Base Word
יָכִין
Short DefinitionJakin, the name of three Israelites and of a temple pillar
Long Definition(n pr m) the 4th son of Simeon and founder of the family of Jachinites
Derivationfrom H3559; he (or it) will establish
International Phonetic Alphabetjɔːˈkɪi̯n̪
IPA modjɑːˈχiːn
Syllableyākîn
Dictionyaw-KEEN
Diction Modya-HEEN
UsageJachin
Part of speechn-pr

Genesis 46:10
ଶିମିୟୋନର ପୁତ୍ର ୟିମୁଏଲ, ୟାମୀନ୍, ଓହଦ୍, ୟାଖୀନ୍, ସୋହର ଓ ତାହାର କିଣାନୀଯ ସ୍ତ୍ରୀଠାରୁ ଜାତ ପୁତ୍ର ଶୌଲ।

Exodus 6:15
ଶିମିୟୋନଙ୍କର ପୁତ୍ର ୟିମୂଯଲେ, ୟାମୀନ୍ ଓ ଓହଦ୍, ୟାଖୀନ୍, ସୋହର ଓ କିଣାନୀଯା ସ୍ତ୍ରୀର ପୁତ୍ର ଶୈାଲ, ଏମାନେ ଥିଲେଶିମିଯୋନଙ୍କର ବଂଶ।

Numbers 26:12
ଏହି ପୁରୁଷମାନେ ହେଲେଶିମିଯୋନର ପରିବାରବର୍ଗ। ନମୂଯଲଠାରୁେ ନମୂଯଲେୀଯ ଗୋଷ୍ଠୀ ଏବଂ ୟାମୀନଠାରୁ ୟାମୀନୀଯ ଗୋଷ୍ଠୀ ଏବଂ ୟାଖୀନଠାରୁ ୟାଖୀନୀଯ ଗୋଷ୍ଠୀ।

1 Kings 7:21
ହୀରମ୍ସସହି ସ୍ତମ୍ଭ ଦୁଇଟିକୁ ମନ୍ଦିରର ବାରଣ୍ତାସର ସ୍ଥାପନ କଲଲ।ସଗାଟିଏ ସ୍ତମ୍ଭ ଦକ୍ଷିଣ ପାଶର୍‌ବର ପ୍ରଲବଶ ଦ୍ବାରସର ଓ ଅନ୍ୟ ସ୍ତମ୍ଭଟି ବାମ ପାଶର୍‌ବସର ରହିଲା। ଦକ୍ଷିଣ ସ୍ତମ୍ଭର ନାମ ୟାଖୀନ୍ ଓ ବାମ ସ୍ତମ୍ଭର ନାମ ବୋଯସ୍ସଦଲା।

1 Chronicles 9:10
ୟିରୁଶାଲମ ରେ ଏହି ଯାଜକମାନେ ବାସ କରୁଥିଲେ : ୟିଦଯିଯ ଯିହାୟୋଦାରରୀବ୍, ୟାଖୀନ୍ ଏବଂ ଅସରିଯ।

1 Chronicles 24:17
ଏକବିଂଶ ଦଳ ଥିଲା ୟାଖୀନଙ୍କ ଦଳ।

2 Chronicles 3:17
ଏହାପରେ ଶଲୋମନ ମନ୍ଦିର ସମ୍ମୁଖ ରେ ସ୍ତମ୍ଭ ଦୁଇଟିକୁ ଛିଡ଼ା କରାଇଲେ। ଗୋଟିଏ ସ୍ତମ୍ଭ ବାମ ପାଶର୍‌ବ ରେ ଓ ଅନ୍ୟଟି ଦକ୍ଷିଣ ପାଶର୍‌ବ ରେ ଛିଡ଼ା ହେଲା। ଦକ୍ଷିଣ ପାଶର୍‌ବ ରେ ଥିବା ସ୍ତମ୍ଭର ନାମ ଶଲୋମନ ୟାଖୀନ୍ ରଖିଲେ। ଏବଂ ବାମ ପାଶର୍‌ବସ୍ଥ ସ୍ତମ୍ଭର ନାମ ଶଲୋମନ ବୋଯସ୍ ରଖିଲେ।

Nehemiah 11:10
ଏହି ଯାଜକମାନେ ଯେଉଁମାନେ ୟିରୁଶାଲମକୁ ୟାତ୍ରା କରିଥିଲେ। ସମାନେେ ହେଲେ, ୟୋଯାରୀବର ପୁତ୍ର ୟିଦଯିଯ, ୟାଖୀନ,

Occurences : 8

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்