Base Word
יָתֵד
Short Definitiona peg
Long Definitionpin, stake, peg, nail
Derivationfrom an unused root meaning to pin through or fast
International Phonetic Alphabetjɔːˈt̪ed̪
IPA modjɑːˈted
Syllableyātēd
Dictionyaw-TADE
Diction Modya-TADE
Usagenail, paddle, pin, stake
Part of speechn-f

Exodus 27:19
ଆଉ ପବିତ୍ର ତମ୍ବୁର ସମୁଦାଯ କାର୍ୟ୍ଯ ସମ୍ବନ୍ଧୀଯ ସାମଗ୍ରୀ ଓ ପ୍ରଙ୍ଗଣର ସମସ୍ତ ଖିଲ କଂସାର ନିର୍ମିତ ହବୋ ଉଚିତ୍।

Exodus 27:19
ଆଉ ପବିତ୍ର ତମ୍ବୁର ସମୁଦାଯ କାର୍ୟ୍ଯ ସମ୍ବନ୍ଧୀଯ ସାମଗ୍ରୀ ଓ ପ୍ରଙ୍ଗଣର ସମସ୍ତ ଖିଲ କଂସାର ନିର୍ମିତ ହବୋ ଉଚିତ୍।

Exodus 35:18
ତମ୍ବୁର ମେଖ, ପ୍ରାଙ୍ଗଣର ଖିଲ ଓ ଉଭୟର ରଜ୍ଜୁ।

Exodus 35:18
ତମ୍ବୁର ମେଖ, ପ୍ରାଙ୍ଗଣର ଖିଲ ଓ ଉଭୟର ରଜ୍ଜୁ।

Exodus 38:20
ପବିତ୍ର ତମ୍ବୁର ଓ ଅଗଣାର ଖିଲସବୁ କଂସା ରେ ନିର୍ମିତ ହାଇେଥିଲା।

Exodus 38:31
ପ୍ରାଙ୍ଗଣର ଚତୁଃପାଶର୍‌ବର ଆଧାର ପ୍ରାଙ୍ଗଣର ପ୍ରବେଶ ଦ୍ବାରର ଆଧାର ଓ ତମ୍ବୁର ସମସ୍ତ ଖିଲ ଏବଂ ପ୍ରଙ୍ଗଣର ଖିଲ ସବୁ ସହେି କଂସା ରେ ନିର୍ମିତ କରାଗଲା।

Exodus 38:31
ପ୍ରାଙ୍ଗଣର ଚତୁଃପାଶର୍‌ବର ଆଧାର ପ୍ରାଙ୍ଗଣର ପ୍ରବେଶ ଦ୍ବାରର ଆଧାର ଓ ତମ୍ବୁର ସମସ୍ତ ଖିଲ ଏବଂ ପ୍ରଙ୍ଗଣର ଖିଲ ସବୁ ସହେି କଂସା ରେ ନିର୍ମିତ କରାଗଲା।

Exodus 39:40
ପ୍ରାଙ୍ଗଣର ପରଦା, ତହିଁର ସ୍ତମ୍ଭ ଓ ଆଧାର ଓ ପ୍ରାଙ୍ଗଣ ଦ୍ବାରର ପରଦା ତହିଁର ରଜ୍ଜୁ ଓ ଖିଲ ଓ ସମାଗମ ତମ୍ବୁ ନିମନ୍ତେ ବ୍ଯବହୃତ ହେଉଥିବା ସମସ୍ତ ଆସବାବ ପତ୍ର।

Numbers 3:37
ସମାନେେ ମଧ୍ଯ ସ୍ତମ୍ଭ, ଭିତ୍ତିମୂଳ, ଖିଲ ଏବଂ ରଜ୍ଜୁ ଯାହା ପ୍ରାଙ୍ଗଣ ରେ ବ୍ଯବହାର ହୁଏ ଏହି ସମସ୍ତର ଦାଯିତ୍ବ ନବେେ।

Numbers 4:32
ସମାନେେ ପ୍ରାଙ୍ଗଣର ବାଡର ଖମ୍ବକୁ, ସଗେୁଡିକର ଭିତ୍ତିକୁ, ସଗେୁଡିକର ଖିଲକୁ, ସଗେୁଡିକର ରଜ୍ଜକୁ, ତାହା ସହିତ ସଂୟୁକ୍ତ ସମସ୍ତ ବସ୍ତୁକୁ ବହନ କରିବା ଉଚିତ୍। ତୁମ୍ଭେ ପ୍ରେତ୍ୟକକ ବ୍ଯକ୍ତିକୁ ନିର୍ଦ୍ଧିଷ୍ଟ କାର୍ୟ୍ଯଭାର ବହନ କରିବାକୁ ଦବୋ ଉଚିତ୍।

Occurences : 24

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்