Base Word
כְּאֵב
Short Definitionsuffering (physical or mental), adversity
Long Definitionpain (mental and physical), sorrow
Derivationfrom H3510
International Phonetic Alphabetkɛ̆ˈʔeb
IPA modkɛ̆ˈʔev
Syllablekĕʾēb
Dictionkeh-ABE
Diction Modkeh-AVE
Usagegrief, pain, sorrow
Part of speechn-m

Job 2:13
ତା'ପରେ ସହେି ତିନି ବନ୍ଧୁ ଆୟୁବ ସହିତ ସାତଦିନ ଓ ସାତରାତି ଭୂମିରେ ବସିଲେ। ସମାନଙ୍କେ ପାଟିରୁ ପଦଟିଏ କଥା ବାହାରୁ ନ ଥିଲା। ସମାନେେ ଆୟୁବକୁ କଥାପଦେ କହିଲେ ନାହିଁ, କାରଣ ସମାନେେ ଦେଖିଲେ ଯେ, ସେ କେତେ ୟନ୍ତ୍ରଣା ଭୋଗୁଛି।

Job 16:6
ତଥାପି ମୁଁ ଯଦି କ ହେ, ମାେ ଦୁଃଖର ଉପଶମ ହେଉ ନାହିଁ ଏବଂ ଯଦି ମୁଁ ଚୁପ୍ ରହେ ତାହା ମଧ୍ଯ ମାେତେ ସାହାୟ୍ଯ କରେ ନାହିଁ।

Psalm 39:2
ତଣେୁ ମୁଁ କିଛି କହିଲି ନାହିଁ। ଏପରିକି ମୁଁ କିଛି ଭଲ କଥା ମଧ୍ଯ କହିବି ନାହିଁ। କିନ୍ତୁ ଏହା ଦ୍ବାରା ମୁଁ ଅଧିକ କୋର୍ଧୀ ହଲିେ।

Isaiah 17:11
ତୁମ୍ଭ ଦ୍ରାକ୍ଷାଚାରା ଦିନେ ରୋପଣ କରୁଛ ଓ ତା'ର ଚାରିପଟେ ବାଡ଼ ଦଇେ ଯତ୍ନ ନେଉଛ। ପରଦିନ ପ୍ରାତଃକାଳ ରେ ସଗେୁଡ଼ିକ ପୁଷ୍ପିତ ହବୋର ଦେଖୁଛ। ମାତ୍ର ଯେତବେେଳେ ଫଳ ଅମଳ ସମୟରେ ଫଳ ତୋଳିବାକୁ ଯାଉଛ, ଦେଖୁଛ ସଗେୁଡ଼ିକ ମରିଯାଉଛି। ରୋଗ ସମସ୍ତ ଗଛକୁ ମାରି ଦଇେଛି।

Isaiah 65:14
ଆମ୍ଭର ଦାସମାନେ ଆନନ୍ଦ ରେ ଗାନ କରିବେ କାରଣ ସମାନଙ୍କେ ହୃଦଯ ସୁଖ ରେ ପରିପୂର୍ଣ୍ଣ । ମାତ୍ର ତୁମ୍ଭେ ମନ୍ଦାଚାରୀଗଣ ହୃଦଯର ଦୁଃଖ ନିମିତ୍ତ ବିଳାପ କରିବ। ଆଉ ମଧ୍ଯ ଆତ୍ମାର ବିରକ୍ତିଭାବ ଯୋଗୁଁ ହାହାକାର କରିବ।

Jeremiah 15:18
ମାରେ ବଦନୋ ଚିରନ୍ତନ, ମାରେ କ୍ଷତ ଦୁରା ରୋଗ୍ଯ। ହେ ସଦାପ୍ରଭୁ, ତୁମ୍ଭେ ମାେ ପ୍ରତି ଅତ୍ଯନ୍ତ ପ୍ରବଞ୍ଚନା କରିଅଛ। ତେଣୁ ତୁମ୍ଭେ ଶୁଷ୍କ ଅସ୍ଥାଯୀ ନଦୀ ତୁଲ୍ଯ ହାଇେଅଛ।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்