Base Word
כָּלָה
Short Definitiona completion; adverb, completely; also destruction
Long Definitioncompletion, termination, full end, complete destruction, consumption, annihilation
Derivationfrom H3615
International Phonetic Alphabetkɔːˈlɔː
IPA modkɑːˈlɑː
Syllablekālâ
Dictionkaw-LAW
Diction Modka-LA
Usagealtogether, (be, utterly) consume(-d), consummation(-ption), was determined, (full, utter) end, riddance
Part of speechn-f

Genesis 18:21
ତେଣୁ ମୁଁ ସଠାେକୁ ୟିବି ଏବଂ ଦେଖିବି, ଯଦି ସମାନେେ ସପରେି କରିଅଛନ୍ତି, ଯାହା ମୁଁ ଶୁଣିଛି। ଯଦି ନାହିଁ, ମୁଁ ଜାଣିବାକୁ ଚା ହେଁ।

Exodus 11:1
ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ, ଆମ୍ଭେ ଆଉ ଏକ ଉତ୍ପାତ ମିଶର ଓ ଫାରୋଙ୍କ ବିରୁଦ୍ଧ ରେ ଆଣିବା। ଏହାପରେ ସେ ତୁମ୍ଭକୁ ମିଶରରୁ ବାହାର କରିଦବେ। ଏପରିକି ସେ ତୁମ୍ଭକୁ ବଳପୂର୍ବକ ମିଶରରୁ ତଡିଦବେ।

1 Samuel 20:33
କିନ୍ତୁ ଶାଉଲ ଯୋନାଥନଙ୍କକ୍ସ୍ଟ ମାରିବା ପାଇଁ ତା ଉପରକକ୍ସ୍ଟ ବର୍ଚ୍ଛା ଫୋପାଡିଲେ। ତେଣୁ ଯୋନାଥନ ଜାଣିଲା ତାଙ୍କ ବାପା ଦାଉଦଙ୍କକ୍ସ୍ଟ ମାରିବା ପାଇଁ ବହକ୍ସ୍ଟତ ଆଗ୍ରହି।

2 Chronicles 12:12
ରିହବିଯାମ୍ ଯେତବେେଳେ ନିଜକୁ ନମ୍ର କଲେ, ସଦାପ୍ରଭୁ ରିହବିଯାମଙ୍କଠାରୁ ଆପଣା କୋର୍ଧ ଫରୋଇ ନଇଗେଲେ। ତେଣୁ ସଦାପ୍ରଭୁ ରିହବିଯାମ୍ଙ୍କୁ ସମ୍ପୂର୍ଣ୍ଣରୂପେ ବିନଷ୍ଟ କଲେ ନାହିଁ। ଯିହୁଦାର କିଛି ମଙ୍ଗଳ ହେଲା।

Nehemiah 9:31
କାରଣ ତୁମ୍ଭେ ଦୟାବାନ, ତୁମ୍ଭେ ସମାନଙ୍କେୁ ପୁରାପୁରି ଧ୍ବଂସ କଲନାହିଁ। ତୁମ୍ଭେ ସମାନଙ୍କେୁ ପରିତ୍ଯାଗ କଲ ନାହିଁ କାରଣ ତୁମ୍ଭେ କୃପାମଯ ଦୟାଳୁ ପରମେଶ୍ବର ଅଟ।

Isaiah 10:23
ମାେ ପ୍ରଭୁ ସର୍ବଶକ୍ତିମାନ ସଦାପ୍ରଭୁ ନିଶ୍ଚିତ ଭାବରେ ଏହି ଦେଶକୁ ଧ୍ବଂସ କରିବେ।

Isaiah 28:22
ବର୍ତ୍ତମାନ ଆଉ ତୁମ୍ଭମାନେେ ସିନ୍ଦୁକ ହୁଅ ନାହିଁ। ଯଦି ତୁମ୍ଭେ ତାହା କର, ତୁମ୍ଭ ଚାରି ପାଖ ରେ ଥିବା ବନ୍ଧନ ରଜ୍ଜୁ ଦୃଢ଼ ହବେ।

Jeremiah 4:27
ସଦାପ୍ରଭୁ ଏହି କଥା କହନ୍ତି, ସମଗ୍ର ଦେଶ ବନ୍ଧ୍ଯା ହବେ, ମାତ୍ର ମୁଁ ସମ୍ପୂର୍ଣ୍ଣ ରୂପେ ଏହାକୁ ନିଃଶଷେ କରିବି ନାହିଁ।

Jeremiah 5:10
ତୁମ୍ଭମାନେେ ପ୍ରାଚୀର ଉପରକୁ ୟାଇ ଦ୍ରାକ୍ଷାଲତାର ଶାଖାସବୁ କାଟି ପକାଅ। ମାତ୍ର ସଗେୁଡ଼ିକୁ ସମ୍ପୂୂର୍ଣ୍ଣ ବିନାଶ କର ନାହିଁ, କାରଣ ସେ ସବୁ ସଦାପ୍ରଭୁଙ୍କର ନୁହେଁ।

Jeremiah 5:18
ମାତ୍ର ସଦାପ୍ରଭୁ କହନ୍ତି, ହେ ଯିହୁଦା ଏପରିକି ଯେତବେେଳେ ସହେି ଭୟଙ୍କର ସମୟ ଆସିବ, ଆମ୍ଭେ ତୁମ୍ଭମାନଙ୍କୁ ସମ୍ପୂର୍ଣ୍ଣ ରୂପେ ଧ୍ବଂସ କରିବା ନାହିଁ।

Occurences : 21

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்