Base Word
מִדְיָן
Short DefinitionMidjan, a son of Abraham; also his country and (collectively) his descendants
Long Definition(n pr m) son of Abraham by Keturah and progenitor of the tribe of Midianites or Arabians
Derivationthe same as H4079
International Phonetic Alphabetmɪd̪ˈjɔːn̪
IPA modmidˈjɑːn
Syllablemidyān
Dictionmid-YAWN
Diction Modmeed-YAHN
UsageMidian, Midianite
Part of speechn-pr-m n-pr-loc

Genesis 25:2
କଟୂରା ସିମ୍ରଣ, ୟକ୍ଷନ୍, ମଦାନ୍, ମିଦିଯନ, ୟିଶ୍ବକ୍ ଓ ଶୂହ ଏହିମାନଙ୍କୁ ଜନ୍ମ ଦଲୋ।

Genesis 25:4
ମିଦିଯନର ସନ୍ତାନ ଐଫା ଓ ଏଫର ଓ ହନୋକ ଅବୀଦ ଓ ଇଲଦାଯା ଏହି ସମସ୍ତେ କଟୂରାର ସାନ୍ତାନ।

Genesis 36:35
ଯେତବେେଳେ ହୂଶମ ମୃତ୍ଯୁବରଣ କଲେ, ସଠାେରେ ହଦଦ୍ ରାଜତ୍ଯ କଲେ। ହଦଦ୍ ଥିଲେ ବଦଦର ପୁତ୍ର ହଦଦ୍ ମାଯାେବଠା ରେ ମିଦିଯନକୁ ଜଯ କଲେ। ହଦଦ୍ର ରାଜଧାନୀ ଥିଲା ଅବୀତ୍।

Exodus 2:15
ତା'ପରେ ଫାରୋ ଜାଣିବାକୁ ପାଇଲେ ମାଶାେ ଯାହା କରିଥିଲେ। ତେଣୁ ସେ ମାଶାଙ୍କେୁ ହତ୍ଯା କରିବାକୁ ନିଷ୍ପତ୍ତି କଲେ। ତେଣୁ ଫାରୋଙ୍କ ନିକଟରୁ ମାଶାେ ଖସି ମିଦିଯନୀଯ ଦେଶକୁ ପଳାଇଲେ।

Exodus 2:16
ସଠାେରେ ଜଣେ ମିଦିଯନୀଯ ଯାଜକ ଥିଲେ, ଯାହାଙ୍କର ସାତାଟେି କନ୍ଯା ଥିଲେ। ସହେି କନ୍ଯାମାନେ ସହେି କୂପ ନିକଟକୁ ତାଙ୍କର ପିତାଙ୍କର ମଷେପଲ ପାଇଁ ପାଣି ନବୋକୁ ଆସିଥିଲେ। ସମାନେେ ପାଣି କାଢ଼ି ସହେି କୁଣ୍ଡଟିକୁ ପୁର୍ଣ୍ଣ କରିବାକୁ ଲାଗିଲେ।

Exodus 3:1
ଯିଥ୍ରୋ ମାଶାଙ୍କେର ଶ୍ବଶୁର ଥିଲେ। ଯିଥ୍ରୋମିଦିଯନୀଯମାନଙ୍କ ଯାଜକ ଥିଲେ। ମାଶାେ ତାଙ୍କ ଶ୍ବଶୁରଙ୍କର ମଷେପଲମାନଙ୍କର ଯତ୍ନ ନେଉଥିଲେ। ଦିନେ ମାଶାେ ତାଙ୍କ ମଷେପଲଙ୍କୁ ମରୁଭୂମିର ପଶ୍ଚିମପଟକୁ ଆଗଇେ ନେଲେ। ମାଶାେ ହାରେବେ ନାମକ ଏକ ପର୍ବତକୁ ଗଲେ, ଯାହାକି ପରମେଶ୍ବରଙ୍କର ପର୍ବତ ଥିଲା।

Exodus 4:19
ପରମେଶ୍ବର ମିଦିଯନ ରେ ମାଶାଙ୍କେୁ କହିଲେ, ତୁମ୍ଭେ ବର୍ତ୍ତମାନ ମିଶରକୁ ନିରାପଦ ରେ ୟାଇପାର, କାରଣ ଯେଉଁମାନେ ତୁମ୍ଭକୁ ମାରିବାକୁ ଚାହୁଁଥିଲେ, ସମାନେେ ବର୍ତ୍ତମାନ ମୃତ।

Exodus 18:1
ମିଦିଯନୀଯମାନଙ୍କର ଯାଜକ ୟିଥ୍ରୋ, ମାଶାଙ୍କେର ଶ୍ବଶୁର ଥିଲେ। ଯିଥ୍ରୋଶୁଣିବାକୁ ପାଇଲେ, ସଦାପ୍ରଭୁ ବିଭିନ୍ନ ପ୍ରକା ରେ ମାଶାେ ଏବଂ ତାଙ୍କର ଇଶ୍ରାୟେଲୀୟ ଲୋକମାନଙ୍କୁ ସାହାୟ୍ଯ କରିଛନ୍ତି। ଏବଂ ଯିଥ୍ରୋଶୁଣିବାକୁ ପାଇଲେ, ସଦାପ୍ରଭୁ ମିଶରରୁ ଇଶ୍ରାୟେଲୀୟମାନଙ୍କୁ ବାହାର କରି ଆଣିଛନ୍ତି।

Numbers 22:4
ମାୟୋବ ମଦିଯନୀଯ ପ୍ରାଚୀନଗଣକୁ କହିଲେ ଯେ, ଏହିସବୁ ଲୋକମାନେ ଗାଈପରି ସମଗ୍ର ଇଶ୍ରାୟେଲ ଭୂମିରେ ଚରିଯିବେ। ଗୋରୁ ଯେପରି ପଦାରୁ ଘାସ ଚାଟିଖାଏ, ସହେିପରି ଏହି ଜନତା ଆମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥ ସବୁ ଚାଟି ପକାଇବେ। ସେ ସମୟରେ ବାଲାକ୍ ମାୟୋବର ରାଜା ଥିଲେ। ସେ ସିପ୍ପୋର ପୁତ୍ର ଥିଲେ।

Numbers 22:7
ତହୁଁ ମାୟୋବର ଓ ମିଦିଯନର ପ୍ରାଚୀନବର୍ଗ ଉପହାର ନଇେ ଆସିଲେ। ସମାନେେ ବିଲିଯମ ନିକଟରେ ଉପସ୍ଥିତ ହାଇେ ବାଲାକ ଯାହା କହିଥିଲେ ତାହା କହିଲେ।

Occurences : 59

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்