Base Word
מִיכָאֵל
Short DefinitionMikael, the name of an archangel and of nine Israelites
Long Definitionone of, the chief, or the first archangel who is described as the one who stands in time of conflict for the children of Israel
Derivationfrom H4310 and (the prefix derivative from) H3588 and H0410; who (is) like God?
International Phonetic Alphabetmɪi̯.kɔːˈʔel
IPA modmiː.χɑːˈʔel
Syllablemîkāʾēl
Dictionmee-kaw-ALE
Diction Modmee-ha-ALE
UsageMichael
Part of speechn-pr-m

Numbers 13:13
ଆଶରେ ଗୋଷ୍ଠୀବର୍ଗ ମଧ୍ଯରୁ ମୀଖାଯଲରେ ପୁତ୍ର ସଥୁର।

1 Chronicles 5:13
ସମାନଙ୍କେ ପିତ୍ରାଳଯ ରେ ସାତଜଣ ଭ୍ରାତା ଏହିପରି ଥିଲେ ମୀଖାଯଲେ, ଶୁଲ୍ଲ, ଶବୋ, ୟୋରଯ, ୟାକନ୍, ସୀଯ ଓ ଏବର୍।

1 Chronicles 5:14
ଏହି ବ୍ଯକ୍ତିମାନେ ଅବୀହଯିଲର ବଂଶଧର ଥିଲେ। ଅବୀ ହଯେିଲ ହୁରିଙ୍କର ପୁତ୍ର ଥିଲେ। ହୁରି ୟାରୋହଙ୍କ ପୁତ୍ର, ୟାରହୋ ଗିଲିଯଦଙ୍କ ପୁତ୍ର। ଗିଲିଯଦ୍ ମୀଖାଯଲଙ୍କେ ପୁତ୍ର, ମୀଖାଯେଲ୍ ୟିହିଶଯଙ୍କ ପୁତ୍ର, ୟିହିଶଯ ୟହଦୋଙ୍କ ପୁତ୍ର, ୟହଦୋ ବୂଷ୍ଙ୍କ ପୁତ୍ର ଥିଲେ।

1 Chronicles 6:40
ଶିମିଯ ମୀଖାଯଲଙ୍କେ ପୁତ୍ର ଥିଲେ। ମୀଖାଯଲେ ବା ସଯଙ୍କେ ପୁତ୍ର ଥିଲେ। ବା ସଯେ ମଲ୍କିଯରଙ୍କ ପୁତ୍ର ଥିଲେ।

1 Chronicles 7:3
ଉଷିଙ୍କର ପୁତ୍ର ଥିଲେ ୟିଷ୍ରାହିଯ। ୟିଷ୍ରାହିଯଙ୍କର ପୁତ୍ରମାନେ ଥିଲେ, ମୀଖାଯଲେ, ଓବଦିଯ, ଯାୟେଲ ଓ ୟିଶିଯ। ଏହି ପାଞ୍ଚଜଣ ୟାଜ ସମାନଙ୍କେ ପରିବାରର ମୁଖ୍ଯ ଥିଲେ।

1 Chronicles 8:16
ମୀଖାଯଲେ, ୟିଶ୍ପା ଓ ୟୋହ, ବରୀଯଙ୍କ ପୁତ୍ରଗଣ ଥିଲେ।

1 Chronicles 12:20
ଦାଉଦ ସିକ୍ଲଗ ସହରକୁ ୟିବା ବେଳେ ମନଃଶିର ଏହି ଲୋକମାନେ ତାଙ୍କ ସହିତ ୟୋଗ ଦଇେଥିଲେ ; ଅଦ୍ନହ, ୟୋଷାବଦ୍, ୟିଦୀଯଲେ, ମୀଖାଯଲେ, ୟୋଷାବଦ୍, ଇଲିହୂ, ଓ ସିଲ୍ଲଥଯ। ଯେଉଁମାନେ ମନଃଶିର 1,000 ଜଣ ସୈନ୍ଯଙ୍କର ମୁଖ୍ଯ ଥିଲେ।

1 Chronicles 27:18
ଯିହୁଦା : ଇଲୀହୂ (ଇଲୀହୂ, ଦାଉଦଙ୍କର ଭ୍ରାତାମାନଙ୍କ ମଧ୍ଯରୁ ଜଣେ ଥିଲେ।)

2 Chronicles 21:2
ଯିହାରୋମ୍ ଯିହାଶାଫେଟ୍ଙ୍କ ପୁତ୍ର ଥିଲେ।' ଯିହାରୋମ୍ଙ୍କ ଭ୍ରାତାମାନେ ଥିଲେ ଅସରିଯ, ୟିହୀଯେଲ୍, ଜିଖରିଯ, ଅସରିଯାହ, ମୀଖାଯଲେ, ଶଫ୍ଟିଯ। ଏହି ବ୍ଯକ୍ତିମାନେ ଯିହାଶାଫେଟ୍ଙ୍କର ପୁତ୍ରଗଣ ଥିଲେ। ଯିହାଶାଫେଟ୍ ଯିହୁଦାର ରାଜା ଥିଲେ।

Ezra 8:8
ଶଫଟିଯର ବଂଶଧରମାନଙ୍କ ମଧ୍ଯରୁ ମୀଖାଯଲରେ ପୁତ୍ର ସବଦିଯ ଓ ତାହା ସଙ୍ଗେ 80 ପୁରୁଷ।

Occurences : 13

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்