Base Word
כּוּר
Short Definitiona pot or furnace (as if excavated)
Long Definition(n m) furnace, forge, smelting furnace or pot
Derivationfrom an unused root meaning properly, to dig through
International Phonetic Alphabetkuːr
IPA modkuʁ
Syllablekûr
Dictionkoor
Diction Modkoor
Usagefurnace
Part of speechn-m

Deuteronomy 4:20
କିନ୍ତୁ ସଦାପ୍ରଭୁ ତୁମ୍ଭମାନଙ୍କୁ ଏକ ଲକ୍ସ୍ଟହା ତରଳା ଯାଉଥିବା ଚକ୍ସ୍ଟଲ୍ଲାରକ୍ସ୍ଟ କାଢି ଆଣିବା ତକ୍ସ୍ଟଲ୍ଯ, ମିଶରରକ୍ସ୍ଟ ବାହାର କରି ଆଣିଛନ୍ତି। ଏବଂ ସେ ତୁମ୍ଭମାନଙ୍କୁ ତାଙ୍କର ମୂଲ୍ଯବାନ ଲୋକ ହବୋ ପାଇଁ ଆଣିଛନ୍ତି, ତୁମ୍ଭମାନେେ ଯେପରି ଆଜି ହାଇେଛ।

1 Kings 8:51
ମନରେଖ ଯେ, ସମାନେେ ତୁମ୍ଭର ଲୋକ ଓ ତୁମ୍ଭେ ସମାନଙ୍କେୁ ମିଶରରୁ ବାହାର କରି ଆଣିଛ। ଏହା ଏପରି ସଦୃଶ୍ଯ ଯେ, ତୁମ୍ଭେ ସମାନଙ୍କେୁ ଗରମ ଚୁଲ୍ଲୀରୁ ଟାଣି ଆଣି ରକ୍ଷା କରିଛ।

Proverbs 17:3
ନିଆଁ ରେ ସୁନା ଓ ରୂପାର ବିଶୁଦ୍ଧତା ପରୀକ୍ଷା କରାୟାଏ। ମାତ୍ର ସଦାପ୍ରଭୁ ଅନ୍ତଃକରଣର ପରୀକ୍ଷା କରନ୍ତି।

Proverbs 27:21
କୌଯି ରେ ରୂପା, ଉହ୍ନଇେ ରେ ସୁନା, ପ୍ରଶଂସା ରେ ମନୁଷ୍ଯ ପରୀକ୍ଷିତ ହୁଏ।

Isaiah 48:10
ଦେଖ, ଆମ୍ଭେ ତୁମ୍ଭକୁ ପରିଷ୍କାର କରିବୁ। ମାତ୍ର ଲୋକମାନେ ଯେପରି ରୂପାକୁ ଅଗ୍ନି ରେ ପକାଇ ପରିଷ୍କାର କରନ୍ତି ସପରେି ନୁହେଁ। ଆମ୍ଭେ ତୁମ୍ଭକୁ ଦୁଃଖରୂପକ ଉହ୍ନଇେ ରେ ପକାଇ ପରିଷ୍କାର କରିବୁ।

Jeremiah 11:4
ଆମ୍ଭେ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ମିଶରରୁ ଯେତବେେଳେ ଆଣିଲୁ ତାହା ଏକ ଲୌହ ଅଗ୍ନିକୁଣ୍ଡ ସଦୃଶ ନାନା ଦୁଃଖ ଦୁର୍ବିପାକରେ ପୂର୍ଣ୍ଣ ଥିଲା, ସତେିକି ବେଳେ ସମାନଙ୍କେୁ ବାହାର କରି ଆଣି ଏହି ଆଦେଶ ଦଇେଥିଲୁ, ତୁମ୍ଭମାନେେ ଆମ୍ଭର ଆଜ୍ଞା ପାଳନ କର। ତାହା ହେଲେ ତୁମ୍ଭମାନେେ ଆମ୍ଭର ଲୋକ ହବେ ଓ ଆମ୍ଭେ ତୁମ୍ଭର ପରମେଶ୍ବର ହବୋ।

Ezekiel 22:18
ହେ ମନୁଷ୍ଯ ପୁତ୍ର, ଇଶ୍ରାୟେଲ ବଂଶ ଆମ୍ଭ ନିକଟରେ ଖାଦ ସ୍ବରୂପ ହାଇେଅଛନ୍ତି। ସେ ସମସ୍ତ ଉହ୍ନଇେ ମଧିଅରେ ପିତ୍ତଳ, ଦସ୍ତା, ଲୁହା ଓ ସୀସା ସ୍ବରୂପ ହାଇେଅଛନ୍ତି। ସମାନେେ ରୂପାର ଖାଦ ସ୍ବରୂପ।

Ezekiel 22:20
ଯେପରି ଲୋକମାନେ ଉହ୍ନଇେ ମଧିଅରେ ରୂପା, ପିତ୍ତଳ, ଲୁହା, ସୀସା ଓ ଦସ୍ତା ଏକତ୍ର କରି ତରଳାଇବା ପାଇଁ ତହିଁ ଉପ ରେ ଅଗ୍ନି ରଖି ଫୁଙ୍କନ୍ତି। ସହେିପରି ଆମ୍ଭେ ତୁମ୍ଭମାନଙ୍କୁ ଆପଣା କୋରଧ ଓ ଆପଣା କୋପ ରେ ଏକତ୍ର କରି ସେ ସ୍ଥାନ ରେ ରଖିବା ଓ ତୁମ୍ଭମାନଙ୍କୁ ଜାଣିବା।

Ezekiel 22:22
ଯେପରି ରୂପା ଗୋଟିଏ ଉହ୍ମାଇ ରେ ତରଳା ହାଇେଥାଏ ମୁଁ ତୁମ୍ଭଙ୍କୁ ନଗର ରେ ତରଳାଇବି। ତେଣୁ ତୁମ୍ଭମାନେେ ଅନୁଭବ କରିବ ଯେ, ମୁଁ ସଦାପ୍ରଭୁ ତୁମ୍ଭମାନଙ୍କ ବିରୁଦ୍ଧ ରେ ଆପଣା କୋର୍ଧ ପ୍ରକାଶ କରିଛି।'

Occurences : 9

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்