Base Word
יְגִיעַ
Short Definitiontoil; hence, a work, produce, property (as the result of labor)
Long Definitiontoil, work
Derivationfrom H3021
International Phonetic Alphabetjɛ̆ˈɡɪi̯.ɑʕ
IPA modjɛ̆ˈɡiː.ɑʕ
Syllableyĕgîaʿ
Dictionyeh-ɡEE-ah
Diction Modyeh-ɡEE-ah
Usagelabour, work
Part of speechn-m

Genesis 31:42
ମାହେର ପୂର୍ବପୁରୁଷଙ୍କ ପରମେଶ୍ବର ଅବ୍ରହାମଙ୍କ ପରମେଶ୍ବର ଓ ଇସ୍ହାକର ଭୟନାଶକ ପରମେଶ୍ବର ଯବେେ ମାେ ସହିତ ନଥାନ୍ତେ, ତବେେ ଅବଶ୍ଯ ଏବେ ତୁମ୍ଭେ ମାେତେ ତୁଚ୍ଛା ହାତ ରେ ବିଦାଯ କରିଥାନ୍ତ। ପରମେଶ୍ବର ମାରେ ଦୁଃଖ ଓ ହସ୍ତର ପରିଶ୍ରମ ଦେଖି ଅଛନ୍ତି। ଏଣୁ ଗତ ରାତ୍ରି ରେ ତୁମ୍ଭକୁ ଧମକାଇଲେ।

Deuteronomy 28:33
ତୁମ୍ଭେ ତୁମ୍ଭର କଠିନ ପରିଶ୍ରମ କରିଥିବା ଫଳ ଅନ୍ୟମାନେ ନଇେଯିବେ। ଏବଂ ତୁମ୍ଭେ ସର୍ବଦା କବଳେ ଉପଦ୍ରବ ଗ୍ରସ୍ତ ଓ ନିର୍ୟ୍ଯାତନା ଭୋଗ କରିବ।

Nehemiah 5:13
ମୁଁ ମାରେବସ୍ତ୍ରର ଭାଂଗକୁ ଝାଡିଲି ଏବଂ କହିଲି, ଯେଉଁ ଲୋକ ଏହି ପ୍ରତିଜ୍ଞା ପାଳନ କରିବ ନାହିଁ, ପରମେଶ୍ବର ତାର ଗୃହ ଓ ପରିଶ୍ରମର ଫଳରୁ ତାହାକୁ ଏପରି ଝାଡି ଦିଅନ୍ତୁ। ସେ ଏହିପରି କମ୍ପିତ ହେଉ ଓ ଶୂନ୍ଯ ହେଉ।

Job 10:3
ଯେତବେେଳେ ପରମେଶ୍ବର, ମାେତେ ଆଘାତ କରନ୍ତି, ତାହା କ'ଣ ତୁମ୍ଭକୁ ଖୁସି କରେ ? ଏପରି ଦଖାଯାେଉଛି ଯେପରି ତୁମ୍ଭେ ଯାହାକୁ ଗଢ଼ିଛ, ତାହାର କୌଣସି ଯତ୍ନ ନେଉ ନାହଁ। କିନ୍ତୁ ତୁମ୍ଭେ ଦୁଷ୍ଟ ଲୋକଙ୍କର ଯୋଜନା ରେ ଖୁସି।

Job 39:11
ବଣୁଆ ଷଣ୍ଢ ଅତି ବଳଶାଳୀ। ତୁମ୍ଭେ କ'ଣ ତା' ଉପରେ ନିର୍ଭର କରିପାରିବ ତୁମ୍ଭ କାମ କରିବା ପାଇଁ ?

Job 39:16
ଓଟପକ୍ଷୀ ତା'ର ଶାବକମାନଙ୍କୁ ଛାଡ଼ିକି ୟାଏ। ସେ ତା'ର ଶାବକମାନଙ୍କୁ ନିଜର ଛୁଆପରି ବ୍ଯବହାର କରେ ନାହିଁ। ତା'ର ଛୁଆ ମରିଗଲେ ସେ ଖାତିର କରେ ନାହିଁ ଯେପରି ସମସ୍ତ କାମ କିଛି ହେଲା ନାହିଁ।

Psalm 78:46
ପରମେଶ୍ବର ସମାନଙ୍କେ ଫସଲକୁ କୀଟ ପଠାଇଲେ। ସମାନଙ୍କେର ପରିଶ୍ରମର ଫଳ ପଙ୍ଗପାଳମାନଙ୍କୁ ଦେଲେ।

Psalm 109:11
ସେ ଋଣ ଦଇେଥିବା ଲୋକ ତାଙ୍କର ସର୍ବସ୍ବ ନଇଯାେଉ। ଏବଂ ବିଦେଶୀମାନେ ତାହାର ଶ୍ରମର ଫଳ ଲୁଟ କରନ୍ତୁ।

Psalm 128:2
ତୁମ୍ଭେ ଆପଣା ହସ୍ତକୃତ ପରିଶ୍ରମର ଫଳ ଭୋଗ କରିବ। ତୁମ୍ଭେ ସୁଖୀ ହବେ ଓ ତୁମ୍ଭର ମଙ୍ଗଳ ହବେ।

Isaiah 45:14
ସଦାପ୍ରଭୁ କୁହନ୍ତି, ମିଶରର ସମ୍ପଦ, କୂଶର ବାଣିଜ୍ଯର ଲାଭ ଓ ଦୀର୍ଘକାଯ ସବାଯୀଯମାନେ ତୁମ୍ଭ ନିକଟକୁ ଆସିବେ ଓ ତୁମ୍ଭର ହବେେ। ସମାନେେ ତୁମ୍ଭର ଅନୁସରଣ କରିବେ। ସମାନେେ ହସ୍ତ ରେ ଶୃଙ୍ଖଳାବଦ୍ଧ ହାଇେ ଆସିବେ, ପୁଣି ସମାନେେ ତୁମ୍ଭକୁ ପ୍ରଣାମ କରିବେ ଓ ନିବଦନେ କରି କହିବେ, ପ୍ରକୃତ ରେ ଇଶ୍ରାୟେଲର ପରମେଶ୍ବର ତୁମ୍ଭ ମଧିଅରେ ଅଛନ୍ତି, ତାଙ୍କ ବିନା ଆଉ କହେି ପରମେଶ୍ବର ନାହାଁନ୍ତି ଓ ତାଙ୍କ ବ୍ଯତୀତ ଆଉ କହେି ମଧ୍ଯ ନାହାଁନ୍ତି।

Occurences : 16

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்