Base Word
יְהוֹשָׁפָט
Short DefinitionJehoshaphat, the name of six Israelites; also of a valley near Jerusalem
Long Definition(n pr m) son of king Asa and himself king of Judah for 25 years; one of the best, most pious, and prosperous kings of Judah
Derivationfrom H3068 and H8199; Jehovah-judged
International Phonetic Alphabetjɛ̆.ho.ʃɔːˈpɔːt̪’
IPA modjɛ̆.ho̞w.ʃɑːˈfɑːt
Syllableyĕhôšāpāṭ
Dictionyeh-hoh-shaw-PAWT
Diction Modyeh-hoh-sha-FAHT
UsageJehoshaphat
Part of speechn-pr-m n-pr loc

2 Samuel 8:16
ସରକ୍ସ୍ଟଯାର ପକ୍ସ୍ଟତ୍ର ଯୋୟାବ ସୈନ୍ଯମାନଙ୍କ ଉପରେ ପ୍ରାଧାନ୍ଯ ଥିଲା, ଅହୀଟକ୍ସ୍ଟବର ପକ୍ସ୍ଟତ୍ର ଯିହାଶାଫେଟ୍ ମଧ୍ଯ ଇତିହାସ ଲେଖକ ଥିଲେ।

2 Samuel 20:24
ଅଦୋରାମ୍ ବେଠି କର୍ମ ଓ କର ଆଦାଯ କରିବାର ଦାଯିତ୍ବ ରେ ଥିଲା ଏବଂ ଅହୀଲୂଦର ପକ୍ସ୍ଟତ୍ର ୟିହୋଶାଫଟ ଯେ କି ଥିଲା ଜଣେ ଇତିହାସ ଲେଖକ।

1 Kings 4:3
ଶୀଶାର ପୁତ୍ର ଇଲୀହାରଫେ ଓ ଅହିଯ ଉଭୟ ବିଗ୍ଭରାଳଯ ରେ ଯାହା ହେଉଥିଲା ସମାନେେ ଲେଖୁଥିଲେ।

1 Kings 4:17
ଇଷାଖର ରେ ପାରୁହର ପୁତ୍ର ଯିହାଶାଫେଟ୍ ଶାସକ ଥିଲେ।

1 Kings 15:24
ଏହାପରେ ଆସା ମୃତ୍ଯୁବରଣ କଲେ ଓ ନିଜର ପିତୃପୁରୁଷଗଣଙ୍କ ସହିତ ଦାଉଦ ନଗର ରେ କବର ଦେଲେ। ତାଙ୍କ ମୃତ୍ଯୁପରେ ତାଙ୍କର ପୁତ୍ର ଯିହାଶାଫେଟ୍ ରାଜତ୍ବ କଲେ।

1 Kings 22:2
ତତ୍ପରେ ତୃତୀୟ ବର୍ଷ ରେ ଯିହୁଦାର ରାଜା ୟିହୋଶାଫଟ, ଇଶ୍ରାୟେଲର ରାଜା ଆହାବ୍ଙ୍କୁ ସାକ୍ଷାତ କରିବାକୁ ଆସିଲେ।

1 Kings 22:4
ତେଣୁ ଆହାବ୍ ୟିହୋଶାଫଟଙ୍କୁ ପଚାରିଲେ, ତୁମ୍ଭେ କ'ଣ ମାେ ସହିତ ୟୁଦ୍ଧ କରିବାକୁ ରାମାେତ୍-ଗିଲିଯଦକୁ ଯାଉଛ?

1 Kings 22:4
ତେଣୁ ଆହାବ୍ ୟିହୋଶାଫଟଙ୍କୁ ପଚାରିଲେ, ତୁମ୍ଭେ କ'ଣ ମାେ ସହିତ ୟୁଦ୍ଧ କରିବାକୁ ରାମାେତ୍-ଗିଲିଯଦକୁ ଯାଉଛ?

1 Kings 22:5
କିନ୍ତୁ ମୁଁ ବିନଯ କରୁଛି, ଆମ୍ଭେ ସର୍ବ ପ୍ରଥମେ ସଦାପ୍ରଭୁଙ୍କ ବାକ୍ଯ ପଗ୍ଭରିବା।

1 Kings 22:7
କିନ୍ତୁ ଯିହାଶାଫେଟ୍ କହିଲେ, ତୁମ୍ଭମାନଙ୍କ ବ୍ଯତୀତ ଆଉ କହେି ସଦାପ୍ରଭୁଙ୍କ ଭବିଷ୍ଯଦ୍ବକ୍ତା ଏଠା ରେ ଅଛନ୍ତି କି? ଯଦି ସଠାେରେ ଅଛନ୍ତି, ଆମ୍ଭେ ସମାନଙ୍କେୁ ପରମେଶ୍ବରଙ୍କର ବାକ୍ଯ ପଗ୍ଭରନ୍ତୁ।

Occurences : 84

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்