Base Word
מַהְפֶּכֶת
Short Definitiona wrench, i.e., the stocks
Long Definitionstocks
Derivationfrom H2015
International Phonetic Alphabetmɑh.pɛˈkɛt̪
IPA modmɑh.pɛˈχɛt
Syllablemahpeket
Dictionma-peh-KET
Diction Modma-peh-HET
Usageprison, stocks
Part of speechn-f

2 Chronicles 16:10
ହନାନି ଏହିପରି କଥା କହିବାରୁ ଆସା ତାଙ୍କ ଉପରେ କୋର୍ଧ କଲେ। ଆସା ଏତେ ରାଗିଗଲେ ଯେ, ସେ ହାନାନିଙ୍କୁ ବନ୍ଦୀଶାଳା ରେ ନିକ୍ଷପେ କଲେ। ସହେି ସମୟରେ ଆସା ଆଉ କେତଜେଣ ବ୍ଯକ୍ତିଙ୍କ ପ୍ରତି ମଧ୍ଯ ନିଷ୍ଠୁର ଥିଲେ।

Jeremiah 20:2
ତେଣୁ ପଶ୍ହୂର ଭବିଷ୍ଯଦବକ୍ତା ଯିରିମିୟଙ୍କୁ ପ୍ରହାର କରି, ସଦାପ୍ରଭୁଙ୍କ ଗୃହସ୍ଥିତ ବିନ୍ଯାମୀନର ଉପର ଫାଟକରେ ଥିବା ହରିକାଠ ରେ ତାକୁ ବନ୍ଦ କରି ରଖିଲା।

Jeremiah 20:3
ତହିଁ ପରଦିନ ପଶ୍ହୂର ଯିରିମିୟଙ୍କୁ ହରିକାଠରୁ ବାହାର କରିଆଣିଲା। ତା'ପ ରେ ଯିରିମିୟ ତାଙ୍କୁ କହିଲେ, ସଦାପ୍ରଭୁ ତୁମ୍ଭର ନାମ ପଶ୍ହୂର ନ ରଖି ମାଗୋର ମୀଷାବୀବ୍ (ଚତୁର୍ଦ୍ଦିଗେ ଆଶଙ୍କା) ରଖି ଅଛନ୍ତି।

Jeremiah 29:26
ତୁମ୍ଭେ ଏହି ପତ୍ର ରେ ଉଲ୍ଲେଖ କଲ ଯେ, ସଦାପ୍ରଭୁ ତୁମ୍ଭକୁ ମନ୍ଦିରର ରକ୍ଷା କରିଥିଲେ, 'ଯିହାୟୋଦାରଦା ଯାଜକ ବଦଳ ରେ ତୁମ୍ଭକୁ ସଦାପ୍ରଭୁ ଯାଜକ କରିଛନ୍ତି। ଯଦି କହେି ବାତୁଳ ହାଇେ ନିଜକୁ ଭବିଷ୍ଯଦବକ୍ତା ବୋଲି କ ହେ, ତବେେ ତୁମ୍ଭେ ତାକୁ ବଡ଼ ହରିକାଠ ରେ ଏକ ବଡ଼େି ରେ ବାନ୍ଧି ରଖିବ।

Occurences : 4

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்