Base Word
יַעְבֵּץ
Short DefinitionJabets, the name of an Israelite, and also of a place in Palestine
Long Definition(n pr m) the head of a Calebite family
Derivationfrom an unused root probably meaning to grieve; sorrowful
International Phonetic Alphabetjɑʕˈbet͡sˤ
IPA modjɑʕˈbet͡s
Syllableyaʿbēṣ
Dictionya-BAYTS
Diction Modya-BAYTS
UsageJabez
Part of speechn-pr-m n-pr-loc

1 Chronicles 2:55
ଏବଂ ୟାବେସ୍ ରେ ବାସ କରୁଥିବା ଲିପିକାରମାନଙ୍କର ପରିବାରସବୁ ତିରିଯାଥୀଯ, ଶିମିଯଥୀଯ ଓ ସୁଖାଥୀଯ ଥିଲେ। ଏହି କୀନୀଯ ଲୋକମାନେ ହମ୍ମତରୁ ଆସିଥିଲେ। ହମ୍ମତ୍ ବେଥ- ରଖାବରେ ପ୍ରତିଷ୍ଠାତା ଥିଲେ।

1 Chronicles 4:9
ୟାବେଷ୍ ତାଙ୍କର ଭ୍ରାତାମାନଙ୍କ ଅପେକ୍ଷା ଅଧିକ ସମ୍ମାନିତ ହେଲ। ତାଙ୍କର ମାତା କହିଲେ, ମୁଁ ତାହାର ନାମ ୟାବେଷ୍ ଦଇେଅଛି, କାରଣ ତାହାକୁ ଜନ୍ମ ଦବୋ ସମୟରେ ମାେତେ ଅତିଶଯ ୟନ୍ତ୍ରଣା ହାଇେଥିଲା।

1 Chronicles 4:9
ୟାବେଷ୍ ତାଙ୍କର ଭ୍ରାତାମାନଙ୍କ ଅପେକ୍ଷା ଅଧିକ ସମ୍ମାନିତ ହେଲ। ତାଙ୍କର ମାତା କହିଲେ, ମୁଁ ତାହାର ନାମ ୟାବେଷ୍ ଦଇେଅଛି, କାରଣ ତାହାକୁ ଜନ୍ମ ଦବୋ ସମୟରେ ମାେତେ ଅତିଶଯ ୟନ୍ତ୍ରଣା ହାଇେଥିଲା।

1 Chronicles 4:10
ୟାବେଷ୍ ଇଶ୍ରାୟେଲର ପରମେଶ୍ବରଙ୍କ ନିକଟରେ ପ୍ରାର୍ଥନା କରି କହିଲେ, ମୁଁ ପ୍ରାର୍ଥନା କରୁଅଛି ତୁମ୍ଭେ ମାେତେ ଆଶୀର୍ବାଦ କର। ମୁଁ ଇଚ୍ଛା କରେ ଯେ, ତୁମ୍ଭେ ମାେତେ ଅଧିକ ଦେଶ ରାଜତ୍ବ କରିବାକୁ ଦିଅ। ତୁମ୍ଭେ ମାରେ ପାଶେ ପାଶେ ରୁହ ଓ ମାେତେ ଆଘାତ କରିବାକୁ କାହାକୁ ଦିଅ ନାହିଁ। ତବେେ ମାହେର କୌଣସି କଷ୍ଟ ହବେ ନାହିଁ। ୟାବେଷ୍ ଯାହାକିଛି ମାଗିଲେ, ପରମେଶ୍ବର ତାକୁ ସହେିସବୁ ପ୍ରଦାନ କଲେ।

Occurences : 4

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்