Base Word
טַלְמוֹן
Short DefinitionTalmon, a temple doorkeeper
Long Definitionthe head of a family of doorkeepers in the temple; some of his descendants returned from exile with Zerubbabel and were employed in their hereditary office in the days of Nehemiah and Ezra
Derivationfrom the same as H2728; oppressive
International Phonetic Alphabett̪’ɑlˈmon̪
IPA modtɑlˈmo̞wn
Syllableṭalmôn
Dictiontahl-MONE
Diction Modtahl-MONE
UsageTalmon
Part of speechn-pr-m

1 Chronicles 9:17
ୟିରୁଶାଲମ୍ ରେ ଏହି ଦ୍ବାରପାଳକାନେ ବାସ କରୁଥିଲେ : ଶଲ୍ଲୁମ, ଅକ୍ଲ୍ବବ୍, ଟଲମାେନ୍, ଅହୀମାନ ଓ ସମାନଙ୍କେର ଆତ୍ମୀଯବର୍ଗ। ଶଲ୍ଲୁମ୍ ସମାନଙ୍କେର ମୁଖ୍ଯ ଥିଲେ।

Ezra 2:42
ମନ୍ଦିର ଦ୍ବାରପାଳମାନଙ୍କ ବଂଶଧରମାନଙ୍କ ସଂଖ୍ଯା, ଶଲ୍ଲୁମର ବଂଶଧରଗଣ, ଆଟର ବଂଶଧରଗଣ, ଟଲମାନେ ବଂଶଧରଗଣ, ଆକ୍କବ ବଂଶଧରଗଣ, ହଟୀଟା ବଂଶଧରଗଣ ଓ ଶୋବଯର ବଂଶଧରଗଣ ସର୍ବ ମାଟେ 139 ଜଣ।

Nehemiah 7:45
ଏହିମାନେ ହେଲେ ଦ୍ବାରପାଳଗଣ: ଶଲ୍ଲୁମର ବଂଶଧରମାନେ, ଆଟର, ଟଲ୍ମୋନ, ଅକ୍କବ, ହଟୀଟା ଓ ଶୋବଯ 138 ଜଣ।

Nehemiah 11:19
ଦ୍ବାରପାଳ ଅକ୍କୁବ୍ ଟଲ୍ମୋନ ଓ ସମାନଙ୍କେର ଭାଇମାନେ, ଯେଉଁମାନେ ନଗର ଫାଟକର ପ୍ରହରି ଥିଲେ, ସମାନେେ 172 ଜଣ ଥିଲେ।

Nehemiah 12:25
ମତ୍ତନୀଯ ଓ ବକ୍ବୁକିଯ, ଓବଦିଯ, ମଶୁଲ୍ଲମ, ଟଲ୍ମୋନ୍, ଅକ୍କୁବ୍ ଦ୍ବାରପାଳ ହାଇେ ଦ୍ବାର ନିକଟବର୍ତ୍ତୀ ଭଣ୍ତାର ଗୃହ ସକଳର ପ୍ରହରୀ କର୍ମ କଲେ।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்