Base Word
כֶּשֶׂב
Short Definitiona young sheep
Long Definitionlamb, young ram, sheep
Derivationapparently by transposition for H3532
International Phonetic Alphabetkɛˈɬɛb
IPA modkɛˈsɛv
Syllablekeśeb
Dictionkeh-SEB
Diction Modkeh-SEV
Usagelamb
Part of speechn-m

Genesis 30:32
ଆଜି ମୁଁ ତୁମ୍ଭର ସକଳ ପଲ ମଧ୍ଯଦଇେ ୟାଇ ମଷଗେଣ ମଧ୍ଯରୁ ଚିତ୍ର ବଚିତ୍ର ଓ ବିନ୍ଦୁ ଚିହ୍ନିତ ଓ କୃଷ୍ଣବର୍ଣ୍ଣ ମଷେମାନଙ୍କୁ ପୁଣି ଛାଗଳଗଣ ମଧ୍ଯରୁ ବିନ୍ଦୁ ଚିହ୍ନିତ ଓ ଚିତ୍ର ବିଚିତ୍ର ଛାଗଳମାନଙ୍କୁ ପୃଥକ କରିବି। ସହେି ସବୁ ମାରେ ବର୍ତ୍ତନ ସ୍ବରୁପ ହବେ।

Genesis 30:33
ଭବିଷ୍ଯତ ରେ ଯେତବେେଳେ ମୁଁ ସଚ୍ଚୋଟ ବୋଲି ତୁମ୍ଭେ ଜାଣିପାରିବ। ଯଦି ତୁମ୍ଭେ ମାରେ ମଷେପଲ ଦେଖିବାକୁ ଆସିପାରିବ। ତୁମ୍ଭେ ମାରେ ପଲକୁ ଦିଖିପାର। ଅର୍ଥାତ୍ ଛାଗଳମାନଙ୍କ ମଧିଅରେ ଚିତ୍ର ବିଚିତ୍ର ଓ ବିନ୍ଦୁ ଚିହ୍ନିତ ଛାଗଳ ଛଡ଼ା ଓ ମଷଗେଣ ମଧିଅରେ କୃଷ୍ଣବର୍ଣ୍ଣ ମଷେ ବ୍ଯତୀତ ଯେତେ ଥିବେ ତାହା ମାହେର ର୍ଚୌୟ୍ଯରୂପେ ଗଣ୍ଯ ହବେ।

Genesis 30:35
ସହେିଦିନ ଲାବନ ବିନ୍ଦୁ ଚିହ୍ନିତ ଛାଗଳନମାନଙ୍କୁ ଲୁଚାଇ ଦଲୋ। ଏବଂ ଚିତ୍ର ବିଚିତ୍ର ଛାଗ ସବୁକୁ ଲୁଚାଇ ଦଲୋ। ଲାବନ ସମସ୍ତ ମାଟିଆ ବର୍ଣ୍ଣ ମଷଗେଣକୁ ସେ ତା'ର ପୁତ୍ରମାନଙ୍କୁ ଯତ୍ନ ନବୋକୁ ଦଲୋ।

Genesis 30:40
ଯାକୁବ ସହେି ଚିତ୍ର ବିଚିତ୍ର ଛୁଆମାନଙ୍କୁ ଅନ୍ୟ ପାଖରୁ ଭିନ୍ନ ଭିନ୍ନ କଲା। ପୁଣି ଲାବନ ରଖାଙ୍କେିତ ଓ କୃଷ୍ଣବର୍ଣ୍ଣ ସବୁ ମଷେ ପ୍ରତି ମଷେୀମାନଙ୍କର ଦୃଷ୍ଟି ରଖାଇଲା। ଏହିପ୍ରକା ରେ ସେ ଲାବନର ପଲ ସହିତ ଆପଣା ପଲ ତନଖି ପୃଥକ କଲା।

Leviticus 1:10
ଯଦି ସେ ମଷେ କିମ୍ବା ଛାଗ ଆପଣା ପଲରୁ ହାମବେଳି ଉତ୍ସର୍ଗ କରେ, ତବେେ ତାହା ନିଖୁଣ ପୁଂପଶୁ ହାଇେଥିବ।

Leviticus 3:7
ଯଦି ସେ ନବୈେଦ୍ଯ ରୂପେ ମଷେ ଉତ୍ସର୍ଗ କରେ ତବେେ ସେ ନିଶ୍ଚିତ ସଦାପ୍ରଭୁ ପରମେଶ୍ବରଙ୍କ ସମ୍ମୁଖକୁ ତାକୁ ଆଣିବ।

Leviticus 4:35
ସେ ଉତ୍ସର୍ଗ କରାୟାଇଥିବା ପଶୁଠାରୁ ସମସ୍ତ ମଦେ କାଢି ନବେ। ଯେପରି ସେ ସହଭାଗିତାର ନବୈେଦ୍ଯକୁ କରିଥିଲା ଏବଂ ସଦାପ୍ରଭୁଙ୍କୁ ଉପହାର ଦବୋକୁ ଯାଜକ ଏହାକୁ ୟଜ୍ଞବଦେୀ ରେ ଦଗ୍ଧ କରିବ। ଏହି ପ୍ରକା ରେ ଯାଜକ ନିଜ ପାପ ପାଇଁ ତା'ର ତରଫରୁ ପ୍ରାଯଶ୍ଚିତ କରିବ ଏବଂ ତାକୁ କ୍ଷମା ଦିଆୟିବ।

Leviticus 7:23
ଇଶ୍ରାୟେଲର ଲୋକମାନଙ୍କୁ କୁହ, ଗାଇ କି ମଷେ କି ଛାଗର ମଦେ ଭୋଜନ ନ କରିବା ପାଇଁ।

Leviticus 17:3
ଯଦି କହେି ଗାଈ କି ମଷେ କି ଛାଗ ଛାଉଣୀ ମଧିଅରେ ବା ଛାଉଣୀ ବାହା ରେ ବଧ କରେ,

Leviticus 22:19
ସମାନେେ ଗ୍ରାହ୍ଯ ହବୋ ନିମନ୍ତେ ନିଖୁଣ ଅଣ୍ଡିରା ମଷେ, ଗୋରୁ କିମ୍ବା ପୁଂଛାଗ ଉତ୍ସର୍ଗ କରିବା ଉଚିତ୍।

Occurences : 13

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்