Base Word
יַחֲזִיאֵל
Short DefinitionJachaziel, the name of five Israelites
Long Definitiona Benjamite warrior who joined David at Ziklag
Derivationfrom H2372 and H0410; beheld of God
International Phonetic Alphabetjɑ.ħə̆.d͡zɪi̯ˈʔel
IPA modjɑ.χə̆.ziːˈʔel
Syllableyaḥăzîʾēl
Dictionya-huh-dzee-ALE
Diction Modya-huh-zee-ALE
UsageJahaziel, Jahziel
Part of speechn-pr-m

1 Chronicles 12:4
ଗିବିଯୋନ ୟିଶ୍ମଯିଯ ତିରିଶ ଜଣ ବୀରଙ୍କ ମଧିଅରେ ବଳଶାଳୀ ଥିଲେ ଓ ସେ ଏହି ତିରିଶ ଜଣ ବୀରଙ୍କର ଜଣେ ନେତା ଥିଲେ। ଗଦରୋଥୀଯ ଲୋକମାନଙ୍କ ମଧ୍ଯରୁ ଯିରିମିୟ, ୟହସୀଯଲେ, ୟୋହାନନ ଓ ୟୋଷାବଦ୍ ଥିଲେ।

1 Chronicles 16:6
ବନାଯ ଓ ୟହସୀଯଲେ, ଏହି ଦୁଇଜଣ ଯାଜକ ସର୍ବଦା ନିଯମସିନ୍ଦୁକ ସମ୍ମୁଖ ରେ ତୂରୀ ବଜାଉଥିଲେ।

1 Chronicles 23:19
ହିବ୍ରୋଣଙ୍କ ଜେଷ୍ଠପୁତ୍ର ଥିଲେ ୟିରୀଯ। ହିବ୍ରୋଣଙ୍କ ଦ୍ବିତୀୟ ପୁତ୍ର ଥିଲେ ଅମରିଯ। ୟହସୀଯଲେ ତୃତୀୟ ପୁତ୍ର ଓ ୟିକମିଯାମ୍ ଚତୁର୍ଥ ପୁତ୍ର ଥିଲେ।

1 Chronicles 24:23
ହିବ୍ରୋଣଙ୍କ ଜେଷ୍ଠପୁତ୍ର ଥିଲେ ୟିରିଯ।

2 Chronicles 20:14
ଏହାପରେ ସଦାପ୍ରଭୁଙ୍କ ଆତ୍ମା ମଣ୍ଡଳ ମଧିଅରେ ୟିଯଯଲଙ୍କେ ଉପରେ ଅଧିଷ୍ଠିତ ହେଲେ। ୟିଯଯଲେ ଜିଖରିଯଙ୍କ ପୁତ୍ର ଥିଲେ। ଜିଖରିଯ ବନାଯଙ୍କ ପୁତ୍ର ଥିଲେ। ବନାଯ ୟହସୀଯଲଙ୍କେ ପୁତ୍ର ଥିଲେ। ଆଉ ୟହସୀଯଲେ ମତ୍ତାନିଯଙ୍କ ପୁତ୍ର ଥିଲେ। ୟିଯଯଲେ ଜଣେ ଲବେୀୟ ଓ ଆସଫ୍ଙ୍କ ବଂଶଧର ଥିଲେ।

Ezra 8:5
ଏବଂ ଜାତୁଙ୍କର ଭବିଷ୍ଯତ ବଂଶଧରମାନଙ୍କ ମଧ୍ଯରୁ ୟହସୀଯଲରେ ପୁତ୍ର ଶଖନିଯ ଏବଂ ତାହା ସଙ୍ଗେ 300 ପୁରୁଷ।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்