କେୁ ଦାସ କରି ରଖିବାକୁ ବାଧ୍ଯ କରିଛ।

Isaiah 54:2
ତୁମ୍ଭେ ନିଜ ତମ୍ବୁର ବସତି ବଢ଼ାଅ ଓ ସମାନେେ ତୁମ୍ଭର ବାସ ସ୍ଥାନର ୟବନିକା ସବୁ ବିସ୍ତାର କରନ୍ତୁ। ବ୍ଯଯର ଆଶଙ୍କା କର ନାହିଁ। ତୁମ୍ଭର ଦଉଡ଼ି ସବୁ ଲମ୍ବାଇ ଦିଅ ଓ କିଳାଗୁଡ଼ିକୁ ସୁଦୃଢ଼ କର।

Jeremiah 10:20
ମାରେ ତମ୍ବୁ ଧ୍ବଂସ ପାଇୟାଇଛି। ମାରେତମ୍ବୁର ସମସ୍ତ ରଜ୍ଜୁ ଛିଣ୍ଡି ୟାଇଅଛି। ମାରେ ପିଲାମାନେ ମାେ ପାଖରୁ ଚାଲି ୟାଇଅଛନ୍ତି। ମାେ ପାଖ ରେ ଆଉ କହେି ନାହାଁନ୍ତି। ମାରେତମ୍ବୁକୁ ପ୍ରସାରିବାକୁ ଓ ମାରେତମ୍ବୁର ବାଡ଼ ଲଗାଇବାକୁ କହେି ନାହାଁନ୍ତି।

Occurences : 9

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்