Base Word
מִבְטָח
Short Definitionproperly, a refuge, i.e., (objective) security, or (subjective) assurance
Long Definitiontrust, confidence, refuge
Derivationfrom H0982
International Phonetic Alphabetmɪbˈt̪’ɔːħ
IPA modmivˈtɑːχ
Syllablemibṭāḥ
Dictionmib-TAW
Diction Modmeev-TAHK
Usageconfidence, hope, sure, trust
Part of speechn-m

Job 8:14
ସେ ଲୋକର ଆଉ ୟିବା ପାଇଁ କିଛି ନାହିଁ। ତା'ର ସୁରକ୍ଷା ବୁଢ଼ିଆଣୀର ଜାଲପରି।

Job 18:14
ଦୁଷ୍ଟ ବ୍ଯକ୍ତି ଶଷେ ରେ ତା'ର ନିରାପଦ ମଣୁଥିବା ଘରୁ ତଡା ଖାଇବ। ତାକୁ ଧରି ନିଆୟାଇ ଆତଙ୍କବାଦୀ ରାଜାଙ୍କ ସମ୍ମୁଖ ରେ ଉପସ୍ଥାପନା କରାୟିବ।

Job 31:24
ମାରେ ସମ୍ପତ୍ତିକୁ ମୁଁ କବେେ ବିଶ୍ବାସ କରେ ନାହିଁ। ପରମେଶ୍ବରଙ୍କ ସାହାୟ୍ଯକୁ ବିଶ୍ବାସ କରେ। ଖାଣ୍ଟି ସୁନାକୁ ମୁଁ କବେେ କ ହେ ନାହିଁ, 'ତୁ ମାରେ ଆଶା।'

Psalm 40:4
ୟଦି ଜଣେ ସଦାପ୍ରଭୁଙ୍କୁ ବିଶ୍ବାସ କରେ, ସହେି ବ୍ଯକ୍ତିଟି ପ୍ରକୃତରେ ସୁଖୀ ହୁଏ। ଜଣେ ବ୍ଯକ୍ତି ପ୍ରକୃତରେ ଖୁସିରେ ରହେ, ୟଦି ସେ ପ୍ରତମାନଙ୍କେୁ କିଅବା ମିଥ୍ଯା ଦବେତାମାନଙ୍କୁ ଆଦର କରି ନ ଥାଏ।

Psalm 65:5
ହେ ପରମେଶ୍ବର, ଆମ୍ଭମାନଙ୍କର ରକ୍ଷାକର୍ତ୍ତା, ତୁମ୍ଭେ ଆଶ୍ଚର୍ୟ୍ଯ କାର୍ୟ୍ଯ ମାଧ୍ଯମରେ ଉତ୍ତର ଦିଅ ଓ ୟାହା ୟଥାର୍ଥ ତାହା କର। ସମଗ୍ର ବିଶ୍ବର ଲୋକମାନେ ବିଶ୍ବାସ ତୁମ୍ଭଠାରେ ରଖନ୍ତି।

Psalm 71:5
ହେ ମାରେ ପ୍ରଭୁ, ସଦାପ୍ରଭୁ ତୁମ୍ଭେ ହିଁ ମାରେ ଭରସା। ମାରେ ବାଲ୍ଯକାଳରୁ ତୁମ୍ଭେ ହିଁ ମାରେ ବିଶ୍ବାସ ଭୂମି।

Proverbs 14:26
ସଦାପ୍ରଭୁ ବିଷଯକ ଭୟ ଦୃଢ଼ ଶରଣ ଭୂମି। ଆଉ ତାଙ୍କର ସନ୍ତାନମାନେ ସଠାେ ରେ ଆଶ୍ରଯସ୍ଥାନ ପାଇବେ।

Proverbs 21:22
ଜ୍ଞାନୀ ଲୋକ ବଳବାନ୍ ଲୋକମାନଙ୍କର ଆକ୍ରମଣ କଲେ। ପୁଣି ଦୁର୍ଗସବୁ ଧ୍ବଂସ କଲେ ସମାନେେ ବିଶ୍ବାସ କରନ୍ତି।

Proverbs 22:19
ମୁଁ ତୁମ୍ଭକୁ ବର୍ତ୍ତମାନ ସହେି ଶିକ୍ଷା ଦବେି। ତେଣୁ ସଦାପ୍ରଭୁଙ୍କଠା ରେ ତୁମ୍ଭେ ବିଶ୍ବାସ କରିବ।

Proverbs 25:19
ଦୁର୍ଦ୍ଦଶା ସମୟରେ ବିଶ୍ବାସଘାତକ ଲୋକଠା ରେ ପ୍ରତ୍ଯଯେ, ଭଗ୍ନଦନ୍ତ ଓ ଖଞ୍ଜଖସା ଚରଣ ତୁଲ୍ଯ।

Occurences : 15

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்