Base Word
יָנַק
Short Definitionto suck; causatively, to give milk
Long Definitionto suckle, nurse, suck
Derivationa primitive root
International Phonetic Alphabetjɔːˈn̪ɑk’
IPA modjɑːˈnɑk
Syllableyānaq
Dictionyaw-NAHK
Diction Modya-NAHK
Usagemilch, nurse(-ing mother), (give, make to) suck(-ing child, -ling)
Part of speechv

Genesis 21:7
କୌଣସି ଲୋକ ଚିନ୍ତା କଲନୋହିଁ ଯେ, ମୁଁ ଅବ୍ରହାମଠାରୁ ପିଲାକୁ ଦନ୍ମ ଦବେି। କିନ୍ତୁ ମୁଁ ତାଙ୍କୁ ବୃଦ୍ଧବସ୍ଥା ରେ ଏକ ପୁତ୍ର ଦଲେି।

Genesis 24:59
ତେଣୁ ସମାନେେ ଅବ୍ରହାମଙ୍କର ଭୃତ୍ଯ ଏବଂ ତାଙ୍କ ସହିତ ଥିବା ଅନ୍ୟ ଲୋକମାନଙ୍କ ସହିତ ରିବିକାକୁ ପଠାଇ ଦେଲେ। ରିବିକାର ସବେୀକା ମଧ୍ଯ ତାଙ୍କ ସହିତ ଗଲା।

Genesis 32:15
ଯାକୁବ ସବତ୍ସା ଦୁଗ୍ଧବତୀ ତିରିଶ ମାଈଓଟ, ଚାଳିଶ ଗାଈ, ଦଶ ବୃଷ, କୋଡ଼ିଏ ଗଧ ଓ ଦଶଟି ବାଛୁରୀ ପ୍ରସ୍ତୁତ କଲା।

Genesis 35:8
ସହେି ସ୍ଥାନ ରେ ରିବିକାର ଦବୋରା ନାମ୍ନୀ ଧାତ୍ରୀର ମୃତ୍ଯୁ ହେଲା ଏବଂ ତାକୁ ବୈଥଲରେ ଅଧଃସ୍ଥିତ ଆଲୋନ ବୃକ୍ଷମୂଳେ କବର ଦିଆଗଲା। ତେଣୁ ସହେି ସ୍ଥାନର ନାମ ଆଲୋନ-ବାଖୁତ୍ ହେଲା।

Exodus 2:7
ତା'ପରେ ସହେି ଶିଶୁଟିର ଭଉଣୀ ରାଜାକନ୍ଯାଙ୍କୁ ପଚାରିଲା, ମୁଁ ୟାଇ ଏହି ଶିଶୁଟିକୁ ତା'ର ସ୍ତନ୍ଯପାନ କରାଇବା ପାଇଁ ଜଣେ ଏବ୍ରୀଯା ଧାତ୍ରୀକି ଆଣିପା ରେ କି?

Exodus 2:7
ତା'ପରେ ସହେି ଶିଶୁଟିର ଭଉଣୀ ରାଜାକନ୍ଯାଙ୍କୁ ପଚାରିଲା, ମୁଁ ୟାଇ ଏହି ଶିଶୁଟିକୁ ତା'ର ସ୍ତନ୍ଯପାନ କରାଇବା ପାଇଁ ଜଣେ ଏବ୍ରୀଯା ଧାତ୍ରୀକି ଆଣିପା ରେ କି?

Exodus 2:9
ରାଜାଙ୍କର ଝିଅ ସହେି ମା'ଟିକୁ କହିଲା, ଏହି ଶିଶୁଟିକୁ ନିଅ ଏବଂ ମାେ ପାଇଁ ତାକୁ ଲାଳନ ପାଳନ କର, ଏଥିପାଇଁ ମୁଁ ତୁମ୍ଭକୁ ପାରିଶ୍ରମିକ ଦବେି।

Numbers 11:12
କ'ଣ ସମାନେେ ସମସ୍ତେ ମାଠାରୁେ ଜନ୍ମ ହାଇେଛନ୍ତି? ତୁମ୍ଭେ ସମାନଙ୍କେ ପୂର୍ବପୁରୁଷମାନଙ୍କ ନିକଟରେ ଯେଉଁ ଦେଶ ବିଷଯ ରେ ପ୍ରତିଜ୍ଞା କରିଥିଲ ମୁଁ ସମାନଙ୍କେୁ ଶିଶୁ ପରି କ'ଣ ବୋହି ନବେି?

Deuteronomy 32:13
ସଦାପ୍ରଭୁ ପୃଥିବୀର ଉଚ୍ଚସ୍ଥଳୀ ଉପରେ ୟାକକ୍ସ୍ଟବଙ୍କକ୍ସ୍ଟ ବାହନ ଆହାରଣେ କରାଇଲେ। ୟାକକ୍ସ୍ଟବ କ୍ଷେତ୍ରରକ୍ସ୍ଟ ଫସଲ ଖାଇଗଲେ। ସଦାପ୍ରଭୁ ପାଷାଣରକ୍ସ୍ଟ ମଧକ୍ସ୍ଟ ଝରାଇ ଦେଲେ ଏବଂ କଠିନ ଶୀଳାରକ୍ସ୍ଟ ୟାକକ୍ସ୍ଟବ୍ଙ୍କକ୍ସ୍ଟ ତୈଳ ଦେଲେ।

Deuteronomy 32:25
ରାସ୍ତା ରେ ସୈନ୍ଯମାନେ ସମାନଙ୍କେୁ ହତ୍ଯା କରିବେ। ସମାନଙ୍କେ ଗୃହ ରେ ଭୟଙ୍କର କାର୍ୟ୍ଯମାନ ହବେ। ସୈନ୍ଯମାନେ ୟକ୍ସ୍ଟବକ ଓ ୟକ୍ସ୍ଟବତୀମାନଙ୍କୁ ହତ୍ଯା କରିବେ। ସମାନେେ ବକ୍ସ୍ଟଢା ଓ ପିଲାମାନଙ୍କୁ ହତ୍ଯା କରିବେ।

Occurences : 32

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்