Base Word
מַחְצֵב
Short Definitionproperly, a hewing; concretely, a quarry
Long Definitionhewing, hewn
Derivationfrom H2672
International Phonetic Alphabetmɑħˈt͡sˤeb
IPA modmɑχˈt͡sev
Syllablemaḥṣēb
Dictionma-TSABE
Diction Modmahk-TSAVE
Usagehewed, hewn
Part of speechn-m

2 Kings 12:12
ସମାନେେ ମଧ୍ଯ ପ୍ରସ୍ତର କାରିଗର, ପ୍ରସ୍ତରକଟାଳିମାନଙ୍କୁ ଦେଲେ ଓ ମନ୍ଦିରର ପୁନଃନିର୍ମାଣି ନିମନ୍ତେ ଆବଶ୍ଯକୀଯ ସଦାପ୍ରଭୁଙ୍କ ମନ୍ଦିର ମରାମତି ପାଇଁ କାଠ, ଖୋଦିତ ପ୍ରସ୍ତର ଓ ଅନ୍ଯାନ୍ଯ ଦ୍ରବ୍ଯ କିଣିବା ରେ ସହେି ମୁଦ୍ରାକୁ ବ୍ଯବହାର କଲେ।

2 Kings 22:6
ସହେି ମୁଦ୍ରାକୁ ବଢଇେ, ରାଜମିସ୍ତ୍ରି ଓ ପ୍ରସ୍ତର ଖାଦେନକାରୀଙ୍କୁ ଦବୋ ରେ ବ୍ଯବହାର କରନ୍ତୁ। ପୁଣି ମନ୍ଦିର ପୁନଃନିର୍ମାଣ ରେ ବ୍ଯବହୃତ କାଠ ଓ ଖାଦେିତ ପଥର କିଣିବା ରେ ସହେି ମୁଦ୍ରାକୁ ବିନିୟୋଗ କରନ୍ତୁ।

2 Chronicles 34:11
କଟା ହାଇେଥିବା ବିରାଟକାଯ ପ୍ରସ୍ତର ଓ କାଠ କଣିକା ନିମନ୍ତେ ସମାନେେ ବଢ଼ଇେ ଓ ଗୃହ ନିର୍ମାଣକାରୀମାନଙ୍କୁ ଟଙ୍କା ଦେଲେ। ଗୃହର ପୁନଃନିର୍ମାଣ ଓ ଗୃହର କଡ଼ି ନିର୍ମାଣ କରିବା ନିମନ୍ତେ ଏହି କାଠ ବ୍ଯବହୃତ ହେଲା। ଅତୀତ ରେ ଯିହୁଦାର ରାଜାମାନେ ମନ୍ଦିରର ଅଟ୍ଟାଳିକା ଯତ୍ନ ନଇେ ନ ଥିଲେ। ସହେି ଅଟ୍ଟାଳିକାଗୁଡ଼ିକ ପୁରାତନ ଓ ଭଗ୍ନପ୍ରାଯ ହାଇୟୋଇ ଥିଲା।

Occurences : 3

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்