Base Word
אֵלָה
Short DefinitionElah, the name of an Edomite, of four Israelites, and also of a place in Palestine
Long Definitionan Edomite chief
Derivationthe same as H0424
International Phonetic Alphabetʔeˈlɔː
IPA modʔeˈlɑː
Syllableʾēlâ
Dictionay-LAW
Diction Moday-LA
UsageElah
Part of speechn-pr

Genesis 36:41
ମୂଖ୍ଯ ୟିଥେତ୍, ମୂଖ୍ଯ ଅହଲୀବାମା, ମୂଖ୍ଯ ଏଲା,

1 Samuel 17:2
ଶାଉଲ ଅଧିନ ରେ ଓ ଇଶ୍ରାୟେଲୀୟ ଲୋକମାନେ ଏଲା ତଳଭୂମିରେ ଏକତ୍ରୀତ ହାଇେ ଛାଉଣୀ ସ୍ଥାପନ କଲେ। ସମାନେେ ପଲେଷ୍ଟୀୟମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବାକୁ ସୈନ୍ଯ ସଜାଇଲେ।

1 Samuel 17:19
ତୁମ୍ଭର ଭାଇମାନେ ଶାଉଲଙ୍କ ସାଥି ରେ ଇଶ୍ରାୟେଲୀୟ ସୈନ୍ଯମାନଙ୍କ ସହିତ ଏଲା ତଳ ଭୂମିରେ ଥାଇ ପଲେଷ୍ଟୀୟମାନଙ୍କ ସହିତ ୟକ୍ସ୍ଟଦ୍ଧ କରୁଥିଲେ।

1 Samuel 21:9
ଦାଉଦ ଅହୀମଲକେକକ୍ସ୍ଟ କହିଲେ, ଏଠା ରେ ତକ୍ସ୍ଟମ୍ଭ ହାତ ରେ ଖଣ୍ତା କିମ୍ବା ବର୍ଚ୍ଛା ନାହିଁତ? ମୁ ଆପଣା ଖଡ୍ଗ ବା ଅସ୍ତ୍ରଶସ୍ତ୍ର ସାଥି ରେ ଆଣି ନାହିଁ। ଯେଣକ୍ସ୍ଟ ରାଜାଙ୍କ ଅଭିୟାନ ଶିଘ୍ର କରିବାକୁ ପଡିବ।

1 Kings 16:6
ବାଶା ମୃତ୍ଯୁବରଣ କଲେ ଓ ନିଜ ପିତୃଗଣଙ୍କ କବର ତିର୍ସା ରେ କବର ପାଇଲେ। ତାଙ୍କ ପଦ ରେ ତାଙ୍କର ପୁତ୍ର ଏଲା ରାଜା ହେଲେ।

1 Kings 16:8
ଯିହୁଦା ରେ ଆସାର ଛବିଶ୍ ବର୍ଷ ରାଜତ୍ବ କାଳ ରେ ବାଶାର ପୁତ୍ର ଏଲା ତିର୍ସା ରେ ଇଶ୍ରାୟେଲ ଉପରେ ଦୁଇବର୍ଷ ରାଜତ୍ବ କଲେ।

1 Kings 16:13
ଏହାର କାରଣ ହେଲା, ବାଶା ଓ ତାଙ୍କର ପୁତ୍ର ଏଲା ପାପ କର୍ମ ରେ ଲିପ୍ତ ରହିଲେ ଓ ଇଶ୍ରାୟେଲ ଲୋକଙ୍କୁ ପାପ କରାଇଲେ। ସମାନଙ୍କେର ବହୁତ ମୂର୍ତ୍ତୀ ଦ୍ବାରା ସଦାପ୍ରଭୁଙ୍କୁ ବିରକ୍ତ କରାଇଲେ।

1 Kings 16:14
ଏଲାଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ କାର୍ୟ୍ଯ ଇଶ୍ରାୟେଲ ରାଜବଂଶ ଇତିହାସ ପୁସ୍ତକରେ ଲିଖିତ ହାଇେଛି।

2 Kings 15:30
ଏହାପରେ ଏଲାଙ୍କର ପୁତ୍ର ହାେେଶୟ ରମଲିଯଙ୍କର ପୁତ୍ର ପକହଙ୍କେର ବିରୁଦ୍ଧ ରେ ଚକ୍ରାନ୍ତ କଲେ ଓ ସେ ତାଙ୍କୁ ଆଘାତ କରି ବଧ କଲେ। ପୁଣି ଯିହୁଦା ଉପରେ ଉଷିୟଙ୍କର ପୁତ୍ର ଯୋଥମଙ୍କର ରାଜତ୍ବର କୋଡିଏ ବର୍ଷ ରେ ତାଙ୍କର ପଦ ରେ ରାଜ୍ଯ କଲେ।

2 Kings 17:1
ଯିହୁଦା ରେ ଆହାସ୍ଙ୍କ ରାଜତ୍ବର ଦ୍ବାଦଶ ବର୍ଷ ରେ ଏଲାଙ୍କର ପୁତ୍ର ହାେେଶୟ ଶମରିଯା ରେ ଇଶ୍ରାୟେଲ ଉପରେ ରାଜ୍ଯ ଶାସନ କରିବା ଆରମ୍ଭ କଲେ ଓ ସେ ନଅବର୍ଷ ରାଜତ୍ବ କଲେ।

Occurences : 16

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்