Base Word
כּוֹנַנְיָהוּ
Short DefinitionConanjah, the name of two Israelites
Long Definitiona Levite ruler in the time of Hezekiah
Derivationfrom H3559 and H3050; Jah has sustained
International Phonetic Alphabetko.n̪ɑn̪.jɔːˈhuː
IPA modko̞w.nɑn.jɑːˈhu
Syllablekônanyāhû
Dictionkoh-nahn-yaw-HOO
Diction Modkoh-nahn-ya-HOO
UsageConaniah, Cononiah
Part of speechn-pr-m

2 Chronicles 31:12
ଏହାପରେ ଯାଜକମାନେ ନବୈେଦ୍ଯ ଦଶମାଂଶ ଓ ଅନ୍ଯାନ୍ଯ ବସ୍ତୁସବୁ ଆଣିଲେ, ଯେଉଁଗୁଡ଼ିକ କବଳେ ସଦାପ୍ରଭୁଙ୍କୁ ଦିଆୟିବା ନିମନ୍ତେ ଉଦ୍ଦିଷ୍ଟ ଥିଲା, ସହେି ସମସ୍ତ ସଂଗୃହୀତ ବସ୍ତୁ ମନ୍ଦିର ମଧ୍ଯସ୍ଥ ଭଣ୍ଡାର ଘରମାନଙ୍କ ରେ ରଖାଗଲା। ଲବେୀୟ କନାନିଯ ସହେି ସମସ୍ତ ସଂଗୃହୀତ ବସ୍ତୁର ଦାଯିତ୍ବ ରେ ଥିଲେ, ଶିମିଯି ଦ୍ବିତୀୟ ରେ ଏହି ଦାଯିତ୍ବ ରେ ଥିଲେ। ଶିମିଯି କନାନିଯଙ୍କ ଭ୍ରାତା ଥିଲେ।

2 Chronicles 31:13
କନାନିଯ ଓ ତାଙ୍କର ଭୟାତା ଶିମିଯି ଏହି ଲୋକମାନଙ୍କର ତତ୍ତ୍ବାବଧାରକ ଥିଲେ : ୟିହୀଯେଲ୍, ଅସସିଯ, ନହତ୍, ଅସା ହେଲ୍, ଯିରମୋେତ୍, ୟୋଷାବଦ୍, ଇଲୀଯଲେ, ୟିଷ୍ମଖିଯ ମାହତ୍ ଓ ବନାଯ। ରାଜା ହିଜକିଯ ଓ ପରମେଶ୍ବର ମନ୍ଦିର ଦାଯିତ୍ବ ରେ ଥିବା ପଦାଧିକାରୀ ଅସରିଯ ସହେି ଲୋକମାନଙ୍କୁ ମନୋନୀତ କଲେ।

2 Chronicles 35:9
ଆହୁରି ମଧ୍ଯ କନାନିଯ, ତାଙ୍କ ଭାଇ ଶମଯିଯ, ନଥନେଲ୍ଙ୍କ ହଶବିଯ, ୟିଯୁଯଲେ ଓ ୟୋଷାବଦ୍ ସହିତ 500 ମଷେ ଓ ଛାଗ ଏବଂ 500 ବଳଦ ନିସ୍ତାରପର୍ବ ନିମନ୍ତେ ଲବେୀୟମାନଙ୍କୁ ଦେଲେ। ସହେି ଲୋକମାନେ ଲବେୀୟମାନଙ୍କର ନେତାଗଣ ଥିଲେ।

Occurences : 3

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்