Base Word
מַחֲלֶה
Short Definitionsickness
Long Definitiondisease, sickness
Derivationor (feminine) מַחֲלָה; from H2470
International Phonetic Alphabetmɑ.ħə̆ˈlɛ
IPA modmɑ.χə̆ˈlɛ
Syllablemaḥăle
Dictionma-huh-LEH
Diction Modma-huh-LEH
Usagedisease, infirmity, sickness
Part of speechn-m
Base Word
מַחֲלֶה
Short Definitionsickness
Long Definitiondisease, sickness
Derivationor (feminine) מַחֲלָה; from H2470
International Phonetic Alphabetmɑ.ħə̆ˈlɛ
IPA modmɑ.χə̆ˈlɛ
Syllablemaḥăle
Dictionma-huh-LEH
Diction Modma-huh-LEH
Usagedisease, infirmity, sickness
Part of speechn-f

Exodus 15:26
ତା'ପରେ ସେ କହିଲେ, ତୁମ୍ଭେ ଯବେେ ସଦାପ୍ରଭୁ ଆପଣା ପରମେଶ୍ବରଙ୍କ ବାକ୍ଯ ରେ ମନୋୟୋଗ କର ଏବଂ ତାଙ୍କ ଦୃଷ୍ଟି ରେ ଯାହା ଉଚିତ୍ ତାହା କର, ତାଙ୍କର ଆଜ୍ଞା ପାଳନ କର ଏବଂ ତାଙ୍କର ବ୍ଯବସ୍ଥାସବୁ ପାଳନ କର, ତବେେ ମିଶରୀଯମାନେ ଯେଉଁ ସବୁ ରୋଗ ରେ ପିଡୀତ ହେଲେ, ତୁମ୍ଭମାନେେ ସହେି ରୋଗ ରେ ପିଡୀତ ହବେ ନାହିଁ। କାରଣ ମୁଁ ସଦାପ୍ରଭୁ ତୁମ୍ଭର ଆରୋଗ୍ୟକାରୀ।

Exodus 23:25
ତୁମ୍ଭେ ସର୍ବଦା ସଦାପ୍ରଭୁ ତୁମ୍ଭର ପରମେଶ୍ବରଙ୍କର ସବୋ କରିବ। ତହିଁରେ ସେ ତୁମ୍ଭମାନଙ୍କୁ ଅନ୍ନଜଳ ରେ ଆଶୀର୍ବାଦ କରିବେ। ଆମ୍ଭେ ତୁମ୍ଭମାନଙ୍କ ମଧ୍ଯରୁ ରୋଗ ଦୂର କରିବା।

1 Kings 8:37
ଯବେେ ଦେଶ ରେ ଦୁର୍ଭିକ୍ଷ ହୁଏ, ଯବେେ ମହାମାରୀ ହୁଏ, ଶସ୍ଯ ସବୁ ନଷ୍ଟ ହୁଏ, ପଙ୍ଗପାଳ ଓ କୀଟ ଦ୍ବାରା ନଷ୍ଟ ହୁଏ, ଶତୃମାନଙ୍କଦ୍ବାରା ନଗର ସମୂହ ଆକ୍ରମିତ ହାଇେ ଅବରୁଦ୍ଧ ହୁଏ ଓ ଯବେେ ତୁମ୍ଭର ଲୋକେ ରୋଗାକ୍ରାନ୍ତ ହୁଅନ୍ତି।

2 Chronicles 6:28
ଦେଶ ରେ ହୁଏତ ଦୁର୍ଭିକ୍ଷ ପଡ଼ିପା ରେ, କିଅବା ଭୟଙ୍କର ରୋଗ ସବୁ ହାଇପୋ ରେ, ଅବା ଶସ୍ଯସବୁ ରୋଗଗ୍ରସ୍ତ ହାଇପୋ ରେ, ଅଥବା ଫିମ୍ପି, କିଅବା ପଙ୍ଗପାଳ, ନତୁବା ଝିଣ୍ଟିକା କିଅବା ଶତ୍ରୁମାନେ ଯଦି ଇଶ୍ରାୟେଲର ଲୋକମାନଙ୍କୁ ସମାନଙ୍କେ ନଗର ମଧିଅରେ ଆକ୍ରମଣ କରନ୍ତି, କିଅବା ଯଦି ଇଶ୍ରାୟେଲ ରେ କୌଣସି ପ୍ରକାରର ରୋଗ ଦଖାୟୋଏ,

2 Chronicles 21:15
ତୁମ୍ଭର ଅନ୍ତ ରେ ଏକ ଭୟଙ୍କର ରୋଗ ହବେ। ତାହା ଦିନକୁ ଦିନ ପ୍ରବଳତର ହବେ। ଶଷେ ରେ ସହେି ଭୟଙ୍କର ରୋଗ ହତେୁ ତୁମ୍ଭର ଅନ୍ତବୁଜୁଳା ବାହାରି ପଡ଼ିବ।'

Proverbs 18:14
ଯେତବେେଳେ ଜଣେ ମନୁଷ୍ଯ ଅସୁସ୍ଥ ହୁଏ ତା'ର ଆତ୍ମା ତା'ର ଅସୁସ୍ଥତାକୁ ସହିପା ରେ, କିନ୍ତୁ କହେି ହେଲେ ଗୋଟିଏ ରୋଗଗ୍ରସ୍ତ ଆତ୍ମାକୁ ସହିପା ରେ ନାହିଁ।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்