Base Word
לַעֲנָה
Short Definitionwormwood (regarded as poisonous, and therefore accursed)
Long Definitionwormwood
Derivationfrom an unused root supposed to mean to curse
International Phonetic Alphabetlɑ.ʕə̆ˈn̪ɔː
IPA modlɑ.ʕə̆ˈnɑː
Syllablelaʿănâ
Dictionla-uh-NAW
Diction Modla-uh-NA
Usagehemlock, wormwood
Part of speechn-f

Deuteronomy 29:18
ଏଥିପାଇଁ ତୁମ୍ଭେ ସାବଧାନ ହବେ। ସହେି ଦେଶୀଯ ଲୋକମାନଙ୍କ ଦବେତାଗଣର ପଶ୍ଚାଦ୍ ଗାମୀ ହାଇେ ସବୋ କରିବା ନିମନ୍ତେ ଆଜି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ବରଙ୍କଠାରକ୍ସ୍ଟ ଯାହାର ହୃଦଯ ବିମକ୍ସ୍ଟଖ ହକ୍ସ୍ଟଏ, ଏପରି କୌଣସି ପୁରୁଷ, କି ସ୍ତ୍ରୀ, ପରିବାର କି ବଂଶ ଯମେନ୍ତ ତୁମ୍ଭମାନଙ୍କ ମଧିଅରେ ନ ରହେ, ଯମେନ୍ତ ବିଷ ଓ ନାଗଦଅଣାର ମୂଳ ତୁମ୍ଭମାନଙ୍କ ମଧିଅରେ ନରହେ।

Proverbs 5:4
କିନ୍ତୁ ଶଷେ ରେ ସେ ତିକ୍ତତା ଓ ୟନ୍ତ୍ରଣା ଆଣିବ। ୟନ୍ତ୍ରଣା ଯାହା ବିଷତୁଲ୍ଯ ଓ ତୀକ୍ଷ୍ମ ଖଣ୍ଡାତୁଲ୍ଯ ଆଘାତ କରେ।

Jeremiah 9:15
ତେଣୁ ଇଶ୍ରାୟେଲର ପରମେଶ୍ବର ସୈନ୍ଯାଧିପତି ସଦାପ୍ରଭୁ କହନ୍ତି, ଆମ୍ଭେ ସମାନଙ୍କେୁ ତିକ୍ତ ଭୋଜନ କରାଇବା ଓ ବିଷବୃକ୍ଷର ରସ ସମାନଙ୍କେୁ ପାନ କରିବାକୁ ଦବୋ।

Jeremiah 23:15
ତେଣୁ ସୈନ୍ଯାଧିପତି ସଦାପ୍ରଭୁ ଭବିଷ୍ଯଦବକ୍ତାମାନଙ୍କ ବିଷଯ ରେ ଏହା କହନ୍ତି, ଆମ୍ଭେ ସମାନଙ୍କେୁ ବିଷାକ୍ତ ଖାଦ୍ୟ ଭୋଜନ କରାଇବା ଓ ବିଷ ବୃକ୍ଷର ରସ ପାନ କରାଇବା। କାରଣ ୟିରୁଶାଲମର ଭବିଷ୍ଯଦବକ୍ତାମାନଙ୍କଠାରୁ ପାଷାଣ୍ଡତା ଦେଶ ସାରା ବ୍ଯାପିୟାଇଛି।

Lamentations 3:15
ସଦାପ୍ରଭୁ ମାେତେ ତିକ୍ତତା ରେ ପୂର୍ଣ୍ଣ କରିଅଛନ୍ତି ଓ ନାଗ ବିଷ ରେ ମାେତେ ଭରି ଦଇେଅଛନ୍ତି।

Lamentations 3:19
ହେ ସଦାପ୍ରଭୁ, ମାରେ ଦୁଃଖ, ଦୁର୍ଗତି ସ୍ମରଣ କର। ତାହା ନାଗଦଅଣା ଓ ବିଷ ସ୍ବରୂପ।

Amos 5:7
ପରମେଶ୍ବର କୃତ୍ତିକାକାର ଓ ମୃଗଶୀର୍ଷ ସୃଷ୍ଟି କଲେ। ସେ ଅନ୍ଧକାରକୁ ପ୍ରଭାତ ଆଲୋକରେ ପରିଣତ କଲେ।

Amos 6:12
ଅଶ୍ବମାନେ ଢଲୋ ପଥରଗୁଡିକ ଉପ ରେ ଦୌଡିବେ କି? ଆଉ ମଧ୍ଯ କୌଣସି ଲୋକ ବଳଦମାନଙ୍କୁ ସମୁଦ୍ର ରେ ହଳ କରିବା ରେ ବ୍ଯବହାର କରନ୍ତି?କିନ୍ତୁ ତୁମ୍ଭେ ସବୁ ଜିନିଷ ତଳ ଉପର ପରିବର୍ତ୍ତନ କରିଛ। ତୁମ୍ଭେ ଧାର୍ମିକକୁ ନାଗ ବିଷ ରେ ପରିଣତ କରିଛ ଏବଂ ଆଉ ଅତି ଉତ୍ତମ ନ୍ଯାଯକୁ ତୀବ୍ର ହଳାହଳ ରେ ପରିଣତ କରିଛ।

Occurences : 8

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்