Base Word
מְחִתָּה
Short Definitionproperly, a dissolution; concretely, a ruin, or (abstractly) consternation
Long Definitiondestruction, ruin, terror, a breaking
Derivationfrom H2846
International Phonetic Alphabetmɛ̆.ħɪt̪̚ˈt̪ɔː
IPA modmɛ̆.χiˈtɑː
Syllablemĕḥittâ
Dictionmeh-hit-TAW
Diction Modmeh-hee-TA
Usagedestruction, dismaying, ruin, terror
Part of speechn-f

Psalm 89:40
ତୁମ୍ଭେ ତା'ର ସମସ୍ତ ପ୍ରାଚୀର ଭାଙ୍ଗିଅଛ। ତୁମ୍ଭେ ତା'ର ଦୃଢ଼ ଗଡ଼ସବୁ ଧ୍ବଂସ କରିଅଛ।

Proverbs 10:14
ଜ୍ଞାନୀମାନେ ଜ୍ଞାନ ସଞ୍ଚଯ କରନ୍ତି। କିନ୍ତୁ ନିର୍ବୋଧର ମୁଖ ବିନାଶକୁ ନିମନ୍ତ୍ରଣ କରେ।

Proverbs 10:15
ଧନୀ ଲୋକର ଧନ ତା'ର ଦୃଢ଼ ନଗର ସଦୃଶ। କିନ୍ତୁ ଦରିଦ୍ର ଲୋକମାନଙ୍କର ଦରିଦ୍ରତା ସମାନଙ୍କେର ବିନାଶ ଆଣେ।

Proverbs 10:29
ସଦାପ୍ରଭୁ ଧାର୍ମିକ ଲୋକମାନଙ୍କୁ ସୁରକ୍ଷା କରନ୍ତି, ମାତ୍ର କୁକର୍ମକାରୀମାନଙ୍କୁ ସେ ବିନାଶ କରନ୍ତି।

Proverbs 13:3
ଯେଉଁ ଲୋକ ଆପଣା ମୁଖର କଥାକୁ ଜଗେ ସେ ତା'ର ଜୀବନ ରକ୍ଷା କରେ। ଯେ ଚିନ୍ତା ନ କରି କ ହେ ସେ ବିନାଶ ପ୍ରାପ୍ତ ହୁଏ।

Proverbs 14:28
ଅଧିକ ଜନସଂଖ୍ଯା ରାଜାଙ୍କର ଗୌରବ ଅଟେ। ପ୍ରଜାମାନଙ୍କର ଅଭାବ ରାଜାଙ୍କର ବିନାଶ ଆଣେ।

Proverbs 18:7
ମୂର୍ଖର କଥା ତା'ର ବିନାଶର କାରଣ। ପୁଣି ତା'ର ବାକ୍ଯ ପ୍ରାଣର ଫାନ୍ଦ ସ୍ବରୂପ।

Proverbs 21:15
ନ୍ଯାଯ ଆଚରଣ ଧାର୍ମିକ ପ୍ରତି ଆନନ୍ଦର ବିଷଯ। ମାତ୍ର ତାହା କୁକର୍ମକାରୀମାନଙ୍କ ପ୍ରତି ବିନାଶଜନକ।

Isaiah 54:14
ତୁମ୍ଭେ ଧାର୍ମିକତା ରେ ସ୍ଥିରୀକୃତ ହବେ ; ତୁମ୍ଭେ ଅତ୍ଯାଚାରରୁ ଦୂ ରଇେ ରହିବ ; କାରଣ ତୁମ୍ଭେ ଭୟଭୀତ ହବେ ନାହିଁ, ପୁଣି ଭୟଠାରୁ ଦୂ ରଇେ ରହିବ, କାରଣ ତାହା ତୁମ୍ଭ ନିକଟକୁ ଆସିବ ନାହିଁ।

Jeremiah 17:17
ହେ ସଦାପ୍ରଭୁ, ମାେତେ ବିନାଶ କର ନାହିଁ, ବିପଦ ଦିନ ରେ ତୁମ୍ଭେ ମାରେ ଆଶ୍ରଯ ଅଟ।

Occurences : 11

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்