Base Word
כָּתָב
Short Definitionsomething written, i.e., a writing, record or book
Long Definitiona writing, document, edict
Derivationfrom H3789
International Phonetic Alphabetkɔːˈt̪ɔːb
IPA modkɑːˈtɑːv
Syllablekātāb
Dictionkaw-TAWB
Diction Modka-TAHV
Usageregister, scripture, writing
Part of speechn-m

1 Chronicles 28:19
ଦାଉଦ କହିଲେ, ସଦାପ୍ରଭୁ ମାେତେ ପରିଚାଳନା ଦବୋ ସହିତ ଏହି ସମସ୍ତ ଯୋଜନା ଲିଖିତ ହାଇେଅଛି। ସଦାପ୍ରଭୁ ମାେତେ ଏହି ଯୋଜନା ରେ ଲିଖିତ ସମସ୍ତ ବିଷଯ ବୁଝିବା ରେ ସାହାୟ୍ଯ କରିଅଛନ୍ତି।

2 Chronicles 2:11
ତା'ପରେ ସୋରର ରାଜା ହୂରମ, ଶଲୋମନ ନିକଟକୁ ଏକ ଲିଖିତ ବାର୍ତ୍ତା ପଠାଇଲେ। ସହେି ବାର୍ତ୍ତା ଥିଲା : ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଭଲ ପାଆନ୍ତି। ସେଥିପାଇଁ ସେ ତୁମ୍ଭକୁ ରାଜା ରୂପେ ମନୋନୀତ କରିଅଛନ୍ତି।

2 Chronicles 35:4
ତୁମ୍ଭମାନଙ୍କର ପରିବାର ଅନୁୟାଯୀ ମନ୍ଦିରର ସବୋକାର୍ୟ୍ଯ ନିମନ୍ତେ ନିଜକୁ ପ୍ରସ୍ତୁତ କର। ରାଜା ଦାଉଦ ଓ ତାଙ୍କର ପୁତ୍ର ରାଜା ଶ ଲୋମନ ତୁମ୍ଭମାନଙ୍କୁ ଯେଉଁ କାର୍ୟ୍ଯସବୁ କରିବାକୁ ଦଇେଛନ୍ତି, ତାହା କର।

Ezra 2:62
ଏହି ଲୋକମାନେ ସମାନଙ୍କେର ବଂଶାବଳୀର ନଥିପତ୍ର ଖାଜେିଲେ, କିନ୍ତୁ ସଗେୁଡିକ ପାଇବାକୁ ଅକ୍ଷମ ହେଲେ, ତେଣୁ ସମାନଙ୍କେୁ ଯାଜକତ୍ବରୁ ବାହାର କରି ଦିଆଗଲା।

Ezra 4:7
ଏହାପରେ ଅର୍ତ୍ତକ୍ଷସ୍ତର ଶାସନ ସମୟରେ ବିଶ୍ଲମ୍, ମିତ୍ରଦାତ୍, ଟାବଲେ ଓ ତାହାର ଅନ୍ୟ ସାଥିମାନେ ପାରସ୍ଯର ରାଜା ଅର୍ତ୍ତକ୍ଷସ୍ତ ନିକଟକୁ ଲେଖିଲେ। ସହେି ପତ୍ର ଅରାମୀଯ ଅକ୍ଷର ରେ ଲଖାେ ୟାଇ ତାହା ଅରାମୀଯ ଭାଷା ରେ ଅନୁବାଦ କରାୟାଇଥିଲା।

Nehemiah 7:64
ସମାନେେ ସମାନଙ୍କେର ପରିବାରର ଇତିହାସ ଖାଜେିଲେ, ସମାନଙ୍କେର ମଧିଅରେ ଯେଉଁମାନଙ୍କର ପୂର୍ବପୁରୁଷ ପଞ୍ଜିକୃତ ହାଇେଥିଲେ, ମାତ୍ର ସମାନେେ ପାଇଲେ ନାହିଁ। ତେଣୁ ସମାନେେ ଯାଜକତ୍ବରୁ ଅ ଯୋଗ୍ଯ ଘୋଷିତ ହେଲେ।

Esther 1:22
ତେଣୁ ସେ ପ୍ରେତ୍ୟକକ ପ୍ରଦେଶ ରେ ଅକ୍ଷାରାନୁସା ରେ ଓ ପ୍ରେତ୍ୟକକ ଗୋ୍ଟୀର ଭାଷାନୁସା ରେ ରାଜାର ଅଧିନ ପ୍ରେତ୍ୟକକ ପ୍ରଦେଶକୁ ଏହିରୂପେ ପତ୍ର ପଠାଇଲା, ପ୍ରେତ୍ୟକକ ପୁରୁଷ ନିଜନିଜ ଗୃହ ରେ କତ୍ତୁର୍ତ୍ବ କରୁ ଓ ସ୍ବ ଗୋଷ୍ଠୀଯ ଭାଷାନୁସା ରେ ତାହାର ପଗ୍ଭର କରୁ।

Esther 3:12
ଏଣୁ ପ୍ରଥମ ମାସର ତ୍ରଯୋଦଶ ଦିନ ରେ ରାଜାର ଲେଖକମାନେ ଆହୁତ ହୁଅନ୍ତେ, ହାମନର ସମସ୍ତ ଆଜ୍ଞାନୁସା ରେ ପ୍ରେତ୍ୟକକ ପ୍ରଦେଶସ୍ଥ ରାଜ ପ୍ରତିନିଧିଗଣ ଓ ଅଧିପତିଗଣ ଓ ପ୍ରେତ୍ୟକକ ଦେଶୀଯ ଲୋକଙ୍କ ଭାଷାନୁସା ରେ ପତ୍ର ଲିଖିତ ହେଲା। ତାହା ଅକ୍ଷଶ୍ବରେଶ ରାଜାର ନାମ ରେ ଲିଖିତ ଓ ରାଜାର ଅଙ୍ଗୁକୀଯ ରେ ମୁଦ୍ରାଙ୍କିତ ହେଲା।

Esther 3:14
ପୁଣି ସହେି ଦିନ ନିମନ୍ତେ ସମସ୍ତ ଲୋକ ଯମେିତି ପ୍ରସ୍ତୁତ ହୁଅନ୍ତି ଏଥିପାଇଁ ପ୍ରେତ୍ୟକକ ପ୍ରଦେଶ ରେ ଆଜ୍ଞା ପ୍ରଗ୍ଭର କରିବାକୁ ଓ ୟାବତୀଯ ଲୋକଙ୍କୁ ଜଣାଇବାକୁ ସହେି ଲିଖନର ପ୍ରତିଲିପି ଦିଆଗଲା।

Esther 4:8
ଆହୁରି ମଧ୍ଯ ସମାନଙ୍କେ ବିନାଶାର୍ଥେ ଯେଉଁ ଆଜ୍ଞାପତ୍ର ଶୂଶନ ରେ ଦଇେଥିଲା, ତହିଁର ଏକ କପି ଏଷ୍ଟରକୁ ଦଖାଇେ ଜ୍ଞାତ କରାଇବାକୁ ଦଲୋ। ଆଉ ଏଷ୍ଟର ଯେପରି ଆପଣା ଲୋକମାନଙ୍କ ପାଇଁ ରାଜାଙ୍କ ଛାମୁ ରେ ପ୍ରବେଶ କରି ତାହାଙ୍କ ନିକଟରେ ନିବଦନେ ଓ ଅନୁ ରୋଧ କରିବ ଏପରି ଆଦେଶ କରିବାକୁ କହିଲା।

Occurences : 17

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்