Base Word
יָאִיר
Short DefinitionJair, the name of four Israelites
Long Definitiona descendant of Manasseh who conquered many towns during the time of the conquest
Derivationfrom H0215; enlightener
International Phonetic Alphabetjɔːˈʔɪi̯r
IPA modjɑːˈʔiːʁ
Syllableyāʾîr
Dictionyaw-EER
Diction Modya-EER
UsageJair
Part of speechn-pr-m

Numbers 32:41
ପୁଣି ମନଃଶିର ପୁତ୍ର ୟାଯୀର ୟାଇ ସମାନଙ୍କେର ଗ୍ରାମ ସବୁ ହସ୍ତଗତ କରି ସମାନଙ୍କେ ନାମ ହବୋତ୍ ୟାଯୀର ରଖିଲା।

Deuteronomy 3:14
ମନଃଶିର ପକ୍ସ୍ଟତ୍ର ୟାଯୀର ଗଶ୍ବରୀଯ ଓ ମାଖାଥୀଯ ସୀମା ପର୍ୟ୍ଯନ୍ତ ଅର୍ ଗୋବର(ବାଶନର) ସମସ୍ତ ଅଞ୍ଚଳ ଅଧିକାର କଲେ। ସହେି ଅଞ୍ଚଳକକ୍ସ୍ଟ ତାଙ୍କ ପରେ ନାମ କରଣ କରାଗଲା, ତେଣୁ ଆଜି ପର୍ୟ୍ଯନ୍ତ ବାଶନକକ୍ସ୍ଟ ହବୋତ୍-ୟାଯୀର ବୋଲି ଡକାୟାଏ।

Joshua 13:30
ସହେି ଭୂମି ମହନଯୀମଠାରକ୍ସ୍ଟ ଆରମ୍ଭ ହେଲା। ଏହା ମଧ୍ଯ ବାଶନର ଅନ୍ତଭର୍କ୍ସ୍ଟକ୍ତ ହେଲା। ଯାହାକି ଓଗ୍ର ରାଜା ବାଶନର ଶାସନାଧିନ ଥିଲା। ବାଶନ ଅଧିନର ମାଟେ 60 ଟି ସହର ଥିଲା।

Judges 10:3
ଏହାପରେ ପରମେଶ୍ବର ଆଉ ଜଣେ ବିଗ୍ଭରକଙ୍କକ୍ସ୍ଟ ପଠାଇଲେ। ତାଙ୍କର ନାମ ଥିଲା ୟାଯୀର ଯେ କି ଥିଲେ ଗିଲିଯଦର ଅଧିବାସୀ। ୟାଯୀର ଇଶ୍ରାୟେଲର ଉପରେ ବାଇଶିବର୍ଷ ଧରି ବିଗ୍ଭରକ ହାଇେ ରହିଲେ।

Judges 10:5
ୟାଯୀରଙ୍କର ମୃତକ୍ସ୍ଟ୍ଯପରେ ତାଙ୍କୁ କାମାନେ ରେ କବର ଦିଆଗଲା।

1 Kings 4:13
ବିନ୍-ଗବରରୋମାେତ୍-ଗିଲିଯଦର ଶାସକ ଥିଲେ। ମନଃଶିର ପୁତ୍ର ୟାଯୀରର ଗିଲିଯଦସ୍ଥିତ ସମସ୍ତ ଗ୍ରାମ ଓ ସହର ତାଙ୍କର ଅଧୀନ ଥିଲା। ବାଶନସ୍ଥ ଅର୍ ଗୋବ ଅଞ୍ଚଳ ରେ ଥିବା ପ୍ରାଚୀର ବେଷ୍ଟିତ ଓ ପିତ୍ତଳ ଅର୍ଗଳ ବିଶିଷ୍ଟ ଷାଠିଏ ବୃହତ୍ ନଗର ତାଙ୍କର ଅଧୀନ ଥିଲା।

1 Chronicles 2:22
ସରୂବ ୟାଯୀରଙ୍କର ପିତା ଥିଲେ। ଗିଲିଯଦ ଦେଶ ରେ ୟାଯୀରଙ୍କର ତଇେଶ ଗୋଟି ସହର ଥିଲା,

1 Chronicles 2:23
କିନ୍ତୁ ଗଶୂର ଓ ଅରାମ୍ ୟାଯୀରଙ୍କର ଗ୍ରାମଗୁଡ଼ିକୁ ନଇଗେଲେ। ସଗେୁଡ଼ିକ ମଧିଅରେ କନାତ୍ ଓ ତା' ଚାରିପଟେ େଛାଟ େଛାଟ ସହରଗୁଡ଼ିକ ଥିଲା। ସମୁଦାଯ ଷାଠିଏଟି ସହର ଥିଲା। ଗିଲିଯଦଙ୍କର ପିତା ମାଖୀରଙ୍କର ଏହିସବୁ ସହର ଥିଲା।

Esther 2:5
ସହେି ସମୟରେ ମର୍ଦ୍ଦଖଯ ନାମ ରେ ଜଣେ ୟିହୁଦୀଯ ଲୋକ ଶୂଶନ୍ ରାଜଧାନୀ ରେ ଥିଲା, ସେ ବିନ୍ଯାମୀନ ବଂଶୀଯ ୟାଯୀରର ପୁତ୍ର, ଶିମିଯିର ପୌତ୍ର, କୀଶର ପ୍ରପୌତ୍ର।

Occurences : 9

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்