Base Word
לַפִּיד
Short Definitiona flambeau, lamp or flame
Long Definitiontorch
Derivationor לַפִּד; from an unused root probably meaning to shine
International Phonetic Alphabetlɑp̚ˈpɪi̯d̪
IPA modlɑˈpiːd
Syllablelappîd
Dictionlahp-PEED
Diction Modla-PEED
Usage(fire-)brand, (burning) lamp, lightning, torch
Part of speechn-m

Genesis 15:17
ସୂର୍ୟ୍ଯାସ୍ତ ପରେ, ଯେତବେେଳେ ଏହା ଘାରେ ଅନ୍ଧକାର ହେଲା, ଏକ ଧୂଆଁ ବାହାରୁଥିବା ପାତ୍ର ଏବଂ ଜ୍ଯଳନ୍ତ ମଶାଲ ହଠାତ୍ ଦଖାଗେଲା ଏବଂ ତାହା ଦୁଇ ଧାଡ଼ି ରେ ଥିବା ମୃତ ପଶୁଗୁଡ଼ିକର ଖଣ୍ଡସବୁ ମଧ୍ଯ ଦଇେ ଗଲା।

Exodus 20:18
ସେତବେେଳେ ସମସ୍ତ ଲୋକ ମେଘ ଗର୍ଜ୍ଜନ ଓ ବିଜୁଳି ଓ ତୂରୀ ଧ୍ବନି ଓ ଧୂମୟୁକ୍ତ ପର୍ବତ ଦେଖିଲେ, ପୁଣି ତାହା ଦେଖି ସମାନେେ କମ୍ପିତ ହାଇେ ଦୂର ରେ ଠିଆ ହେଲ।

Judges 7:16
ଏହାପରେ ଗିଦ୍ଦିୟୋନ ସହେି 300 ସୈନ୍ଯଙ୍କକ୍ସ୍ଟ ତିନି ଦଳ ରେ ବିଭକ୍ତ କଲେ। ତା'ପରେ ସେ ସମାନଙ୍କେୁ ଗୋଟିଏ ଗୋଟିଏ ଶିଙ୍ଗା ଓ ଗୋଟିଏ ଗୋଟିଏ ଶକ୍ସ୍ଟନ୍ଯ ପାତ୍ର ପ୍ରେତ୍ୟକକଙ୍କକ୍ସ୍ଟ ଦେଲେ। ପ୍ରେତ୍ୟକକ ପାତ୍ର ମଧିଅରେ ଗୋଟିଏ ଗୋଟିଏ ଜଳନ୍ତା ମଶାଲ ଥିଲା।

Judges 7:20
ଏହାପରେ ତିନିଟି ଦଳର ସମସ୍ତ ସୈନିକମାନେ ସମାନଙ୍କେର ତୂରୀ ବଜାଇଲେ ଓ ସମସ୍ତ ଜାର ଭାଙ୍ଗି ପକାଇଲେ। ଏବଂ ସହେି ଲୋକମାନେ ସମାନଙ୍କେର ବାମ ହସ୍ତ ରେ ମଶାଲ ଓ ଦକ୍ଷିଣ ହସ୍ତ ରେ ସମାନଙ୍କେର ଶିଙ୍ଗାଗକ୍ସ୍ଟଡିକ ଧରିଲେ। ସମାନେେ ଉଚ୍ଚ ସ୍ବର ରେ କହିଲେ, ସଦାପ୍ରଭୁଙ୍କ ପାଇଁ ଖଡ୍ଗଟିଏ ଏବଂ ଗିଦ୍ଦିୟୋନ ପାଇଁ ଖଡ୍ଗଟିଏ।

Judges 15:4
ଏହାପରେ ଶାମ୍ଶୋନ୍ 300 ବିଲକ୍ସ୍ଟଆ ଧରି ୟୋଡା ୟୋଡା କରି ଗୋଟିଏର ଲାଙ୍ଗକ୍ସ୍ଟଡକକ୍ସ୍ଟ ଅନ୍ୟ ଗୋଟିଏ ଲାଙ୍ଗକ୍ସ୍ଟଡ ରେ ବାନ୍ଧି ଦେଲେ। ତା'ପରେ ସେ ପ୍ରେତ୍ୟକକର ୟୋଡାଏ ଲାଙ୍ଗକ୍ସ୍ଟଡ ରେ ଏକ ମଶାଲ ବାନ୍ଧି ଦେଲେ।

Judges 15:4
ଏହାପରେ ଶାମ୍ଶୋନ୍ 300 ବିଲକ୍ସ୍ଟଆ ଧରି ୟୋଡା ୟୋଡା କରି ଗୋଟିଏର ଲାଙ୍ଗକ୍ସ୍ଟଡକକ୍ସ୍ଟ ଅନ୍ୟ ଗୋଟିଏ ଲାଙ୍ଗକ୍ସ୍ଟଡ ରେ ବାନ୍ଧି ଦେଲେ। ତା'ପରେ ସେ ପ୍ରେତ୍ୟକକର ୟୋଡାଏ ଲାଙ୍ଗକ୍ସ୍ଟଡ ରେ ଏକ ମଶାଲ ବାନ୍ଧି ଦେଲେ।

Judges 15:5
ତହକ୍ସ୍ଟଁ ସେ ମଶାଲ ଜଳାଇ ପଲେଷ୍ଟୀୟମାନଙ୍କ ବଢନ୍ତା କ୍ଷତେ ମଧ୍ଯକକ୍ସ୍ଟ ସମାନଙ୍କେୁ ଛାଡି ଦେଲେ। ଯେତବେେଳେ ସମାନେେ ଶସ୍ଯବିଡାର କ୍ଷତେ ଦଇେ, ଦ୍ରାକ୍ଷାକ୍ଷେତ୍ର ଦଇେ ଏବଂ ଅଲିଭ୍ କ୍ଷତେ ଦଇେ ଗଲେ, ସବୁକିଛି ପୋଡି଼ ପାଉଁଶ ହାଇଗେଲା।

Job 12:5
ମଶାଲ ତା' ପାଇଁ ଆବଶ୍ଯକ ନାହିଁ ୟିଏ ନିଜକୁ ସୁରକ୍ଷିତ ବୋଲି ଭାବେ। ଏହା ସହେିମାନଙ୍କ ପାଇଁ ଉପ ଯୋଗୀ, ଯେଉଁମାନଙ୍କର ପାଦ ଖସି ଯାଉଛି।

Job 41:19
ତା'ର ମୁଖରୁ ଜ୍ବଳନ୍ତ ଅଗ୍ନିକଣାର ମଶାଲ ବିଦ୍ଯୁତ ପରିବାହକ ଦ୍ବାରା ଉତ୍ପନ୍ନ ଆଲୋକରେ ଝଲକ ନିଃସୃତ ହୁଏ।

Isaiah 62:1
ମୁଁ ସିୟୋନକୁ ଭଲ ପାଏ, ଧର୍ମ ଦୀପ୍ତିର ନ୍ଯାଯ ଓ ତାହାର ପରିତ୍ରାଣ ଜ୍ବଳନ୍ତ ପ୍ରଦୀପର ନ୍ଯାଯ ୟିରୁଶାଲମ ରେ ପ୍ରକଟ ନ ହାଇେଛି, ସେ ପର୍ୟ୍ଯନ୍ତ ଆମ୍ଭେ ତା ନିମନ୍ତେ ବିଶ୍ରାମ ନବୋ ନାହିଁ। ପ୍ରଭାତ ରେ ଦୀପ୍ତି ଲାଭ କରିବା ପରି ମୁଁ ୟିରୁଶାଲମ ରେ ବିଜଯ ଚା ହେଁ।

Occurences : 14

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்