Base Word
אַיָּה
Short DefinitionAjah, the name of two Israelites
Long Definitiona Horite, son of Zibeon
Derivationthe same as H0344
International Phonetic Alphabetʔɑjˈjɔː
IPA modʔɑˈjɑː
Syllableʾayyâ
Dictionah-YAW
Diction Modah-YA
UsageAiah, Ajah
Part of speechn-pr-m

Genesis 36:24
ସିବିଯୋନଙ୍କର ଦୁଇଜଣ ପୁତ୍ର ଥିଲେ, ଅଯା ଓ ଅନା। ଅନା ନିଜର ପିତା ସିବିଯୋନଙ୍କର ଗଧ ଚରାଇବା ସମୟରେ ପ୍ରାନ୍ତର ରେ ଉଷ୍ଣ ଜଳର ଝର ଆବିଷ୍କାର କରିଥିଲେ।

2 Samuel 3:7
ଶାଉଲଙ୍କର ଜଣେ ଉପପତ୍ନୀ ଥିଲା, ଯାହାର ନାମ ରିସ୍ପା, ସେ ଅଯାର କନ୍ଯା ଥିଲା। ଇଶ୍ବୋଶତ୍ ଅବନରକକ୍ସ୍ଟ କହିଲେ, ତୁମ୍ଭେ କାହିଁକି ମାରେ ପିତାଙ୍କର ଉପପତ୍ନୀଙ୍କ ସହିତ ୟୌନ ସଐର୍କ ରଖିଛ?

2 Samuel 21:8
କିନ୍ତୁ ସେ ସମାନଙ୍କେୁ ଶାଉଲର ଦକ୍ସ୍ଟଇ ପକ୍ସ୍ଟତ୍ର ଅମୌଣି ଓ ମଫୀବୋଶତ୍କକ୍ସ୍ଟ ଦେଲେ, ଯାହାର ମାତା ଅଯାର କନ୍ଯା ରିପ୍ସା ଥିଲେ। ସେ ମଧ୍ଯ ସମାନଙ୍କେୁ ମରୋବଙ୍କର ପାଞ୍ଚପକ୍ସ୍ଟତ୍ର ଦେଲେ। ମରୋବ ଦାଉଦଙ୍କର କନ୍ଯା ୟିଏକି ମହୋଲ୍ଲାର ବର୍ସିଲ୍ଲଯର ପକ୍ସ୍ଟତ୍ର ଅଦ୍ରୀଯଲକେକ୍ସ୍ଟ ବିବାହ କରିଥିଲେ।

2 Samuel 21:10
ବର୍ତ୍ତମାନ ଅଯାର କନ୍ଯା ରିସ୍ପା ଅଖା ନଇେ ଶସ୍ଯ ଅମଳ ଋତକ୍ସ୍ଟର ଆରମ୍ଭରକ୍ସ୍ଟ ବର୍ଷା ହବୋ ପର୍ୟ୍ଯନ୍ତ ସହେି ଶୈଳ ଉପରେ ଆପଣା ପାଇଁ ତାହା ପ୍ରସାରିଲା। ସେ ଦିନରାତି ସହେି ଶରୀରଗୁଡିକୁ ଜଗିବାକକ୍ସ୍ଟ ସଠାେରେ ରହିଲା। ଆଉ ସେ ଦିନ ବେଳେ ଆକାଶ ପକ୍ଷୀଗଣକକ୍ସ୍ଟ ସମାନଙ୍କେ ଉପରେ ବସିବାକକ୍ସ୍ଟ କିଅବା ରାତ୍ରି ବେଳେ ବନପଶକ୍ସ୍ଟଗଣକକ୍ସ୍ଟ ଆସିବାକକ୍ସ୍ଟ ଦଲୋ ନାହିଁ।

2 Samuel 21:11
ଏଥି ରେ ଶାଉଲଙ୍କର ଉପପତ୍ନୀ ଅଯାର କନ୍ଯା ରିସ୍ପାର ଏହି କର୍ମ ଦାଉଦଙ୍କକ୍ସ୍ଟ ଜ୍ଞାତ କରାଗଲା।

1 Chronicles 1:40
ଶାେବଲର ପୁତ୍ରମାନେ ଥିଲେ : ଅଲିଯନ୍, ମାନହତ୍, ଏବଲ ; ଶଫୀ ଓ ଓନମ୍।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்