Base Word | |
מִיכָאֵל | |
Short Definition | Mikael, the name of an archangel and of nine Israelites |
Long Definition | one of, the chief, or the first archangel who is described as the one who stands in time of conflict for the children of Israel |
Derivation | from H4310 and (the prefix derivative from) H3588 and H0410; who (is) like God? |
International Phonetic Alphabet | mɪi̯.kɔːˈʔel |
IPA mod | miː.χɑːˈʔel |
Syllable | mîkāʾēl |
Diction | mee-kaw-ALE |
Diction Mod | mee-ha-ALE |
Usage | Michael |
Part of speech | n-pr-m |
Numbers 13:13
ଆଶରେ ଗୋଷ୍ଠୀବର୍ଗ ମଧ୍ଯରୁ ମୀଖାଯଲରେ ପୁତ୍ର ସଥୁର।
1 Chronicles 5:13
ସମାନଙ୍କେ ପିତ୍ରାଳଯ ରେ ସାତଜଣ ଭ୍ରାତା ଏହିପରି ଥିଲେ ମୀଖାଯଲେ, ଶୁଲ୍ଲ, ଶବୋ, ୟୋରଯ, ୟାକନ୍, ସୀଯ ଓ ଏବର୍।
1 Chronicles 5:14
ଏହି ବ୍ଯକ୍ତିମାନେ ଅବୀହଯିଲର ବଂଶଧର ଥିଲେ। ଅବୀ ହଯେିଲ ହୁରିଙ୍କର ପୁତ୍ର ଥିଲେ। ହୁରି ୟାରୋହଙ୍କ ପୁତ୍ର, ୟାରହୋ ଗିଲିଯଦଙ୍କ ପୁତ୍ର। ଗିଲିଯଦ୍ ମୀଖାଯଲଙ୍କେ ପୁତ୍ର, ମୀଖାଯେଲ୍ ୟିହିଶଯଙ୍କ ପୁତ୍ର, ୟିହିଶଯ ୟହଦୋଙ୍କ ପୁତ୍ର, ୟହଦୋ ବୂଷ୍ଙ୍କ ପୁତ୍ର ଥିଲେ।
1 Chronicles 6:40
ଶିମିଯ ମୀଖାଯଲଙ୍କେ ପୁତ୍ର ଥିଲେ। ମୀଖାଯଲେ ବା ସଯଙ୍କେ ପୁତ୍ର ଥିଲେ। ବା ସଯେ ମଲ୍କିଯରଙ୍କ ପୁତ୍ର ଥିଲେ।
1 Chronicles 7:3
ଉଷିଙ୍କର ପୁତ୍ର ଥିଲେ ୟିଷ୍ରାହିଯ। ୟିଷ୍ରାହିଯଙ୍କର ପୁତ୍ରମାନେ ଥିଲେ, ମୀଖାଯଲେ, ଓବଦିଯ, ଯାୟେଲ ଓ ୟିଶିଯ। ଏହି ପାଞ୍ଚଜଣ ୟାଜ ସମାନଙ୍କେ ପରିବାରର ମୁଖ୍ଯ ଥିଲେ।
1 Chronicles 8:16
ମୀଖାଯଲେ, ୟିଶ୍ପା ଓ ୟୋହ, ବରୀଯଙ୍କ ପୁତ୍ରଗଣ ଥିଲେ।
1 Chronicles 12:20
ଦାଉଦ ସିକ୍ଲଗ ସହରକୁ ୟିବା ବେଳେ ମନଃଶିର ଏହି ଲୋକମାନେ ତାଙ୍କ ସହିତ ୟୋଗ ଦଇେଥିଲେ ; ଅଦ୍ନହ, ୟୋଷାବଦ୍, ୟିଦୀଯଲେ, ମୀଖାଯଲେ, ୟୋଷାବଦ୍, ଇଲିହୂ, ଓ ସିଲ୍ଲଥଯ। ଯେଉଁମାନେ ମନଃଶିର 1,000 ଜଣ ସୈନ୍ଯଙ୍କର ମୁଖ୍ଯ ଥିଲେ।
1 Chronicles 27:18
ଯିହୁଦା : ଇଲୀହୂ (ଇଲୀହୂ, ଦାଉଦଙ୍କର ଭ୍ରାତାମାନଙ୍କ ମଧ୍ଯରୁ ଜଣେ ଥିଲେ।)
2 Chronicles 21:2
ଯିହାରୋମ୍ ଯିହାଶାଫେଟ୍ଙ୍କ ପୁତ୍ର ଥିଲେ।' ଯିହାରୋମ୍ଙ୍କ ଭ୍ରାତାମାନେ ଥିଲେ ଅସରିଯ, ୟିହୀଯେଲ୍, ଜିଖରିଯ, ଅସରିଯାହ, ମୀଖାଯଲେ, ଶଫ୍ଟିଯ। ଏହି ବ୍ଯକ୍ତିମାନେ ଯିହାଶାଫେଟ୍ଙ୍କର ପୁତ୍ରଗଣ ଥିଲେ। ଯିହାଶାଫେଟ୍ ଯିହୁଦାର ରାଜା ଥିଲେ।
Ezra 8:8
ଶଫଟିଯର ବଂଶଧରମାନଙ୍କ ମଧ୍ଯରୁ ମୀଖାଯଲରେ ପୁତ୍ର ସବଦିଯ ଓ ତାହା ସଙ୍ଗେ 80 ପୁରୁଷ।
Occurences : 13
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்