Base Word
יֶרַח
Short Definitiona lunation, i.e., month
Long Definitionmonth (lunar cycle), moon
Derivationfrom a unused root of uncertain signification
International Phonetic Alphabetjɛˈrɑħ
IPA modjɛˈʁɑχ
Syllableyeraḥ
Dictionyeh-RA
Diction Modyeh-RAHK
Usagemonth, moon
Part of speechn-m

Exodus 2:2
ସହେି ସ୍ତ୍ରୀଲୋକ ଜଣଙ୍କ ଗର୍ଭବତୀ ହାଇେ ଏକ ପୁତ୍ର ସନ୍ତାନ ଜନ୍ମ ଦେଲେ। ତାଙ୍କ ମାତା ଦେଖିଲେ ତାଙ୍କର ସହେି ପୁତ୍ର ବହୁତ ସୁନ୍ଦର ହଇେଛି। ତେଣୁ ସେ ତାଙ୍କୁ ତିନିମାସ କାଳ ଲୁଚାଇ ରଖିଲେ।

Deuteronomy 21:13
ଆଉ ତା'ପରେ ସେ ବନ୍ଦୀଥିବା ଅବସ୍ଥା ରେ ପିନ୍ଧିଥିବା ବସ୍ତ୍ର ତ୍ଯାଗ କରି ତକ୍ସ୍ଟମ୍ଭ ଗୃହ ରେ ବାସ କରିବ ଓ ନିଜର ପିତା ଓ ମାତାଙ୍କ ପାଇଁ ଏକମାସ ବିଳାପ କରିବ। ଏହାପରେ ତୁମ୍ଭେ ତା ସହିତ ମିଳାମିଶା ସହବାସ କରିବ ଓ ତା'ର ସ୍ବାମୀ ହବେ ଏବଂ ସେ ତୁମ୍ଭର ସ୍ତ୍ରୀ ହବେ।

Deuteronomy 33:14
ସୂର୍ୟ୍ଯ ତାଙ୍କୁ ଉତ୍ତମ ଫଳ ଦିଅନ୍ତକ୍ସ୍ଟ। ସେ ପ୍ରେତ୍ୟକକ ମାସ ରେ ଉତ୍ତମ ଫଳ ଦାନ କରୁ।

1 Kings 6:37
ଶଲୋମନଙ୍କ ରାଜତ୍ବର ଚତୁର୍ଥ ବର୍ଷ ରେ ଓ ବର୍ଷର ଦ୍ବିତୀୟ ମାସ ସିବ୍ ମାସ ରେ ସଦାପ୍ରଭୁଙ୍କ ମନ୍ଦିରର ଭିତ୍ତିମୂଳ ସ୍ଥାପିତ ହେଲା।

1 Kings 6:38
ପୁଣି ତାଙ୍କ ରାଜତ୍ବର ଏକାଦଶ ବର୍ଷ ରେ, ବୂଲ ନାମକ ବର୍ଷର ଅଷ୍ଟମ ମାସ ରେ ନିରୂପିତ ଆକୃତି ଅନୁସାରେ ସମୁଦାଯ ମନ୍ଦିରର ନିର୍ମାଣ କାର୍ୟ୍ଯ ସମାପ୍ତ ହେଲା। ଏହିରୂପେ ମନ୍ଦିର ନିର୍ମାଣ କରିବା ରେ ତାଙ୍କୁ ସାତବର୍ଷ ଲାଗିଲା।

1 Kings 8:2
ଇଶ୍ରାୟେଲ ସମସ୍ତ ପୁତ୍ରଗଣ ବର୍ଷର ସପ୍ତମ ମାସ ରେ ଏଥାନୀମ ନାମକ ଏକ ବିଶଷେ ପର୍ବ ଦିନ ରେ ଶଲୋମନ ରାଜାଙ୍କ ନିକଟରେ ଏକତ୍ରୀତ ହେଲେ।

2 Kings 15:13
ଯିହୁଦା ରେ ଉଷିୟଙ୍କ ରାଜତ୍ବର ଅଣଗ୍ଭଳିଶ ବର୍ଷ ରେ ୟାବେଶଙ୍କ ପୁତ୍ର ଶଲ୍ଲୁମ ଇଶ୍ରାୟେଲ ରେ ରାଜା ହେଲେ। ସେ ଶମରିଯା ରେ ଏକମାସ ପାଇଁ ଶାସନ କଲେ।

Job 3:6
ସହେି ରାତ୍ରିଟିକୁ ଘନ ଅନ୍ଧକାର ଘାଡ଼ୋଇଦେଉ, ସହେି ରାତ୍ରିଟି କ୍ଯାଲେଣ୍ଡରରୁ ଲିଭିଯାଉ। ସହେି ରାତ୍ରିଟିକୁ କୌଣସି ମାସ ରେ ସ୍ଥାନ ଦିଆ ନ ଯାଉ।

Job 7:3
ଅନକେ ମାସ ମାେତେ ନିରାଶ କରି ରାତ୍ରି ପରେ ରାତ୍ରି କଷ୍ଟ ଦିଆୟାଇ ଥିଲା।

Job 29:2
ମୁଁ ଇଚ୍ଛାକରେ, କିଛିମାସ ପୂର୍ବରୁ ମାରଜେୀବନ ଯେପରି ଥିଲା ସହେିପରି ରହନ୍ତା। ପରମେଶ୍ବର ମାେ ଉପରେ ଦୃଷ୍ଟି ରଖିଲେ, ମାରେଯତ୍ନ ନେଉଥିଲେ।

Occurences : 13

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்