Base Word
יוֹנָה
Short Definitiona dove (apparently from the warmth of their mating)
Long Definitiondove, pigeon
Derivationprobably from the same as H3196
International Phonetic Alphabetjoˈn̪ɔː
IPA modjo̞wˈnɑː
Syllableyônâ
Dictionyoh-NAW
Diction Modyoh-NA
Usagedove, pigeon
Part of speechn-f

Genesis 8:8
ପୁନଶ୍ଚ ନୋହ ଏକ କପୋତକୁ ଛାଡ଼ିଲେ, ଜାଣିବା ପାଇଁ ସବୁ ଜଳ ପୃଥିବୀରୁ ଶୁଖି ଗଲାଣି କି ନାହିଁ।

Genesis 8:9
ସହେି କପୋତଟି କୌଣସିଠା ରେ ବିଶ୍ରାମ ନବୋକୁ ସ୍ଥାନ ନପାଇ ଫରେିଆସିଲା। କାରଣ ସେ ପର୍ୟ୍ଯନ୍ତ ପୃଥିବୀ ଉପରେ ଜଳରାଶି ବୁଡ଼ି କରିଥିଲା। ନୋହ ହାତ ବଢ଼ାଇ କପୋତକୁ ଧରି ଜାହାଜ ମଧ୍ଯକୁ ନେଲେ।

Genesis 8:10
ସାତଦିନ ପରେ, ନୋହ ଜାହାଜରୁ ପୂନର୍ବାର କପୋତକୁ ପଠାଇଲେ।

Genesis 8:11
ସହେି ଦିନ ସଂଧ୍ଯା ସମୟରେ ସହେି କପୋତଟି ତା'ର ଥଣ୍ଟ ରେ ଏକ ତାଜା ଜୀତ ଅଲିଭ୍ ଗଛର ପତ୍ର ଧରି ଆସିଥିଲା। ନୋହ ଏଥିରୁ ଜାଣିଲେ ଯେ ପୃଥିବୀ ଉପରୁ ଜଳ କ୍ରମଶଃ ଛାଡ଼ି ୟାଇଅଛି।

Genesis 8:12
ସାତଦିନ ଗଲାପରେ ନୋହ ଜାହାଜରୁ ପୂନର୍ବାର କପୋତକୁ ପଠାଇଲେ। କିନ୍ତୁ କପୋତ ଆଉ ଫରେିଲା ନାହିଁ।

Leviticus 1:14
ଯଦି କହେି ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ କୌଣସି ପକ୍ଷୀବଳି ଉତ୍ସର୍ଗ କରିବ, ତବେେ ତାହା କପୋତ କିମ୍ବା ପାରା ଶାବକ ହାଇେଥିବ।

Leviticus 5:7
ଯଦି ସେ ମଷେ ଶାବକ ଦବୋକୁ ଅକ୍ଷମ ଦବେେ ସେ ଦୁଇଟି କପୋତ କିମ୍ବା ଦୁଇଟି ପାରାଛୁଆ ଆପଣା କୃତ ଦୋଷାର୍ଥକ ବଳିଦାନ ରୂପେ ଆଣିବ। ତହିଁରୁ ଗୋଟିଏ ପାପ ନିମନ୍ତେ ଓ ଅନ୍ୟଟି ହାମବେଳି ନିମନ୍ତେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଉତ୍ସର୍ଗ କରିବ।

Leviticus 5:11
ଯଦି ସେ ଦୁଇଟି କପୋତ ଛୁଆ କିମ୍ବା ଦୁଇଟି ପାରା ଛୁଆ ଆଣିବାକୁ ଅସମର୍ଥ ହୁଏ ତବେେ ସେ ପାପାର୍ଥକ ନବୈେଦ୍ଯ ପାଇଁ ଐଫାର ଦଶମାଂଶ ସରୁ ମଇଦା ଆଣିବା ଉଚିତ୍, ସେଥି ରେ ତୈଳ ଦବୋ ଉଚିତ୍ ନୁହେଁ କି ସୁଗନ୍ଧି ହବୋ ଉଚିତ୍ ନୁହଁ କାରଣ ତାହା ପାପାର୍ଥକ ନବୈେଦ୍ଯ ।

Leviticus 12:6
ତା'ପରେ ପୁତ୍ର ବା କନ୍ଯା ପ୍ରସବର ଅ େଶୗଚ ଦିନ ପୂର୍ଣ୍ଣ ହେଲ ସେ ବଳିଦାନ ନିମନ୍ତେ ଏକବର୍ଷୀଯ ଏକ ମଷେ ଶାବକ ଓ ପାପାର୍ଥକ ବଳି ନିମନ୍ତେ ଏକ କପୋତ ଛୁଆ କିମ୍ବା ପାରା ଛୁଆ ସମାଗମ ତମ୍ବୁର ଦ୍ବାରର ଯାଜକ ନିକଟକୁ ଆମିବ।

Leviticus 12:8
ଯାଜକ ସଗେୁଡିକୁ ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବା ଉଚିତ୍ ଏବଂ ଏହି ପ୍ରକାର ତା'ର ପ୍ରଯଶ୍ଚିତ ହୁଏ ଏବଂ ତା'ର ଶୁଦ୍ଧି ହୁଏ। ପୁତ୍ର ବା କନ୍ଯା ପ୍ରସବକାରିଣୀ ସ୍ତ୍ରୀ ପ୍ରତି ଶୁଚି ନିମନ୍ତେ ଏହିସବୁ ବ୍ଯବସ୍ଥା ଅଟେ।

Occurences : 32

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்