Base Word
מְגִלָּה
Short Definitiona roll
Long Definitionroll, book, writing
Derivationfrom H1556
International Phonetic Alphabetmɛ̆.ɡɪlˈlɔː
IPA modmɛ̆.ɡiˈlɑː
Syllablemĕgillâ
Dictionmeh-ɡil-LAW
Diction Modmeh-ɡee-LA
Usageroll, volume
Part of speechn-f

Psalm 40:7
ତଣେୁ ମୁଁ କହିଲି, ମୁଁ ଉପସ୍ଥିତ ଅଛି, ମାେତେ ତୁମ୍ଭେ ନିଅ। ଏହା ମାେ ବିଷଯରେ ପୁସ୍ତକରେ ଲଖାୟୋଇଛି।

Jeremiah 36:2
ହେ ଯିରିମିୟ, ଗୋଟିଏ ନଳାକାର ପୁସ୍ତକ ନିଅ। ଆମ୍ଭେ ଯୋଶିୟ ରାଜାଙ୍କ ରାଜତ୍ବ କାଳରୁ ଆଜି ପର୍ୟ୍ଯନ୍ତ ଇଶ୍ରାୟେଲ, ଯିହୁଦା ଓ ସମସ୍ତ ଗୋଷ୍ଠୀର ବିରୁଦ୍ଧ ରେ ଯାହା ଯାହା କରିଅଛୁ, ସେ ସମସ୍ତ ସହେି ପୁସ୍ତକରେ ଲେଖ।

Jeremiah 36:4
ତେଣୁ ଯିରିମିୟ ନରେିଯର ପୁତ୍ର ବାରୂକକୁ ଡାକିଲେ। ଆଉ ଯିରିମିୟ ବାରୂକକୁ ସଦାପ୍ରଭୁଙ୍କର ଯେଉଁସବୁ ବାକ୍ଯ କହିଲେ, ବାରୂକ ସେସବୁ ଏକ ନଳାକାର ପୁସ୍ତକରେ ଲେଖିଲେ।

Jeremiah 36:6
ତେଣୁ ତୁମ୍ଭେ ୟାଅ ଓ ମାେ ମୁଖରୁ ଯାହାସବୁ ଶୁଣିଛ ଏହି ପୁସ୍ତକରେ ଲେଖ, ସଦାପ୍ରଭୁଙ୍କର ସହେିସବୁ ବାକ୍ଯ ଉପବାସ ଦିନ ସଦାପ୍ରଭୁଙ୍କ ମନ୍ଦିର ରେ ଉପସ୍ଥିତ ସମସ୍ତ ଲୋକଙ୍କ କର୍ଣ୍ଣଗୋଚର ରେ ପାଠ କର। ଆଉ ମଧ୍ଯ ଯିହୁଦାର ନଗରଗୁଡ଼ିକରୁ ଆଗତ ସମସ୍ତ ଲୋକଙ୍କ ଶୁଣିବା ଭଳି ତାହା ପାଠ କର।

Jeremiah 36:14
ତାହାପ ରେ ଅଧିପତିଗଣ କୁଶିର ପ୍ରପୌତ୍ର, ଶଲେିମିଯର ପୌତ୍ର, ନଥନିଯର ପୁତ୍ର ୟିହୁଦିକୁ ପଠାଇଲେ। ଏବଂ ତାକୁ କହିଲେ, ତୁମ୍ଭେ ଲୋକମାନଙ୍କ କର୍ଣ୍ଣଗୋଚର ରେ ଯେଉଁ ନଳାକାର ପୁସ୍ତକ ପାଠ କରିଅଛ, ତାହା ନଇେ ଏଠାକୁ ଆସ।

Jeremiah 36:14
ତାହାପ ରେ ଅଧିପତିଗଣ କୁଶିର ପ୍ରପୌତ୍ର, ଶଲେିମିଯର ପୌତ୍ର, ନଥନିଯର ପୁତ୍ର ୟିହୁଦିକୁ ପଠାଇଲେ। ଏବଂ ତାକୁ କହିଲେ, ତୁମ୍ଭେ ଲୋକମାନଙ୍କ କର୍ଣ୍ଣଗୋଚର ରେ ଯେଉଁ ନଳାକାର ପୁସ୍ତକ ପାଠ କରିଅଛ, ତାହା ନଇେ ଏଠାକୁ ଆସ।

Jeremiah 36:20
ଅନନ୍ତର ଅଧିପତିମାନେ ପୁସ୍ତକଟିକୁ ଗଲୀଶାମା ଲେଖକର କଠାେରୀ ରେ ଛାଡ଼ିଗଲେ। ସମାନେେ ରାଜା ଯିହାୟୋଦାରକୀମ ନିକଟକୁ ଗଲେ ଓ ପୁସ୍ତକ ଲିଖିତ ସମସ୍ତ ବାକ୍ଯ ତାଙ୍କୁ ଜଣାଇଲେ।

Jeremiah 36:21
ଏଣୁ ରାଜା ଯିହାୟୋଦାରକୀମ୍ ପୁସ୍ତକ ଆଣିବା ପାଇଁ ୟିହୁଦିକୁ ପଠାଇଲେ ଓ ସେ ଇଲୀଶାମା ଲେଖକର କୋଠରୀରୁ ତାହା ଆଣିଲେ। ତା'ପ ରେ ୟିହୁଦି ରାଜା ଓ ରାଜାଙ୍କ ଚାରି ପାଖ ରେ ଛିଡ଼ା ହାଇେଥିବା ବ୍ଯକ୍ତି ସମସ୍ତ ଅଧିପତିମାନଙ୍କ କର୍ଣ୍ଣଗୋଚର ରେ ତାହା ପାଠ କଲେ।

Jeremiah 36:23
ଅନନ୍ତର ୟିହୁଦି ପୁସ୍ତକରୁ ତନିଚାରି ପତ୍ର ପାଠ କଲାପ ରେ ରାଜା ଏକ କ୍ଷୁଦ୍ର ଛୁରୀ ରେ ତାହାକୁ କାଟି ଅଗ୍ନିପାତ୍ର ରେ ଥିବା ଅଗ୍ନି ରେ ତାହା ପକାଇ ଦେଲେ। ଶଷେ ରେ ସହେି ପାତ୍ର ଅଗ୍ନି ରେ ସମସ୍ତ ପୁସ୍ତକ ଭସ୍ମସାତ୍ ହେଲା।

Jeremiah 36:25
ଆୁ ରାଜା ଯେପରି ପୁସ୍ତକ ପୋଡ଼ି ନ ପକାନ୍ତି, ଏଥିପାଇଁ ଇଲନାଥନ, ଦଲାଯ ଓ ଶମରିଯ ତାହାଙ୍କୁ ନିବଦନେ କରିଥିଲେ, ମାତ୍ର ସେ ସମାନଙ୍କେ କଥା ଶୁଣିଲେ ନାହିଁ।

Occurences : 21

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்