Base Word
כְּבָר
Short DefinitionKebar, a river of Mesopotamia
Long Definitiona Babylonian river near which many Israelite exiles settled; maybe the 'Habor' or the 'Royal Canal' of Nebuchadnezzar
Derivationthe same as H3528; length
International Phonetic Alphabetkɛ̆ˈbɔːr
IPA modkɛ̆ˈvɑːʁ
Syllablekĕbār
Dictionkeh-BAWR
Diction Modkeh-VAHR
UsageChebar
Part of speechn

Ezekiel 1:1
ମୁଁ ବୂଷିର ପୁତ୍ର ଯାଜକ ଯିହିଜିକଲ।

Ezekiel 1:3
ବର୍ଷର ଚତୁର୍ଥ ମାସର ପଞ୍ଚମ ଦିନ ରେ ବାବିଲ ରେ ମୁଁ ପରମେଶ୍ବରଙ୍କ ଦର୍ଶନ ପାଇଲି।

Ezekiel 3:15
ତବେେ ମୁଁ ତଲେ-ଆବୀବକୁ, କବାର ନଦୀ ତୀର ନିବାସୀ ନିର୍ବାସିତ ଲୋକମାନଙ୍କ ନିକଟକୁ ଆସିଲି। ସମାନେେ ଯେଉଁ ସ୍ଥାନ ରେ ବାସ କରୁଥିଲେ, ସେ ସ୍ଥାନ ରେ ସମାନଙ୍କେ ମଧିଅରେ ବିବ୍ରତ ଓ ନୀରବ ରେ ସାତଦିନ ବସି ରହିଲି।

Ezekiel 3:23
ତେଣୁ ମୁଁ ଉଠି ପଡ଼ିଲି ଏବଂ ଉପତ୍ୟକାକୁ ଗଲି ସଦାପ୍ରଭୁଙ୍କର ମହିମା ସେ ସ୍ଥାନ ରେ ଠିଆ ହାଇେଥିଲା। ଏବଂ କବାର ନଦୀ କୂଳ ରେ ମୁଁ ଯେଉଁ ମହିମା ଦେଖିଥିଲି, ଏହାହିଁ ତାହା ଥିଲା। ତେଣୁ ମୁଁ ମୁହଁ ମାଡ଼ି ଭୂମିରେ ପଡ଼ି ରହିଲି।

Ezekiel 10:15
ତା'ପ ରେ ମୁଁ ଅନୁଭବ କଲି ଯେ, ଜୀବିତ ପ୍ରାଣୀ ଯାହା ଦେଖିଲି ସମାନେେ କବାର ନଦୀର କିରୁବଦୂତଗୁଡ଼ିକ ଥିଲେ।

Ezekiel 10:20
ମୁଁ କବାର ନଦୀ କୂଳ ରେ ପରମେଶ୍ବରଙ୍କର ମହିମା ରେ ଏହି ଜୀବିତ ପ୍ରାଣୀମାନଙ୍କୁ ଦେଖିଥିଲି। ଏବଂ ସମାନେେ କିରୁବଦୂତଗଣ ବୋଲି ମୁଁ ଜାଣିଲି।

Ezekiel 10:22
ପୁଣି ମୁଁ କବାର ନଦୀ ନିକଟରେ ସମାନଙ୍କେର ଯେଉଁ ଯେଉଁ ମୁଖ ଦେଖିଥିଲି, ସମାନେେ ପ୍ରେତ୍ୟକକ ଆଗକୁ ଗମନ କଲେ।

Ezekiel 43:3
ମୁଁ ଯେଉଁ ଦର୍ଶନ ସଠାେ ରେ ଦେଖିଲି, ତାହା ଯେତବେେଳେ ସହରକୁ ଧ୍ବଂସ କରିବାକୁ ଆସିଲାପରି ଦଖାଯାେଉଥିଲା ଓ ମୁଁ କବାର ନଦୀ ରେ ଦେଖିଥିବା ଦର୍ଶନ ପରି ଥିଲା। ମୁଁ ଭୂମିଶାଯୀ ହାଇେ ପ୍ରଣିପାତ କଲି।

Occurences : 8

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்