Base Word
יָבֵשׁ
Short Definitiondry
Long Definitiondry
Derivationfrom H3001
International Phonetic Alphabetjɔːˈbeʃ
IPA modjɑːˈveʃ
Syllableyābēš
Dictionyaw-BAYSH
Diction Modya-VAYSH
Usagedried (away), dry
Part of speecha

Numbers 6:3
ତବେେ ସେ ଦ୍ରାକ୍ଷାରସ ଓ ସୁରା ପାନରୁ ନିଜକୁ ପୃଥକ ରଖିବ, ସେ ଦ୍ରାକ୍ଷାରସର ସିର୍କା ଓ ସୁରାର ସିର୍କା ପାନ କରିବ ନାହିଁ। କିମ୍ବା ସେ ଦ୍ରାକ୍ଷାଫଳ ଜାତ କୌଣସି ପଯେ ପାନ କରିବ ନାହିଁ ଓ କଞ୍ଚା କିମ୍ବା ଶୁଖିଲା ଦ୍ରାକ୍ଷାଫଳ ଖାଇବ ନାହିଁ।

Numbers 11:6
ମାତ୍ର ଏବେ ଆମ୍ଭମାନେେ ଦୁର୍ବଳ ହାଇେ ଯାଉଅଛୁ, ଏଠି ଖାଇବାକୁ କିଛି ନାହିଁ, ଏହି ମାନ୍ନା ଛଡା ଆଉ ଦେଖିବାକୁ କିଛି ନାହିଁ,।

Job 13:25
ତୁମ୍ଭେ କ'ଣ ମାେତେ ଡ଼ରାଇବାକୁ ଚେଷ୍ଟା କରୁଛ ? ମୁଁ ଏକ ପାତ୍ର ଯାହାକି ପବନ ରେ ଉଡ଼ିୟାଏ। ତୁମ୍ଭେ କ'ଣ କୁଟାଖିଆ ପଛ ରେ ଗୋଡ଼ାଇବ ?

Isaiah 56:3
ସଦାପ୍ରଭୁଙ୍କଠା ରେ ଆସକ୍ତ ବିଦେଶୀ ନ କହୁ ଯେ ସଦାପ୍ରଭୁ ମାେତେ ଆପଣା ଲୋକଠାରୁ ନିଶ୍ଚଯ ପୃଥକ୍ ରଖିବେ। ପୁଣି ଜଣେ ନପୁଂସକ ନ କହୁ ଯେ, ଦେଖ, ମୁଁ ଗୋଟିଏ ଶୁଷ୍କ ବୃକ୍ଷ, ମୁଁ ଫଳବତୀ ହାଇପୋରିବି ନାହିଁ।'

Ezekiel 17:24
ତାହା ହେଲେ କ୍ଷେତ୍ରସ୍ଥ ସମସ୍ତ ବୃକ୍ଷ ଜାଣିବେ ଯେ, ମୁଁ ଉଚ୍ଚବୃକ୍ଷକୁ ନୀଚ୍ଚ କରିପା ରେ ଓ ନୀଚ୍ଚ ବୃକ୍ଷକୁ ଉଚ୍ଚ କରିପା ରେ। ପୁଣି ସତଜେ ବୃକ୍ଷକୁ ଶୁଷ୍କ କରିପା ରେ ଓ ଶୁଷ୍କ ବୃକ୍ଷକୁ ସତଜେ କରିପା ରେ। ମୁଁ ସଦାପ୍ରଭୁ ଏହା କହିଅଛି ଓ ମୁଁ ଏହା କରିବି।

Ezekiel 20:47
ଏବଂ ନଗେଭେ ଅରଣ୍ଯକୁ କୁହ, 'ସଦାପ୍ରଭୁଙ୍କର ବାକ୍ଯ ଶୁଣ, ସଦାପ୍ରଭୁ ମାରେ ପ୍ରଭୁ ଏହି କଥା କହନ୍ତି। ଦେଖ, ଆମ୍ଭେ ତୁମ୍ଭ ମଧିଅରେ ଅଗ୍ନି ସଂୟୋଗ କରିବା। ତାହା ତୁମ୍ଭ ମଧ୍ଯସ୍ଥିତ ପ୍ରେତ୍ୟକକ ସତଜେ ଓ ଶୁଷ୍କବୃକ୍ଷକୁ ଗ୍ରାସ କରିବ। ସହେି ଜ୍ବଳନ୍ତ ଅଗ୍ନିଶିଖା ନିର୍ବାପିତ ହବେ ନାହିଁ। ଦକ୍ଷିଣରୁ ଉତ୍ତର ପର୍ୟ୍ଯନ୍ତ ସମସ୍ତ ଦେଶ ସହେି ଅଗ୍ନି ରେ ଦଗ୍ଧିଭୂତ ହବେ।

Ezekiel 37:2
ସଦାପ୍ରଭୁ ସହେି ଅସ୍ଥିଗୁଡ଼ିକ ଦଇେ ନେଲେ, ଯାହା ଚତୁର୍ଦ୍ଦିଗ ରେ ଥିଲା। ସହେି ଉପତ୍ୟକା ରେ ବହୁତ ଅସ୍ଥି ଥିବାର ମୁଁ ଦେଖିପାରିଲି। ମୁଁ ସହେି ଅସ୍ଥିଗୁଡ଼ିକ ଅତିଶଯ ଶୁଷ୍କ ଥିବାର ଲକ୍ଷ୍ଯ କଲି।

Ezekiel 37:4
ସଦାପ୍ରଭୁ, ମାରେ ପ୍ରଭୁ ମାେତେ କହିଲେ, ଏହି ଅସ୍ଥିଗୁଡ଼ିକ ଉଦ୍ଦେଶ୍ଯ ରେ ଭବିଷ୍ଯଦବାଣୀ ପ୍ରଚାର କରି କୁହ, ' ହେ ଶୁଷ୍କ ଅସ୍ଥି ସକଳ, ତୁମ୍ଭମାନେେ ସଦାପ୍ରଭୁଙ୍କର ବାକ୍ଯ ଶୁଣ।

Nahum 1:10
ତୁମ୍ଭମାନେେ ସମ୍ପୂର୍ଣ୍ଣ ଭାବରେ ଧ୍ବଂସ ହାଇଯେିବ, ଏକ ଛନ୍ଦାଛନ୍ଦି ହାଇେଥିବା କଣ୍ଟାବୁଦା ପରି ଯାହା ଶୀଘ୍ର ପୋଡି଼ୟାଏ। ତୁମ୍ଭମାନେେ ମଦ୍ଯପମାନଙ୍କ ପରି ହବେ। ତୁମ୍ଭମାନେେ ଶୁଖିଲା କଟା ଘାସର ଖୁଣ୍ଟା ତୁଲ୍ଯ ଗ୍ରାସିତ ହବେ।

Occurences : 9

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்