Base Word
טָמֵא
Short Definitionto be foul, especially in a ceremial or moral sense (contaminated)
Long Definitionto be unclean, become unclean, become impure
Derivationa primitive root
International Phonetic Alphabett̪’ɔːˈmeʔ
IPA modtɑːˈmeʔ
Syllableṭāmēʾ
Dictiontaw-MAY
Diction Modta-MAY
Usagedefile (self), pollute (self), be (make, make self, pronounce) unclean, × utterly
Part of speechv
Base Word
טָמֵא
Short Definitionto be foul, especially in a ceremial or moral sense (contaminated)
Long Definitionto be unclean, become unclean, become impure
Derivationa primitive root
International Phonetic Alphabett̪’ɔːˈmeʔ
IPA modtɑːˈmeʔ
Syllableṭāmēʾ
Dictiontaw-MAY
Diction Modta-MAY
Usagedefile (self), pollute (self), be (make, make self, pronounce) unclean, × utterly
Part of speechn-f

Genesis 34:5
ଯାକୁବ ଜାଣିବାକୁ ପାଇଲା ଯେ, ସହେି ୟୁବକ ଦୀଣା ଉପରେ ଅପମାନ ଆଣିଛି। କିନ୍ତୁ ଯାକୁବର ସମସ୍ତ ପୁଅମାନେ କ୍ଷେତ୍ର ରେ ପଶୁପଲଙ୍କ ସହିତ ଥିଲେ। ସେ କିଛି କଲା ନାହିଁ, ତା'ର ପୁତ୍ରମାନେ ଫରେିବା ପର୍ୟ୍ଯନ୍ତ ଅପେକ୍ଷା କଲ।

Genesis 34:13
ଯାକୁବର ପୁତ୍ରମାନେ ଶିଖିମକୁ ଓ ତା'ର ପିତାଙ୍କୁ ମଧ୍ଯ ମିଥ୍ଯା କହିବାପାଇଁ ନିଷ୍ପତ୍ତି ନେଲେ। ତା'ର ଭାଇମାନେ ସେତବେେଳେ ପାଗଳ ପ୍ରାଯ ଥିଲେ କାରଣ ଦୀଣାକୁ ଶିଖିମ ଭ୍ରଷ୍ଠା କରିଥିଲା।

Genesis 34:27
ଯାକୁବର ପୁତ୍ରମାନେ ସହେି ନଗରକୁ ଗଲେ, ଯେଉଁଠା ରେ ତାଙ୍କ ଭଉଣୀ କଳୁଷିତ ହାଇେଥିଲା, ଏବଂ ପ୍ରେତ୍ୟକକ ଦ୍ରବ୍ଯ ହରଣ କଲେ।

Leviticus 5:3
ଆହୁରି ଅନକେ ଜିନିଷ ଅଛି ଯାହା କି ମନୁଷ୍ଯକୁ ଅଶୁଚି କରେ। ଯଦି କହେି ଜାଣିଥାଏ ଯାହାକୁ ସ୍ପର୍ଶ କଲେ ଅଶୁଚି ହୁଏ ଏବଂ ସେ ତାହା ଅଜ୍ଞାତ ରେ କରିଥାଏ, ତବେେ ସେ ଯେତବେେଳେ ଜାଣେ ସେ ଦୋଷୀ ହବେ।

Leviticus 11:24
ଆଉ ଏମାନଙ୍କ ଦ୍ବାରା ତୁମ୍ଭମାନେେ ଅଶୁଚି ହବେ, ୟିଏ କହେି ସମାନଙ୍କେର ଶବ ଛୁଇଁବ ସେ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।

Leviticus 11:24
ଆଉ ଏମାନଙ୍କ ଦ୍ବାରା ତୁମ୍ଭମାନେେ ଅଶୁଚି ହବେ, ୟିଏ କହେି ସମାନଙ୍କେର ଶବ ଛୁଇଁବ ସେ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।

Leviticus 11:25
ପୁଣି ଯେକହେି ସମାନଙ୍କେର ଶବର କୌଣସି ଅଂଶ ବହନ କରିବ, ସେ ନିଜର ବସ୍ତ୍ର ଧୋଇବ ଓ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।

Leviticus 11:26
ଯେଉଁସବୁ ଜନ୍ତୁର ଖୁରା ବିଭକ୍ତ ମାତ୍ର ପାଦ ଚିରା ନୁହେଁ, କିମ୍ବା ଯେଉଁମାନେ ପାକୁଳି କରନ୍ତି ନାହିଁ ସମାନେେ ତୁମ୍ଭମାନଙ୍କ ପାଇଁ ଅଶୁଚି। ୟିଏ କହେି ସମାନଙ୍କେୁ ସ୍ପର୍ଶ କରିବ ସେ ଅଶୁଚି ହବେ।

Leviticus 11:27
ପୁଣି ଚାରିଗୋଡିଆ ବନ୍ଯଜନ୍ତୁମାନଙ୍କ ମଧିଅରେ ଯେଉଁମାନେ ତଳିପାଦ ରେ ଚାଳନ୍ତି, ସମାନେେ ତୁମ୍ଭମାନଙ୍କ ପାଇଁ ଅଶୁଚି। ୟିଏ କହେି ସମାନଙ୍କେ ଶବ ସ୍ପର୍ଶ କରିବ, ସେ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।

Leviticus 11:28
ୟିଏ ସମାନଙ୍କେର ଶବ ବହନ କରିବ, ସେ ନିଜର ବସ୍ତ୍ର ଧୋଇବ ଓ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ। ସଗେୁଡିକ ତୁମ୍ଭମାନଙ୍କ ପାଇଁ ଅଶୁଚି।

Occurences : 161

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்