Base Word
יוֹאֵל
Short DefinitionJoel, the name of twelve Israelites
Long Definitionson of Pethuel and the 2nd of the 12 minor prophets with a book by his name; probably prophesied in the time of king Uzziah of Judah
Derivationfrom H3068 and H0410; Jehovah (is his) God
International Phonetic Alphabetjoˈʔel
IPA modjo̞wˈʔel
Syllableyôʾēl
Dictionyoh-ALE
Diction Modyoh-ALE
UsageJoel
Part of speechn-pr-m

1 Samuel 8:2
ଶାମୁୟେଲଙ୍କ ବଡପକ୍ସ୍ଟଅ ଯାୟେଲ ଏବଂ ଦ୍ବିତୀୟ ପକ୍ସ୍ଟତ୍ର ଅଦଯ ବରେଶବୋର ଲୋକମାନଙ୍କର ନତେୃତ୍ବ ନେଲେ ଓ ବିଗ୍ଭର କଲେ।

1 Chronicles 4:35
ସମାନେେ ଥିଲେ ମଶୋବବ୍, ୟମ୍ଲେକ୍, ୟୋଶ ଅମତ୍ସିଯରଙ୍କ ପୁତ୍ର ଯାୟେଲ,

1 Chronicles 5:4
ଯାୟେଲଙ୍କ ବଂଶଧରମାନଙ୍କର ନାମ ଏହି : ଶିମଯିଯ ୟୋଯଲଙ୍କ ପୁତ୍ର, ଗୋଗ୍ ଶିମିଯିଯଙ୍କ ପୁତ୍ର ଓ ଶିମିଯି ଗୋଗ୍ଙ୍କ ପୁତ୍ର ଥିଲେ।

1 Chronicles 5:8
ବଲୋ ଆସସ୍ରଙ୍କ ପୁତ୍ର ଥିଲେ। ଆସସ୍ର ଶମାଙ୍କେ ପୁତ୍ର ଥିଲେ, ଶମାେ ଯାୟେଲଙ୍କ ପୁତ୍ର ଥିଲେ। ସମାନେେ ନବୋ ଓ ବାଲମିଯୋନ ପର୍ୟ୍ଯନ୍ତ ବିସ୍ତୃତ ଅରୋଯରେ ବାସ କରୁଥିଲେ।

1 Chronicles 5:12
ଯାୟେଲ ବାଶନର ପ୍ରଥମ ନେତା ଥିଲେ। ଶାଫମ୍ ଦ୍ବିତୀୟ ନେତା ଥିଲେ। ଏହାପରେ ୟାନଯ ନେତା ହେଲେ।

1 Chronicles 6:33
ସଙ୍ଗୀତ ଦ୍ବାରା ସବୋକାର୍ୟ୍ଯ କରୁଥିବା ବ୍ଯକ୍ତିଗଣ ଓ ସମାନଙ୍କେର ପୁତ୍ରଗଣ କହାତଙ୍କର ବଂଶଧର ଥିଲେ,

1 Chronicles 6:36
ଅମାସଯ ଇଲ୍କାନାଙ୍କ ପୁତ୍ର ଥିଲେ। ଇଲ୍କାନା ଯାୟେଲଙ୍କ ପୁତ୍ର ଥିଲେ। ଯାୟେଲ୍ ଅସରିଯଙ୍କ ପୁତ୍ର ଥିଲେ। ଅସରିଯ ସଫନିଯରଙ୍କ ପୁତ୍ର ଥିଲେ।

1 Chronicles 7:3
ଉଷିଙ୍କର ପୁତ୍ର ଥିଲେ ୟିଷ୍ରାହିଯ। ୟିଷ୍ରାହିଯଙ୍କର ପୁତ୍ରମାନେ ଥିଲେ, ମୀଖାଯଲେ, ଓବଦିଯ, ଯାୟେଲ ଓ ୟିଶିଯ। ଏହି ପାଞ୍ଚଜଣ ୟାଜ ସମାନଙ୍କେ ପରିବାରର ମୁଖ୍ଯ ଥିଲେ।

1 Chronicles 11:38
ନାଥନଙ୍କ ଭ୍ରାତା ଯାୟେଲ, ହଗ୍ରିଙ୍କ ପୁତ୍ର ମିଭର ;

1 Chronicles 15:7
ଗେର୍ଶୋନଙ୍କ ପରିବାରବର୍ଗରୁ 130 ଜଣ ଲୋକ ଆସିଲେ। ଯାୟେଲ ସମାନଙ୍କେର ନେତା ଥିଲେ।

Occurences : 19

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்