Base Word
יָצַג
Short Definitionto place permanently
Long Definitionto place, set, establish
Derivationa primitive root
International Phonetic Alphabetjɔːˈt͡sˤɑɡ
IPA modjɑːˈt͡sɑɡ
Syllableyāṣag
Dictionyaw-TSAHɡ
Diction Modya-TSAHɡ
Usageestablish, leave, make, present, put, set, stay
Part of speechv

Genesis 30:38
ଏହାପରେ ଯେଉଁ ସ୍ଥାନକୁ ପଶୁମାନେ ଜଳପାନ କରିବାକୁ ଆସନ୍ତି ସହେି ସ୍ଥାନ ରେ ସମାନଙ୍କେ ସମ୍ମୁଖସ୍ଥ ଜଳକୁଣ୍ଡ ମଧିଅରେ ସହେି ବକ୍କଳଶୂନ୍ଯ ଶାଖାସବୁ ଉଚ୍ଚ କରି ରଖିଲା। ତେଣୁ ଜଳ ପାନ କରିବା ସମୟରେ ସମାନେେ ଫଳବତୀ ହେଲେ।

Genesis 33:15
ସତଣୁ ଏଲଷୗ କହିଲଲ, ତୁମ୍ଭର ସାହାୟ୍ଯ ପାଇଁ ମୁଁସମାରକିଛିସଲାକଙ୍କୁ ଛାଡ଼ି ଯାଉଛି।

Genesis 43:9
ମୁଁ ତୁମ୍ଭକୁ ପ୍ରତିଶୃତି ଦେଉଛି ଯେ ସେ ନିରାପଦ ରହିବ। ମୁଁ ତା' ପାଇଁ ଦାଯି ରହିବି। ଯଦି ମୁଁ ତାକୁ ତୁମ୍ଭ ନିକଟକୁ ଫରୋଇ ନଆଣେ ତବେେ ତୁମ୍ଭେ ମାେତେ ଜୀବନ ସାରା ଦୋଷ ଦବେ।

Genesis 47:2
ଯୋଷଫେ ତାଙ୍କର ଭାଇମାନଙ୍କ ମଧ୍ଯରୁ ପାଞ୍ଚ ଜଣଙ୍କୁ ନଇେ ଫାରୋଙ୍କ ସହିତ ସାକ୍ଷାତ କରାଇଲେ।

Exodus 10:24
ପୁନ୍ନରାଯ ଫାରୋ ମାଶାଙ୍କେୁ ଡାକିଲେ ଏବଂ କହିଲେ, ୟାଅ ସଦାପ୍ରଭୁଙ୍କର ଉପାସନା କର! ତୁମ୍ଭେ ତୁମ୍ଭର ପୁତ୍ରକନ୍ଯାମାନଙ୍କୁ ସାଙ୍ଗ ରେ ନଇୟୋଅ। କିନ୍ତୁ ତୁମ୍ଭର ମଷଗେୁଡିକୁ ଓ ଗୋରୁଗାଈଗୁଡିକ ନିଅ ନାହିଁ।

Deuteronomy 28:56
ଏପରିକି ତୁମ୍ଭମାନଙ୍କ ମଧିଅରେ ଥିବା ଦୟାଳକ୍ସ୍ଟ ସ୍ତ୍ରୀଲୋକ ମଧ୍ଯ ନିଷ୍ଠକ୍ସ୍ଟର ହାଇେ ଉଠିବ। ସେ ତା'ର ଜୀବନକକ୍ସ୍ଟ ଏପରି ଉତ୍ସର୍ଗ କରିଥିଲା ଯେ ସେ କବେେ ତା'ର ପାଦ ପଦାକକ୍ସ୍ଟ ବାହାର କରି ନଥିଲା। ସେ ତା'ର ସ୍ବାମୀ, ତା'ର ପିଲାମାନଙ୍କ ପ୍ରତି ନିଷ୍ଠକ୍ସ୍ଟର ହବେ।

Judges 6:37
ମୁ ଖଳା ରେ ମଷଚେମଡା ପକାଇବି ଯଦି ଖଳା ରେ ପଡିଥିବା ଚମଡା ଉପରେ କବଳେ କାକର ପଡିବ ଏ ଭୂମି ଶକ୍ସ୍ଟଷ୍କ ରହିବ। ତବେେ ମୁ ଜାଣିବି ଆପଣ ମାେଦ୍ବାରା ଇଶ୍ରାୟେଲକକ୍ସ୍ଟ ରକ୍ଷା କରୁଛନ୍ତି,। ଆପଣଙ୍କର ବାକ୍ଯାନକ୍ସ୍ଟସା ରେ।

Judges 7:5
ତେଣୁ ଗିଦ୍ଦିୟୋନ ସମାନଙ୍କେୁ ପାଣି ଭିତରକକ୍ସ୍ଟ ନଇଗେଲେ। ସଠାେରେ ସଦାପ୍ରଭୁ ଗିଦ୍ଦିୟୋନଙ୍କକ୍ସ୍ଟ କହିଲେ, ଏହି ଲୋକମାନଙ୍କୁ ଦକ୍ସ୍ଟଇଟି ଦଳ ରେ ବିଭକ୍ତ କର। ଯେଉଁମାନେ କକ୍ସ୍ଟକକ୍ସ୍ଟର ପରି ନିଜ ଜିଭ ରେ ଗ୍ଭକକ୍ସ୍ଟ ଗ୍ଭକକ୍ସ୍ଟ କରି ପାଣି ପିଇବେ, ସମାନଙ୍କେୁ ଗୋଟିଏ ଗୋଷ୍ଠୀ ରେ ଓ ଯେଉଁମାନେ ନଇଁପଡି ପାଣି ପିଅନ୍ତି, ସହେି ଲୋକମାନଙ୍କୁ ଆଉ ଏକ ଗୋଷ୍ଠୀ କର।

Judges 8:27
ଗିଦ୍ଦିୟୋନ ଏହିସବୁ ସକ୍ସ୍ଟବର୍ଣ୍ଣ ରେ ଏକ ଏଫୋଦ ତିଆରି କଲେ। ସେ ଏହାକକ୍ସ୍ଟ ସମାନଙ୍କେ ନଗର ଅଫ୍ରା ରେ ରଖିଲେ। ଏବଂ ଇଶ୍ରାୟେଲର ସମସ୍ତ ଲୋକମାନେ ସହେି ଏଫୋଦକକ୍ସ୍ଟ ଉପାସନା କଲେ। ଏହିପରି ଭାବରେ, ଏଫୋଦକକ୍ସ୍ଟ ଉପାସନା କରି ଇଶ୍ରାୟେଲବାସୀ ସଦାପ୍ରଭୁଙ୍କ ପ୍ରତି ଅବିଶ୍ବାସି ହେଲେ। ଏହି ଏଫୋଦ ଗିଦ୍ଦିୟୋନଙ୍କ ଓ ତାଙ୍କ ପରିବାର ପ୍ରତି ଏକ ଫାନ୍ଦ ସ୍ବରୂପ ହେଲା, ଯାହାକି ସମାନଙ୍କେର ପାପର କାରଣ ହେଲା।

1 Samuel 5:2
ତହିଁ ଉତ୍ତାରକ୍ସ୍ଟ ପଲେଷ୍ଟୀୟମାନେ ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକ ନଇେ ଦାଗୋନ ମନ୍ଦିରକକ୍ସ୍ଟ ଆଣି ଦାଗୋନ ଦବେତା ନିକଟରେ ରଖିଲେ।

Occurences : 16

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்