Base Word
אָכֵן
Short Definitionfirmly; figuratively, surely; also (adversative) but
Long Definitionsurely, truly, indeed
Derivationfrom H3559 (compare H3651)
International Phonetic Alphabetʔɔːˈken̪
IPA modʔɑːˈχen
Syllableʾākēn
Dictionaw-KANE
Diction Modah-HANE
Usagebut, certainly, nevertheless, surely, truly, verily
Part of speechadv

Genesis 28:16
ଏହାପରେ ଯାକୁବ ନିଦ୍ରାରୁ ଉଠିଲା, ଏବଂ କହିଲେ, ମୁଁ ଜାଣେ ଯେ ସଦାପ୍ରଭୁ ଏହିଠା ରେ ଅଛନ୍ତି। କିନ୍ତୁ ମୁଁ ସଦାପ୍ରଭୁ ଏଠା ରେ ଥିଲେ ବୋଲି ଜାଣି ନଥିଲି।

Exodus 2:14
ସହେି ଲୋକ ଜଣକ ଉତ୍ତର ଦଲୋ, କିଏ ତୁମ୍ଭକୁ ଆମ୍ଭମାନଙ୍କର ଶାସକ ଓ ବିଚାରକର୍ତ୍ତା କରି ନିୟୁକ୍ତ କରିଅଛି? ତୁମ୍ଭେ ସହେି ମିଶରୀଯ ଲୋକଟିକୁ ବଧ କଲା ପରି ମାେତେ ବଧ କରିବା ପାଇଁ ଯୋଜନା କରୁଛ କି?

1 Samuel 15:32
ତା'ପରେ, ଅଗାଗ୍ ଲୌହ ଶିଙ୍କକ୍ସ୍ଟଳି ରେ ବନ୍ଧା ହାଇେ ତାଙ୍କ ଆଗକକ୍ସ୍ଟ ଅଣାଗଲା।

1 Kings 11:2
ଏହା ପୂର୍ବରୁ ସଦାପ୍ରଭୁ ଇଶ୍ରାୟେଲ ଲୋକମାନଙ୍କୁ ସତର୍କ କରିଥିଲେ, ତୁମ୍ଭମାନେେ ଅନ୍ୟ ଦେଶର କନ୍ଯାଙ୍କୁ ବିବାହ କରିବ ନାହିଁ। କାରଣ ସମାନେେ ନିଜର ସାଥୀମାନଙ୍କୁ ଅନ୍ୟ ଦବୋ ଦବେୀର ଉପାସନା ପାଇଁ ଆକର୍ଷିତ କରି ପାରନ୍ତି। ମାତ୍ର ଶଲୋମନ ସମାନଙ୍କେ ସହିତ ପ୍ ରମେ କଲେ।

Job 32:8
କିନ୍ତୁ ମଣିଷ ଭିତ ରେ ଏକ ଆତ୍ମା ଅଛି ଏବଂ ଏହା ସର୍ବଶକ୍ତିମାନଙ୍କର ନିଶ୍ବାସ ଯାହା ସମାନଙ୍କେୁ ସମସ୍ତ ବୁଝାମଣା ଦଇେଥାଏ।

Psalm 31:22
ମୁଁ ଭୟଭୀତ ହାଇେ ପଡ଼ିଲି ଓ ମୁଁ କହିଲି, ମୁଁ ଏମିତି ଏକ ସ୍ଥାନରେ ଅଛି, ଯେଉଁଠାରୁ ପରମେଶ୍ବର ମାେତେ ଦେଖିପାରିବେ ନାହିଁ। କିନ୍ତୁ ମୁଁ ତୁମ୍ଭକୁ ପ୍ରାର୍ଥନା କଲି ଓ ପରମେଶ୍ବର ତୁମ୍ଭେ ସହାୟତା ପାଇଁ ମାରେ ଡ଼ାକ ଶୁଣିଲ।

Psalm 66:19
ପରମେଶ୍ବର ମାରେ କଥା ଶୁଣିଅଛନ୍ତି। ପରମେଶ୍ବର ମାରେ ପ୍ରାର୍ଥନା ଗ୍ରହଣ କରିଛନ୍ତି।

Psalm 82:7
ତଥାପି ତୁମ୍ଭମାନେେ ମନୁଷ୍ଯ ପରି ମରିବ। ତୁମ୍ଭେ ରାଜକୁମାର ପରି ମୃତ୍ଯୁବରଣ କରିବ।

Isaiah 40:7
ତୃଣ ଶୁଷ୍କ ହୁଏ ଓ ପୁଷ୍ପ ମ୍ଲାନ ହୁଏ। କାରଣ ତାହା ଉପ ରେ ସଦାପ୍ରଭୁଙ୍କର ଶ୍ବାସବାଯୁ ବ ହେ। ତେଣୁ ଲୋକମାନେ ନିଶ୍ଚତ ତୃଣ ସ୍ବରୂପ।

Isaiah 45:15
ହେ ତ୍ରାଣକର୍ତ୍ତା, ଇଶ୍ରାୟେଲର ପରମେଶ୍ବର, ତୁମ୍ଭେ ନିଶ୍ଚଯ ଆତ୍ମା ଗୋପନକାରୀ ପରମେଶ୍ବର ଅଟ।,

Occurences : 18

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்