Base Word
אֲבִיָּה
Short DefinitionAbijah, the name of several Israelite men and two Israelitesses
Long Definitionking of Judah, son and successor of Rehoboam
Derivationor prolonged אֲבִיָּהוּ ; from H0001 and H3050; father (i.e., worshipper) of Jah
International Phonetic Alphabetʔə̆.bɪjˈjɔː
IPA modʔə̆.viˈjɑː
Syllableʾăbiyyâ
Dictionuh-bih-YAW
Diction Moduh-vee-YA
UsageAbiah, Abijah
Part of speechn-pr-m

1 Samuel 8:2
ଶାମୁୟେଲଙ୍କ ବଡପକ୍ସ୍ଟଅ ଯାୟେଲ ଏବଂ ଦ୍ବିତୀୟ ପକ୍ସ୍ଟତ୍ର ଅଦଯ ବରେଶବୋର ଲୋକମାନଙ୍କର ନତେୃତ୍ବ ନେଲେ ଓ ବିଗ୍ଭର କଲେ।

1 Kings 14:1
ସହେି ସମୟରେ ୟାରବିଯାମଙ୍କ ପୁତ୍ର ଅବିଯ ଅତିଶଯ ପୀଡିତ ହେଲେ।

1 Chronicles 2:24
ହିଷ୍ରୋଣ ମୃତ୍ଯୁବରଣ କଲାପରେ, କାଲବଙ୍କେର ସ୍ତ୍ରୀ ଇଫ୍ରଥା ଏକ ପୁତ୍ରକୁ ଜନ୍ମ ଦେଲେ। (ହିଷ୍ରୋଣର ସ୍ତ୍ରୀ ନାମ ଅବିଯାହ) ସହେି ପୁତ୍ରର ନାମ ଦିଆଗଲା ଅହୂସର। ଅହୂସର ତକୋଯ ସହର ପ୍ରତିଷ୍ଠା କରିଥିଲେ।

1 Chronicles 3:10
ଶଲୋମନଙ୍କର ପୁତ୍ର ଥିଲେ ରିହବିଯାମ୍ ଓ ରିହବିଯାମ୍ଙ୍କର ପୁତ୍ର ଥିଲେ ଅବିଯ। ଅବିଯଙ୍କର ପୁତ୍ର ଥିଲେ ଆସା। ଆସାଙ୍କର ପୁତ୍ର ଥିଲେ ଯିହାଶାଫେଟ୍।

1 Chronicles 6:28
ଶାମୁଯଲଙ୍କେ ପୁତ୍ରମାନେ ଥିଲେ : ଯାୟେଲ ଜେଷ୍ଠ ପୁତ୍ର ଓ ଅବୀଯ କନିଷ୍ଠ ପୁତ୍ର।

1 Chronicles 7:8
ବେଖରଙ୍କର ପୁତ୍ରମାନେ ଥିଲେ : ସମୀର, ୟୋଯାଶ, ଇଲୀଯଷେର, ଇଲିଯୋ-ଐନଯ, ଅମ୍ରି, ଯିରମୋେତ୍, ଅବିଯ, ଅନାଥୋତ୍ ଓ ଆଲମେତ୍। ଏମାନେ ସମସ୍ତେ ବେଖରର ସନ୍ତାନ ଥିଲେ।

1 Chronicles 24:10
ସପ୍ତମ ଦଳ ଥିଲା ହକ୍କୋସଙ୍କ ଦଳ।

2 Chronicles 11:20
ଏହାପରେ ରିହବିଯାମ୍ ମାଖାଙ୍କୁ ବିବାହ କଲେ। ମାଖା ଅବଶା ଲୋମ୍ଙ୍କ ଝିଅ ଥିଲେ। ଆଉ ମାଖା ରିହବିଯାମ୍ଙ୍କୁ ଏହି ସନ୍ତାନମାନଙ୍କୁ ଦେଲେ : ଅବିଯ, ଅତଯ, ସୀଷ ଓ ଶଲୋମୀତ୍।

2 Chronicles 11:22
ରିହବିଯାମ୍ ମାଖାର ପୁତ୍ର ଅବିଯଙ୍କୁ ତାଙ୍କ ନିଜ ଭ୍ରାତାମାନଙ୍କ ମଧିଅରେ ନେତା ହବୋ ନିମନ୍ତେ ମନୋନୀତ କଲେ। ରିହବିଯାମ୍ ଅବିଯଙ୍କୁ ରାଜା କରିବା ନିମନ୍ତେ ଯୋଜନା କରିଥିବାରୁ ଏହିପରି କଲେ।

2 Chronicles 12:16
ରିହବିଯାମ୍ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ ବିଶ୍ରାମ ନେଲେ। ରିହବିଯାମ୍ଙ୍କୁ ଦାଉଦଙ୍କ ନଗର ରେ କବର ଦିଆଗଲା। ଏହାପରେ ରିହବିଯାମ୍ଙ୍କ ପୁତ୍ର ଅବିଯ ନୂତନ ରାଜା ହେଲେ।

Occurences : 25

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்