Base Word
כְּבָר
Short Definitionproperly, extent of time, i.e., a great while; hence, long ago, formerly, hitherto
Long Definitionalready, long ago, a great while
Derivationfrom H3527
International Phonetic Alphabetkɛ̆ˈbɔːr
IPA modkɛ̆ˈvɑːʁ
Syllablekĕbār
Dictionkeh-BAWR
Diction Modkeh-VAHR
Usagealready, (seeing that which), now
Part of speechadv

Ecclesiastes 1:10
ଜଣେ ଲୋକ କ ହେ, ଦେଖ, ଏହା ନୂଆ। କିନ୍ତୁ ଏହି ବସ୍ତୁ ପୂର୍ବରୁ ରହି ଆସିଛି। ଆମ୍ଭମାନଙ୍କ ପୂର୍ବରୁ ଏହା ଥିଲା।

Ecclesiastes 2:12
ରାଜା ଯାହା କରିପାରିବ ଅନ୍ୟ କହେି ଏପରି କରିପାରିବ ନାହିଁ। ତୁମ୍ଭେ ଯାହା କରିବା ପାଇଁ ଚାହୁଁଛ ବହୁତ ରାଜା ତାହା କରିସାରିଛନ୍ତି। ତା'ପ ରେ ମୁଁ ଆଉଥରେ ଜ୍ଞାନ, ପାଗଳାମି ଓ ଅଜ୍ଞାନତା ବିଷଯ ରେ ଭାବିବାକୁ ଲାଗିଲି।

Ecclesiastes 2:16
ଯେପରି ମୂର୍ଖର, ସହେିପରି ଜ୍ଞାନବାନ ଲୋକର ସ୍ମରଣ ସର୍ବଦା ନ ଥାଏ। କାରର ଭବିଷ୍ଯତ ରେ, ସମସ୍ତେ ବିସ୍ମୃତ ହାଇେ ୟାଇଥିବେ। କଣେ ଜ୍ଞାନୀ ଲୋକକୁ କିପରି ମୂର୍ଖ ଲୋକ ପରି ମରିବା ପାଇଁ ଅନୁମତି ଦିଆୟିବ?

Ecclesiastes 3:15
ଯାହାସବୁ ଏଠା ରେ ଆଉଥରେ ଘଟିବା ଅଛି, ଯାହାସବୁ ଘଟିବାକୁ ଯାଉଛି, ତାହା ଘଟି ସାରିଛି। ପରମେଶ୍ବର ସେସବୁ ଜିନିଷ ଖାଜେନ୍ତି ତାହା ଅତୀତ ହାଇେଛି।

Ecclesiastes 3:15
ଯାହାସବୁ ଏଠା ରେ ଆଉଥରେ ଘଟିବା ଅଛି, ଯାହାସବୁ ଘଟିବାକୁ ଯାଉଛି, ତାହା ଘଟି ସାରିଛି। ପରମେଶ୍ବର ସେସବୁ ଜିନିଷ ଖାଜେନ୍ତି ତାହା ଅତୀତ ହାଇେଛି।

Ecclesiastes 4:2
ମୁଁ ନିଷ୍ପତ୍ତି ନଲେି, ଯେ ଜୀବିତ ଲୋକମାନଙ୍କ ଅପେକ୍ଷା ମୃତ ଲୋକମାନେ ଅଧିକ ଭାଗ୍ଯବାନ୍।

Ecclesiastes 6:10
ଯାହା ହେଉଛି ତାହା ଆଗରୁ ନିର୍ଦ୍ଧାରିତ ହାଇେଅଛି। ଏବଂ ଯେଉଁ ପଥରେ ମନୁଷ୍ଯ ସମାଜ ଚାଲେ ତାହା ପରମେଶ୍ବର ଜାଣନ୍ତି। ଆଉ ୟିଏ ସମାନଙ୍କେଠାରୁ ଶକ୍ତିଶାଳୀ ତାଙ୍କ ସହିତ ୟୁକ୍ତି କରି ସମାନେେ କବେେ ଜିତି ପାରିବେ ନାହିଁ।

Ecclesiastes 9:6
ଯେପରି ସମାନଙ୍କେର ପ୍ ରମେ, ଠିକ୍ ସହେିପରି ସମାନଙ୍କେର ଘୃଣା ଓ ଇର୍ଷା ନଷ୍ଟ ହୁଏ। ଏବଂ ସୂର୍ୟ୍ଯ ତଳେ ଯାହା କିଛି କରାୟାଏ, ତହିଁରେ ଅନନ୍ତକାଳ ସମାନଙ୍କେର କୌଣସି ଅଂଶ ନ ଥାଏ।

Ecclesiastes 9:7
ତୁମ୍ଭେ ଆପଣା ମାର୍ଗ ରେ ୟାଅ। ଆନନ୍ଦ ରେ ଆପଣା ଆହାର ଭୋଜନ କର ଓ ହୃଷ୍ଟ ଚିତ୍ତ ରେ ଆପଣା ଦ୍ରାକ୍ଷାରସ ପାନ କର। କାରଣ ପରମେଶ୍ବର ତୁମ୍ଭର କାର୍ୟ୍ଯ ଗ୍ରହଣ କରି ସାରିଲଣେି।

Occurences : 9

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்