Base Word
אַי
Short Definitionwhere? hence how?
Long Definitionwhere?, whence?
Derivationperhaps from H0370
International Phonetic Alphabetʔɑi̯
IPA modʔɑi̯
Syllableʾay
Dictionai
Diction Modai
Usagehow, what, whence, where, whether, which (way)
Part of speechadv

Genesis 3:9
ସଦାପ୍ରଭୁ ପରମେଶ୍ବର ମନୁଷ୍ଯକୁ ଡାକିଲେ, ତୁମ୍ଭେ କେଉଁଠା ରେ?

Genesis 4:9
ଏହାପରେ ସଦାପ୍ରଭୁ କଯିନକୁ କହିଲେ, ତୁମ୍ଭର ଭାଇ ହବେଲ କେଉଁଠି?

Genesis 16:8
ସଦାପ୍ରଭୁଙ୍କର ଦୂତ କହିଲେ, ହାଗାର, ସାରୀର ଦାସୀ, ତୁମ୍ଭେ କେଉଁଠାରୁ ଆସିଛ ଓ ତୁମ୍ଭେ କେଉଁଠାକୁ ଯାଉଛ?

Deuteronomy 32:37
ଏହାପରେ ସଦାପ୍ରଭୁ ପକ୍ସ୍ଟଣି କହିବେ, ' ସମାନଙ୍କେର ଦବେତାମାନେ କାହାଁନ୍ତି? ଯେଉଁ 'ଶୈଳ' ରେ ସମାନେେ ଆଶ୍ରଯ ନେଲେ ସେ ନାହିଁ।

Judges 13:6
ଏହାପରେ ସହେି ସ୍ତ୍ରୀ ଲୋକଜଣଙ୍କ ତା'ର ସ୍ବାମୀକକ୍ସ୍ଟ କହିଲା ଯାହା ସବୁ ଘଟିଗଲା। ସେ କହିଲା, ପରମେଶ୍ବରଙ୍କର ଜଣେ ଲୋକ ମାେ ନିକଟକକ୍ସ୍ଟ ଆସିଲେ ୟିଏକି ପରମେଶ୍ବରଙ୍କ ଦୂତପରି ଦଖାଯାେଉଥିଲେ। ସେ ଅତି ଭୟଙ୍କର ଦଖାଯାେଉଥିଲେ। ସେ କେଉଁଠକ୍ସ୍ଟ ଆସିଥିଲେ, ମୁ ତାଙ୍କୁ ପଗ୍ଭରି ପାରିଲି ନାହିଁ। କିମ୍ବା ସେ ତାଙ୍କର ନାମ ମାେତେ କହିଲେ ନାହିଁ।

1 Samuel 9:18
ଶାଉଲ ଫାଟକ ପାଖ ରେ ଠିଆ ହାଇେଥିବା ଜଣେ ଲୋକଙ୍କକ୍ସ୍ଟ ପରମେଶ୍ବରଙ୍କ ଲୋକଙ୍କକ୍ସ୍ଟ ଭଟେିବାର ଦିଗ ପଚାରିଲେ। ଏ ବ୍ଯକ୍ତି ଜଣକ କିନ୍ତୁ ଶାମକ୍ସ୍ଟଯଲେ ଥିଲେ, ଶାଉଲ କହିଲେ, କ୍ଷମା କରିବେ, ଆପଣ ପରମେଶ୍ବରଙ୍କ ଲୋକଙ୍କ ଘର ବତଇେ ଦବେେ କି?

1 Samuel 25:11
ମୁ କ'ଣ ନିଜର ରୋଟୀ, ନିଜର ଜଳ ଓ ନିଜର ଲୋମଛଦକମାନଙ୍କେ ନିମନ୍ତେ ହତ ପଶକ୍ସ୍ଟମାନଙ୍କ ମାଂସ ନଇେ କେଉଁ ଅଜ୍ଞାନ ଲୋକମାନଙ୍କୁ ଦବେି?

1 Samuel 26:16
ତୁମ୍ଭେ ଏହି ଯେଉଁ କଥା କଲ, ତାହା ଭଲ ନକ୍ସ୍ଟ ହେଁ। ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ତୁମ୍ଭମାନଙ୍କୁ ମୃତକ୍ସ୍ଟ୍ଯଦଣ୍ତ ଦିଆୟିବା ଉଚିତ୍, କାରଣ ତୁମ୍ଭମାନେେ ସଦାପ୍ରଭୁଙ୍କ ମନୋନୀତ ରାଜା ତୁମ୍ଭମାନଙ୍କ ରାଜାଙ୍କକ୍ସ୍ଟ ଜଗି ରହିଲ ନାହିଁ। ରାଜାଙ୍କର ବର୍ଚ୍ଛା ଓ ତାଙ୍କ ମକ୍ସ୍ଟଣ୍ତ ନିକଟରେ ଥିବା ଜଳପାତ୍ର ବର୍ତ୍ତମାନ ଦେଖକ୍ସ୍ଟଛ।

1 Samuel 30:13
ଦାଉଦ ମିଶରୀଯଙ୍କକ୍ସ୍ଟ ପଗ୍ଭରିଲା, ତୁମ୍ଭର ମାଲିକ କିଏ? ତୁମ୍ଭେ କେଉଁଠାରକ୍ସ୍ଟ ଆସିଛ?

2 Samuel 1:3
ଦାଉଦ ତାଙ୍କୁ ପଚାରିଲେ, ତୁମ୍ଭେ କେଉଁଠାରକ୍ସ୍ଟ ଆସିଅଛ? ସେ ଲୋକଟି ଦାଉଦଙ୍କକ୍ସ୍ଟ ଉତ୍ତର ଦଇେ କହିଲା, ମୁ ଇଶ୍ରାୟେଲୀୟ ଛାଉଣୀରକ୍ସ୍ଟ ପଳାଇ ଆସିଛି।

Occurences : 35

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்