Base Word
אֵיפָה
Short Definitionan ephah or measure for grain; hence, a measure in general
Long Definitionephah
Derivationor (shortened) אֵפָה ; of Egyptian derivation
International Phonetic Alphabetʔei̯ˈpɔː
IPA modʔei̯ˈfɑː
Syllableʾêpâ
Dictionay-PAW
Diction Moday-FA
Usageephah, (divers) measure(-s)
Part of speechn-f

Exodus 16:36
ଏକ ଓମର ଐଫାର ଦଶମାଂଶ।

Leviticus 5:11
ଯଦି ସେ ଦୁଇଟି କପୋତ ଛୁଆ କିମ୍ବା ଦୁଇଟି ପାରା ଛୁଆ ଆଣିବାକୁ ଅସମର୍ଥ ହୁଏ ତବେେ ସେ ପାପାର୍ଥକ ନବୈେଦ୍ଯ ପାଇଁ ଐଫାର ଦଶମାଂଶ ସରୁ ମଇଦା ଆଣିବା ଉଚିତ୍, ସେଥି ରେ ତୈଳ ଦବୋ ଉଚିତ୍ ନୁହେଁ କି ସୁଗନ୍ଧି ହବୋ ଉଚିତ୍ ନୁହଁ କାରଣ ତାହା ପାପାର୍ଥକ ନବୈେଦ୍ଯ ।

Leviticus 6:20
ଏହି ନବୈେଦ୍ଯ ହାରୋଣ ଓ ତାଙ୍କର ପୁତ୍ରଗଣ ସଦାପ୍ରଭୁଙ୍କୁ ସମାନଙ୍କେର ଅଭିଷକେ ଦିନ ରେ ଉତ୍ସର୍ଗ କରିବା ଉଚିତ୍। ସମାନେେ ପ୍ରତିଦିନ ଶସ୍ଯ ନବୈେଦ୍ଯ ନିମନ୍ତେ ଐଫାର ଦଶମାଂଶ ସରୁ ମଇଦା ନଇେ ଅର୍ଦ୍ଧକେ ପ୍ରଭାତ ରେ ଓ ଅର୍ଦ୍ଧକେ ସନ୍ଧ୍ଯା କାଳ ରେ ଉତ୍ସର୍ଗ କରିବେ।

Leviticus 19:36
ଯଥାର୍ଥ ଦଣ୍ଡି, ଯଥାର୍ଥ ବଟକରା, ଯଥାର୍ଥ ଐଫ ଓ ଯଥାର୍ଥ ପଳା ତୁମ୍ଭମାନଙ୍କର ହବେ। ଯେ ମିଶର ଦେଶରୁ ତୁମ୍ଭମାନଙ୍କୁ ବାହାର କରି ଆଣିଲେ ଆମ୍ଭେ ସହେି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟୁ।

Numbers 5:15
ତବେେ ସହେି ପୁରୁଷ ନିଜ ସ୍ତ୍ରୀକୁ ଯାଜକ ନିକଟକୁ ଆଣିବ, ତା'ର ଉପହାର ଐଫାର ଦଶମାଂଶ ବାର୍ଲି ମଇଦା ଆଣିବ, ତହିଁ ଉପରେ ସେ ତୈଳ ଢାଳିବ ନାହିଁ, ଅବା ଧୂପ ସେଥି ରେ ସଂୟୋଗ କରିବ ନାହିଁ, କାରଣ ତାହା ଇର୍ଷାର ଶସ୍ଯ ନବୈେଦ୍ଯ, ତାହାର ଦୋଷକୁ ଅନାବୃତ କରିବା ପାଇଁ ଏହି ଶସ୍ଯ ନବୈେଦ୍ଯ ଉତ୍ସର୍ଗ କରାଗଲା।

Numbers 28:5
ଶସ୍ଯ ନବୈେଦ୍ଯ ନିମନ୍ତେ ଏକ ଅର୍ଦ୍ଧ ହିନର ପଷୋ ତୈଳ ମିଶ୍ରିତ ଅର୍ଦ୍ଧ ହିନର ସରୁ ମଇଦା ଦବେ।

Deuteronomy 25:14
ତୁମ୍ଭେ ଆପଣା ଗୃହ ରେ ଉଣା ଅଧିକ ପରିମାଣର ପାତ୍ର ରଖିବ ନାହିଁ।

Deuteronomy 25:14
ତୁମ୍ଭେ ଆପଣା ଗୃହ ରେ ଉଣା ଅଧିକ ପରିମାଣର ପାତ୍ର ରଖିବ ନାହିଁ।

Deuteronomy 25:15
ତୁମ୍ଭେ ଯଥାର୍ଥ ଓ ନ୍ଯାଯ ବଟକରା ରଖିବ। ପକ୍ସ୍ଟଣି ଯଥାର୍ଥ ଓ ନ୍ଯାଯ ପରିମାଣ ପାତ୍ର ରଖିବ, ତହିଁରେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତୁମ୍ଭକୁ ଯେଉଁ ଦେଶ ଦବେେ, ସହେି ଦେଶ ରେ ତୁମ୍ଭର ଦିନ ଦୀର୍ଘ୍ଯ ହବେ।

Judges 6:19
ତେଣୁ ଗିଦ୍ଦିୟୋନ ଭିତରକକ୍ସ୍ଟ ୟାଇ ଏକ ଛାଗବତ୍ସକକ୍ସ୍ଟ ରାନ୍ଧିଲା। ଏକ କୋଡିଏ ପାଉଣ୍ତ ମଇଦାର ତାଡୀଶୂନ୍ଯ ରୋଟୀ ପ୍ରସ୍ତକ୍ସ୍ଟତ କଲେ, ଗିଦ୍ଦିୟୋନ ମାଂସକକ୍ସ୍ଟ ଗୋଟିଏ ଝକ୍ସ୍ଟଡି ରେ ଓ ଝୋଳକକ୍ସ୍ଟ ଅନ୍ୟ ପାତ୍ର ରେ ରଖିଲେ, ଏହିଗକ୍ସ୍ଟଡିକ ଆଣି ଆଲୋନ୍ ବୃକ୍ଷ ନିକଟରେ ରଖିଥିଲେ।

Occurences : 40

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்