Base Word
אֲכִישׁ
Short DefinitionAkish, a Philistine king
Long DefinitionPhilistine king of Gath
Derivationof uncertain derivation
International Phonetic Alphabetʔə̆ˈkɪi̯ʃ
IPA modʔə̆ˈχiːʃ
Syllableʾăkîš
Dictionuh-KEESH
Diction Moduh-HEESH
UsageAchish
Part of speechn-pr-m

1 Samuel 21:10
ଯାଜକ ଉତ୍ତର ଦେଲେ, ଏଠା ରେ ଗୋଟିଏ ଖଣ୍ତା ଅଛି, ଯାହାକି ପଲେଷ୍ଟୀୟ ଗଲିଯାତର ଅଟେ। ଏହାକକ୍ସ୍ଟ ତୁମ୍ଭେ ତାକକ୍ସ୍ଟ ଏଲୀଯ ଉପତ୍ୟକା ରେ ହତ୍ଯା କରିବା ସମୟରେ ଆଣିଥିଲ। ତାହା ସେ ଏଫୋଦ ପଛ ରେ ବସ୍ତ୍ର ଗକ୍ସ୍ଟଡା ହାଇେ ରଖା ୟାଇଛି। ଏହାକକ୍ସ୍ଟ ତୁମ୍ଭେ ନଇେପାର ଯଦି ତୁମ୍ଭେ ଗ୍ଭହଁ।

1 Samuel 21:11
ସହେିଦିନ ଦାଉଦ ଶାଉଲଙ୍କଠାରକ୍ସ୍ଟ ପଳାଯନ କଲେ। ଦାଉଦ ଗାଥର ରାଜା ଆଖୀଶଙ୍କ ନିକଟକକ୍ସ୍ଟ ପଳାଇଲେ।

1 Samuel 21:12
ଆଖୀଶଙ୍କର ଦାସମାନେ ଏହାକକ୍ସ୍ଟ ପସନ୍ଦ କଲେ ନାହିଁ। ସମାନେେ କହିଲେ, ଦାଉଦ ହେଉଛନ୍ତି ଇଶ୍ରାୟେଲ ଭୂଖଣ୍ତର ରାଜା। ଇଶ୍ରାୟେଲର ଲୋକମାନେ ତାଙ୍କ ବିଷଯ ରେ ନାଚି ନାଚି ଗୀତ ଗାଇ ଏହା କହିଲେ। ସେ ଲୋକମାନେ ଦାଉଦଙ୍କ ବିଷଯ ରେ ପରସ୍ପର ନାଚକରି କହିଥିଲେ,

1 Samuel 21:14
ତେଣୁ ଦାଉଦ ନିଜର ବ୍ଯବହାର ବଦଳାଇ ଦେଲେ ଓ ସମାନଙ୍କେ ନିକଟରେ ଅତି ବାତକ୍ସ୍ଟଳ ପରି ଦଖାଇେ କବାଟକକ୍ସ୍ଟ ଆଞ୍ଚକ୍ସ୍ଟଡିଲେ ଓ ତାଙ୍କର ଲାଳ ଦାଢି ବାଟେ ମଧ୍ଯ ବହିବାକକ୍ସ୍ଟ ଲାଗିଲା।

1 Samuel 27:2
ତେଣୁ ଦାଉଦ ଓ ତାଙ୍କର 600 ଲୋକ ଇଶ୍ରାୟେଲ ପରିତ୍ଯାଗ କଲେ। ମାଯୋକର ପକ୍ସ୍ଟତ୍ର ଆଖୀଶ ନାମକ ଗାଥର ରାଜା ନିକଟକକ୍ସ୍ଟ ଗଲେ।

1 Samuel 27:3
ଦାଉଦ ଏବଂ ତାଙ୍କର ଲୋକମାନେ ଏବଂ ସମାନଙ୍କେର ପରିବାରମାନଙ୍କ ସହିତ ଆଖୀଶ ନିକଟରେ ଗାଥ ନଗର ରେ ବାସ କଲେ। ଦାଉଦଙ୍କ ସହିତ ତାଙ୍କର ଦକ୍ସ୍ଟଇଜଣ ସ୍ତ୍ରୀ ବାସ କଲେ। ସମାନେେ ହେଲ ୟିଷ୍ରିଯଲେୀରକ୍ସ୍ଟ ଅହୀନୋଯମ ଓ କର୍ମିଲର ଅବୀଗଲ। ଅବୀଗଲ ନାବଲର ବିଧବା ଥିଲେ।

1 Samuel 27:5
ଦାଉଦ ଅଖୀଶଙ୍କକ୍ସ୍ଟ କହିଲେ, ଯଦି ତୁମ୍ଭେ ମାେ ପ୍ରତି ଖକ୍ସ୍ଟସି ତବେେ ମାେତେ ତକ୍ସ୍ଟମ୍ଭ ସହର ରେ ଏକ ସ୍ଥାନ ଦିଅ। ମୁ କବଳେ ତୁମ୍ଭର ଦାସ ଓ ମୁ ସଠାେରେ ବାସ କରିବି, କିନ୍ତୁ ତକ୍ସ୍ଟମ୍ଭ ସହିତ ଏ ରାଜକୀଯ ସହର ରେ ନକ୍ସ୍ଟହଁ।

1 Samuel 27:6
ସହେିଦିନ ଅଖୀଶ ଦାଉଦଙ୍କକ୍ସ୍ଟ ସିକ୍ଲଗ୍ ନଗର ଦଲୋ ଏବଂ ସିକ୍ଲଗ୍ ନଗର ଅଦ୍ଯାପି ସିକ୍ଲାଗ୍ ୟିହକ୍ସ୍ଟଦା ରାଜାମାନଙ୍କ ଅଧିକାର ରେ ଅଛି।

1 Samuel 27:9
ଦାଉଦ ସେ ଅଞ୍ଚଳର ଲୋକମାନଙ୍କୁ ପରାସ୍ତ କରି ସମାନଙ୍କେର ମଷେ, ଗାଈ, ବଳଦ, ଗଧ, ଓଟ, ଏବଂ ସମାନଙ୍କେର ଲକ୍ସ୍ଟଗାପଟା ଆଣି ଅଖୀଶଙ୍କକ୍ସ୍ଟ ଦେଉଥିଲେ। କକ୍ସ୍ଟନ୍ତକ୍ସ୍ଟ ଦାଉଦ ସମାନଙ୍କେ ମଧ୍ଯରକ୍ସ୍ଟ କୌଣସି ଲୋକଙ୍କକ୍ସ୍ଟ ବଞ୍ଚିବାକକ୍ସ୍ଟ ଅନକ୍ସ୍ଟମତି ଦେଲେ ନାହିଁ।

1 Samuel 27:10
ଦାଉଦ ଏହିପରି ପ୍ରେତ୍ୟକକଥର କଲେ, ପ୍ରେତ୍ୟକକ ଥର ଅଖୀଶ ଦାଉଦଙ୍କକ୍ସ୍ଟ ପଗ୍ଭରକ୍ସ୍ଟ ଥିଲେ, ତୁମ୍ଭେ ଆଜି କେଉଁଠାକକ୍ସ୍ଟ ଚଢାଉକରିବା ପାଇଁ ଗଲ? ଦାଉଦ କହିଲେ, ଆମ୍ଭେ ୟିହକ୍ସ୍ଟଦାର ଦକ୍ଷିଣାଅଞ୍ଚଳ ଓ ୟିରହମୀଲୀଯଙ୍କ ଦକ୍ଷିଣାଞ୍ଚଳ ଓ କନେୀଯମାନଙ୍କ ଦକ୍ଷିଣାଅଞ୍ଚଳ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲକ୍ସ୍ଟ।

Occurences : 21

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்