Base Word
כִּבְשָׁן
Short Definitiona smelting furnace (as reducing metals)
Long Definitionkiln (pottery or lime), smelting forge, furnace
Derivationfrom H3533
International Phonetic Alphabetkɪbˈʃɔːn̪
IPA modkivˈʃɑːn
Syllablekibšān
Dictionkib-SHAWN
Diction Modkeev-SHAHN
Usagefurnace
Part of speechn-m

Genesis 19:28
ସଦୋମ ଓ ହ ମାରୋ ଓ ପ୍ରାନ୍ତରସ୍ଥ ସମସ୍ତ ଅଞ୍ଚଳକୁ ଅନାନ୍ତେ ସହେି ଦେଶରୁ ଭାଟୀର ଧୂମତୁଲ୍ଯ ଧୂମ ଉଠିବାର ଦେଖିଲେ।

Exodus 9:8
ସଦାପ୍ରଭୁ ମାଶାେ ଏବଂ ହାରୋଣଙ୍କୁ କହିଲେ, ହାତ ମୁଠାକୁ ଭାଟିର ଭସ୍ମ ରେ ପୂର୍ଣ୍ଣ କର। ମାଶାେ ତୁମ୍ଭେ ଫାରୋ ଦେଖୁଥିବା ସମୟରେ ଭସ୍ମ ପବନ ରେ ନିଶ୍ଚଯ ଉଡାଇ ଦବେ।

Exodus 9:10
ତେଣୁ ମାଶାେ ଓ ହାରୋଣ ଏକ ଭାଟିରୁ ଭସ୍ମ ନେଲେ। ଏବଂ ସମାନେେ ଫାରୋଙ୍କ ସମ୍ମୁଖ ରେ ଛିଡା ହାଇେ ଆକାଶକୁ ଉଡାଇ ଦେଲେ। ଏହାପରେ ୟନ୍ତ୍ରଣାଦାୟକ ଦାହୟୁକ୍ତ ବଥମାନ ମନୁଷ୍ଯ ଓ ପଶୁମାନଙ୍କଠା ରେ ଦଖାେ ଦଲୋ।

Exodus 19:18
ସୀନଯ ପର୍ବତ ଧୂଆଁ ରେ ପରିପୂର୍ଣ୍ଣ ଥିଲା। ଚିମିନିରୁ ଧୁଆଁ ବାହାରିଲା ପରି ପର୍ବତରୁ ଧୂଆଁ ବାହରୁଥିଲା। ଏପରି ଘଟିଲା କାରଣ ସଦାପ୍ରଭୁ ଅଗ୍ନି ବାହନ ରେ ପର୍ବତ ରେ ଅବତରଣ କରିଥିଲେ। ପର୍ବତଟି କମ୍ପନ କରିବାକୁ ଲାଗିଲା।

Occurences : 4

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்